ସମୁଦ୍ର କୁଳରେ କିଛି ଏପରି ଜିନିଷ ଦେଖାଗଲା ଯାହାକୁ ଲୋକେ ଚମତ୍କାର୍ ଭାବିକରି କରିଥିଲେ ଭିଡ , ୨ ଦିନ ପରେ ଲୋକେ ଦେଖିବାପରେ ଭୟଭୀତ ହୋଇଗଲେ କାରଣ..

ଏବେ ପର୍ଯ୍ୟନ୍ତ ଆପଣ ଯେତେ ବି ଚମତ୍କାର ଦେଖିଥିବେ ତାହା ମଣିଷ ଛୁଆଙ୍କର ଦେଖିଥିବେ , କେବେ କେବେ ଏମିତି ଛୁଆ ଜନ୍ମ ନେଇଥାନ୍ତି ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଉଠନ୍ତି , ଜାଆଁଳା ଛୁଆ ଜନ୍ମ ଦେବା ଏକ ସାଧାରଣ କଥା ଅଟେ , କିନ୍ତୁ ଯେବେ ଗୋଟେ ଛୁଆର ଦୁଇଟି ମୁଣ୍ତ ଥାଏ ତାହାକୁ ଦେଖି ଲୋକେ ଭୟଭୀତ ହୋଇଉଠନ୍ତି , କିନ୍ତୁ ସିଏ ଅଧିକା ଦିନ ଯାଏଁ ବଞ୍ଚିବା ଅସମ୍ଭବ ଅଟେ , ଆଜି ଆମେ ମଣିଷ ଛୁଆ ନୁହେଁ ବରଂ ଏକ କଇଁଛର ବିଷୟରେ କହିବାକୁ ଯାଉଛୁ , ଯିଏକି ଜନ୍ମ ଦୁଇଟି ମୁଣ୍ତ ହୋଇ ଜନ୍ମ ନେଇଥିଲା , ମାଲେସିଆର ମାବୁଲ ଦ୍ୱିପରେ ଦୁଇଟି ମୁଣ୍ତ ବାଲା ଏକ କଇଁଛ ଦେଖାଦେଇଥିଲା ,
୧୫ ଜୁଲାଇକୁ ମାବୁଲ୍ ଦ୍ୱିପରେ ଏକ ଅନୋଖା କଇଁଛ ଦେଖାଦେଇଥିଲା , ପ୍ରାୟ ୯୦ ରୁ ଅଧିକା କଇଁଛଙ୍କର ସେଠାରେ ଜନ୍ମ ହୋଇଥିଲା , ଓ ବହୁତ ସାରା ନର୍ମାଲ୍ ଛୁଆ ବି ଜନ୍ମ ନେଇଥିଲେ , କିନ୍ତୁ ଏହି କଇଁଛଟି ଅଲଗା କଇଁଛଙ୍କ ଠାରୁ ଅଲଗା ଥିଲା , ଲୋକେ କଇଁଛକୁ ଦେଖିବାକୁ ବେଶୀ ଉତ୍ସାହିତ ହୋଇଥିଲେ , କିନ୍ତୁ ଦୁଇଦିନ ପରେ ଯେବେ ଲୋକେ ଦେଖିବାକୁ ଗଲେ ତେବେ ଡାକ୍ତରମାନେ କହିଲେ ଏହି ପରି କଇଁଛ ଜନ୍ମ ହେବାପରେ ଜୀବିତ ବହୁତ କମ୍ ଦିନ ରହିପାରନ୍ତି ।
ସେମିତି ଏହି କଇଁଛର ମୃତ୍ୟୁର କାରଣ ସଠିକ୍ ଭାବେ ଜଣାପଡିଲା ନାହିଁ , କିନ୍ତୁ ଅନ୍ଦାଜା ଲଗାଯାଉଛି କି କଇଁଛର ଡାହାଣ ମୁଣ୍ତରୁ ଡାହାଣ ଗୋଡ ବାମ କଡ ମୁଣ୍ତରୁ ବାମ ଗୋଡ ନିୟନ୍ତିତ କରୁଛି , ଏହି କଇଁଛର ଚାଲିବା ବୁଲିବାରେ ବହୁତ ଅସୁବିଧା ହେଉଛି , ପାଣିରେ ସହଜରେ ପହଁରିପାରୁନାହିଁ , ଯାହାର କାରଣରୁ ତାହାର ମୃତ୍ୟୁ ହୋଇଯାଇଥିଲା ।