October 22, 2024

Odia Express

Leading Odia News Portal of Odisha

ଯଦି ଆପଣ ମଧ୍ୟ ଜଲଦି ହିଁ ସଫଳ ହେବା ପାଇଁ ଚାହୁଁଛନ୍ତି ତେବେ ତୁରନ୍ତ ଘରକୁ ଆଣନ୍ତୁ ବଇଁଶୀ – ଦେଖନ୍ତୁ ଏଭଳି ଚମତ୍କାର…

ଏହି ଦୁନିଆଁରେ ଏମିତି କେଉଁ ବ୍ୟକ୍ତି ଅଛି ଯିଏ ଚାହେଁ ନାହିଁ କି ତାର ପରିବାରରେ ସୁଖ ଶାନ୍ତି ଆସୁବୋଲି , ଘରର ସବୁ ସଦସ୍ୟ ସୁସ୍ଥ୍ୟ ଓ ଖୁସିରେ ରୁହନ୍ତୁ , କିନ୍ତୁ ଜରୁରୀ ନୁହେଁ କି ସବୁ ବ୍ୟକ୍ତି ସୁଖ ପ୍ରାପ୍ତି କରିବା ତାହାର ପରିବାର ଖୁସିରେ ରହୁ । କିନ୍ତୁ ସମସ୍ତ ଜୀବନରେ କିଛି ନା କିଛି ଅସୁବିଧା ଆସିଥାଏ , ଯାହା ପୁରା ପରିବାରକୁ ସହିବାକୁ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ ସେହି ସମସ୍ୟାର ସମାଧାନ ବିଷୟରେ ଜଣାଇବୁ ।ଆପଣମାନେ ଭଗବାନ ଶ୍ରୀକୃଷ୍ଣଙ୍କ ବଇଁଶୀ ବିଷୟରେ ପୁରାଣରେ ବହୁତ କଥା ଶୁଣିଥିବେ , ଜଣେଇଦେବୁ କି ଭଗବାନ ଶ୍ରୀକୃଷ୍ଣଙ୍କୁ ବଇଁଶୀ ବହୁତ ପ୍ରିୟ ଥିଲା , କାହାଣୀରେ କୁହାଯାଇଛି କି ଭଗବାନ କୃଷ୍ଣ ବଇଂଶୀ ବଜାଇକରି ଗୋପିଙ୍କୁ ନିଜ ଆଡକୁ ଆକର୍ଷିତ କରୁଥିଲେ , ଓ ସେହି ବଇଁଶୀର ସ୍ୱର ଶୁଣିକରି ଗୋପିମାନେ ମୋହିତ ହୋଇଯାଉଥିଲେ , ଆଜି ଆମେ କହିବାକୁ ଯାଉଛୁ ଯାହା ତାହା ଆପଣ କେବେ ଶୁଣିନଥିବେ ,

 

ଯଦି ଆପଣଙ୍କ ଘରେ ଏହିପରି କିଛି ସମସ୍ୟା ଅଛି ଯାହା ସମାଧାନ ହୋଇପାରୁନି ତେବେ ଆପଣ ବାସ୍ତୁ ଶାସ୍ତ୍ରର କିଛି ଉପାୟ କରିବାକୁ ହେବ , ଏଥିପାଇଁ ଆପଣଙ୍କ ଘରକୁ ଏକ ବଇଁଶୀ ଆଣିବାକୁ ହେବ , ଧ୍ୟାନ ରଖନ୍ତୁ , ବଇଁଶୀ କାଠର ହେବା ଆବଶ୍ୟକ ।

କୁହାଯାଏ କି ଯେଉଁ ଘରେ ବଇଁଶୀ ଥାଏ , ସେହି ଘରେ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ସଦୈବ ରହିଥାଏ , ଓ ସେଠାରେ ନକରାତ୍ମକ ଉର୍ଜା ପ୍ରବେଶ କରିପାରେ ନାହିଁ , ତାହା ସହ ଘର ଓ ପରିବାରରେ ପ୍ରେମ ଭାବନା ବନିରହିଥାଏ ।

 

ଶାସ୍ତ୍ରର ଅନୁସାରେ କୃଷ୍ଣ ନିଜ ବଇଁଶୀକୁ ଅତ୍ୟାଧିକ ଭଲ ପାଉଥିଲେ , ଏହି କାରଣରୁ ବଇଁଶୀକୁ ପବିତ୍ର ଓ ଶୁଭ ବୋଲି ଜଣାଯାଏ , ଏକ ମାନ୍ୟତା ଅଛି କି ବଇଁଶୀର ସ୍ୱର ପ୍ରେମ ଭାବ ଆଣିଥାଏ , ଯେଉଁ ଘରେ ବଇଁଶୀ ହୋଇଥାଏ , ସେହି ଘରେ ପ୍ରେମ ଓ ଉତ୍ସାହ ଆସେ , ଓ ପରିବାର ମଧ୍ୟରେ ସକରାତ୍ମକ ଉର୍ଜା ପ୍ରବାହ ହୁଏ, ଓ କେବେ ବ୍ୟକ୍ତି ନିଜ ଜୀବନରେ ନିରାଶାର ସାମ୍ନା କରେ ନାହିଁ ।

Leave a Reply

Your email address will not be published. Required fields are marked *