May 19, 2025

Odia Express

Leading Odia News Portal of Odisha

ଭାଇ ହୋଇ ସଞ୍ଜୟ କରାଇଲେ ପାଞ୍ଚ ସହ ଗରୀବ ଝିଅମାନଙ୍କର ବାହାଘର , ସମସ୍ତ ଉଠାଇଲେ ଖର୍ଚ୍ଚ – ଜାଣି ନିୟନ୍ତୁ ଏଭଳି ଜଣେ ମହାନ ଭାଇ ଙ୍କ ବିଷୟରେ…

ଭାଇ ହୋଇ ସଞ୍ଜୟ କରାଇଲେ ପାଞ୍ଚ ସହ ଗରୀବ ଝିଅମାନଙ୍କର ବାହାଘର , ସମସ୍ତ ଉଠାଇଲେ ଖର୍ଚ୍ଚ – ଜାଣି ନିୟନ୍ତୁ ଏଭଳି ଜଣେ ମହାନ ଭାଇ ଙ୍କ ବିଷୟରେତାପରେ କଣ ଥିଲା , ସେହି ଯୁବକ ଜଣକ ସାହାର୍ଯ୍ୟ କରିବାର ସଂକଳ୍ପ ନେଲା , ସେ ନିଷ୍ପତ୍ତି କରିନେଇଥିଲା ସାମୁହିକ ବିବାହ କରିବାର ମିଶନ୍ , ସାମୁହିକ ବିବାହ ଲଜ୍ଜାଜନକ ନୁହେଁ ଏହା ସ୍ୱାଭିମାନ ଅଟେ , ସେବେଠୁ ସେ ଯୁବକର ପରିଚୟ ମିଳିଲା , ତା ନାଁ ସଞ୍ଜୟ ସେଠ ଅଟେ , ୪୦ ବର୍ଷ ବୟସରେ ସଂଜୟ ଏବେ ଭାଇ ହୋଇ ପାଞ୍ଚ ଶହ ଭଉଣୀଙ୍କୁ ବାହାଘର କରାଇବାର ଦାୟିତ୍ୱ ନିର୍ବାହ କରିଛି

ଯେଉଁ ମାନେ ଯୌତୁକ ପାଇଁ ବିବାହର ଅସମର୍ଥ , ସଞ୍ଜୟ ନିଜ ସ୍ୱପ୍ନକୁ ପୁରା କରିବାପାଇଁ ୧୯୯୪ ରେ ଜେବ୍ରା ସଂସ୍ଥା ସ୍ଥାପନା କଲା , ଆରମ୍ଭରୁ କିଛି ଲୋକ ଯୋଡି ହେଲ୍ । ତାପରେ ଲୋକ ସଂଖ୍ୟା ବଢିବାକୁ ଲାଗିଲା , ଆରମ୍ଭର ତିନି ବର୍ଷ ମଧ୍ୟରେ ସେ ବହୁତ ଝିଅମାନଙ୍କର ବାହାଘର କରାଇଥିଲେ । ମହିଳା ଦୀକ୍ଷା ବିଦ୍ୟାଳୟରେ ସର୍ବଧର୍ମ ସାମୁହିକ ବିବାହ କରାଇଥିଲେ , ପ୍ରଥମ ଆୟୋଜନ ସଫଳତା ପରେ ସବୁ ତିନି ବର୍ଷରେ ସଞ୍ଜୟ ସେଠ ଜୌନପୁରରେ ସାମୁହିକ ବିବାହ ଆୟୋଜନ କରନ୍ତି । ଗତ ଦଶ ବର୍ଷରେ ସେ ୫୦ ରୁ ଅଧିକ ଯୋଡାଙ୍କର ବାହାଘର କରାଇଛନ୍ତି , ସାମୁହିକ ବିବାହ ଏଥିପାଇଁ ଖାସ୍ ହୋଇଥାଏ କି ଏଥିରେ ଧର୍ମ ଜାତି କିଛି ଆସେ ନାହିଁ

ଏଠାରେ ହିନ୍ଦୁ ଓ ମୁସଲିମ୍ ଯୋଡାଙ୍କ ଏକା ସାଙ୍ଗେ ବିବାହ କରାଯାଏ , ପେଣ୍ତାଲରେ ଗୋଟେ ପଟେ ବେଦ ମନ୍ତ୍ର ଶୁଭୁଥିବା ବେଳେ ଅନ୍ୟ ପଟେ ନିକାହର ରୀତିନିତି ହୋଇଥାଏ , କିନ୍ତୁ ଯେବ୍ରାରେ ଏପରି ଆୟୋଜନ କିଛି ହୋଇନଥାଏ , ସାମୁହିକ ବିବାହ ମାନେ କେବଳ ରିତିନିତିରେ ନଥାଏ , ଯେଉଁ ଆୟୋଜନ ହୋଇଥାଏ , ସେଠି ଜୌନପୁରରେ ଧୁମ୍ ଧାମ ବରଯାତ୍ରୀ ଯାଇଥାନ୍ତି , ବାହାଘରରେ ସଂସ୍ଥା କନ୍ୟାକୁ ସବୁ ଉପହାର ଦେଇଥାନ୍ତି , ଗହଣା, କପଡା ,ସୃଙ୍ଗାର, ସିଲେଇ ମେସିନ୍ , ଆଦି ଦିଆହୁଏ ,

ଏହି ବାହାଘରରେ ଜୌନପୁରର ସବୁ ଗଣମାନ୍ୟ ବ୍ୟକ୍ତି ନିଜ ସାମାର୍ଥ ମୁତାବକ ଉପହାର ଦେଇଥାନ୍ତି , ସଞ୍ଜୟ ସେଠ କହନ୍ତି କି ଯୌତୁକ ପରି ଦାନବକୁ ମାରିବାକୁ ସେ ସବୁବେଳେ ସଂଘର୍ଷ କରୁଛନ୍ତି , ସାମୁହିକ ବିବାହରେ ବହୁତ ସାରା ଲୋକ ସାହାର୍ଯ୍ୟ କରିଥାନ୍ତି , ଏହା ସହ ଜନତା ଜାଗୃତ ହେବା ନିତାନ୍ତ ଜରୁରୀ

Leave a Reply

Your email address will not be published. Required fields are marked *