February 13, 2025

Odia Express

Leading Odia News Portal of Odisha

ଫିଲ୍ମ ରାଜା ହିନ୍ଦୁସ୍ଥାନୀରେ ଅଭିନୟ କରିଥିବା ଏହି ଛୁଆ ଏବେ ହୋଇସାରିଲେଣି ନବାବ ଖାନଦାନର ଜ୍ୱାଇଁ ପୁଅ , ଦେଖନ୍ତୁ କିଏ ସେ ସୁପରଷ୍ଟାର..

ବଲିଉଡ୍ ରେ ସୁପରଷ୍ଟାର୍ ଅମୀର ଖାଁ ସିନେମା ଜଗତରେ ଏକ ମହାନ୍ କଳାକାର ରହିସାରିଛନ୍ତି , ସେ ନିଜ ଅଭିନୟ କ୍ୟାରିୟର ବହୁତ ବଲିଉଡ୍ ଅଭିନେତା , ଅଭିନେତ୍ରୀଙ୍କ ଶ ଓ ବାଳ କଳାକାରଙ୍କ ସହ କାମ କରିଥିଲେ , ଯାହାର ଗଣନା କରିପାରିବା ଅସମ୍ଭବ ଅଟେ , ଆଜି ତାଙ୍କ ଫିଲ୍ମ ବକ୍ସ ଅଫିସ୍ ରେ ନୁଆ କୀର୍ତ୍ତିମାନ ସ୍ଥାପିତ କରିଛନ୍ତି ।

 

ବଲିଉଡ୍ ରେ ନିଜ ଶାନଦାର ଅଭିନୟ ସହ ପରିମାଣସ୍ୱରୁପ ସେ ବହୁତ ଫିଲ୍ମ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଛନ୍ତି , ଫିଲ୍ମ ପୁରସ୍କାରରୁ ସେ ଅତିରିକ୍ତ ଭାରତ ସରକାରଙ୍କ ଦ୍ୱାରା ପଦ୍ମ ଭୁଷଣ ଦ୍ୱାରା ସମ୍ମାନିତ ହୋଇଛନ୍ତି । ଆମେ କଥା ହେବା ସେହି ଫିଲ୍ମ ଗୁଡୀକ ବିଷୟରେ ଜାହା ନିର୍ଦ୍ଦେଶନା ଧର୍ମେଶ୍ ଦର୍ଶନ ଦେଇଥିଲେ , ବଲିଉଡ୍ ରେ ଲୁଟେରା , ମେଲା, ଧଡକନ୍ , ହାଁ ମୈନେ ପ୍ୟାର୍ କିୟାର୍ ବୈବଫା, ଆପ୍ କି ଖାତିର୍ ପରି ବଲିଉଡ୍ ଫିଲ୍ମରେ ନିର୍ଦ୍ଧେଶନା ହିସାବରେ କାମ କରିଥିଲେ, ଏହି ଫିଲ୍ମର ନାଁ ହେଲା ରାଜା ହିନ୍ଦୁସ୍ଥାନୀ ।

 

୧୯୯୬ ରେ ବଲିଉଡ୍ ଓ ସୁପରଷ୍ଟାର୍ ଅମୀର ଖାନ୍ ଫିଲ୍ମ ରାଜା ହିନ୍ଦୁସ୍ଥାନୀରେ ଏକ ଛୋଟ ବାଳ କଳାକାର ଅଭିନୟ କରିଥିବା ପିଲାଟିର ଅଭିନୟକୁ ବହୁତ ପସନ୍ଦ କରାଯାଇଥିଲା , ଯାହାର ନାଁ ରଜନୀକାନ୍ତ୍ ଥିଲା , ଆଜି ସେ ବଲିଉଡ୍ ର ସବୁଠାରୁ ବଡ ସୁପରଷ୍ଟାର୍ ଓ ନବାବ ଫ୍ୟାମିଲିର ଜ୍ୱାଇଁ ହୋଇଛନ୍ତି । ଆପଣ ତାଙ୍କ ନାଁ ଜାଣିବାକୁ ବହୁତ ଇଚ୍ଛୁକ ହେଉଥିବେ , କହିଦେବୁ ତାଙ୍କ ନାଁ କୁର୍ଣ୍ଣାଲ ଖେମୁ ଅଟେ , କୁନାଲ କଳଯୁଅରେ ଲିଡ୍ ରୋଲ୍ କରି ଡେବ୍ୟୁକରି ଅଭିନୟ କରିଥିଲେ ।

 

କୁନାଲ୍ ୨୦୧୫ ରେ ଢୁଂଢତେ ରେହ ଯାଓଗେ ସୋହାଅଲ୍ଲୀ ଖାନ୍ ଙ୍କ ସହ ବିବାହ କରିନେଲେ , ସୋହା ବଲିଉଡ୍ ର ନବାବ କୁହାଯାଊଥିଲା , ସୈଫ୍ ଅଲ୍ଲୀ ଖାନ୍ ଭଉଣୀ ଓ ପଟୋଦିର ରାଜକୁମାରୀ ଅଟନ୍ତି , ସୋହା ଅଲ୍ଲୀ ଖାନ୍ ଓ କୁନାଲ୍ ଖେମୁଙ୍କ ଏକ ଝିଅ ଇନାୟା ନୋମି ବୋଲି ଅଛି ।

Leave a Reply

Your email address will not be published. Required fields are marked *