January 19, 2025

Odia Express

Leading Odia News Portal of Odisha

“ମୋହରା” ଫିଲ୍ମରେ ରେ ସୁନିଲ ସେଟ୍ଟିଙ୍କ ସ୍ତ୍ରୀ ହୋଇଥିଲେ ଯେଉଁ ହିରୋଇନ,ଏବେ ଏପରି ଦେଖାଯାଉଛନ୍ତି ଯେ ଦେଖିଲେ ଆପଣ ମଧ୍ୟ ଚକିତ ହେଇଯିବେ ..ବଡ ବଡ ହିରୋଇନ ତାଙ୍କ ଆଗେ ଫେଲ ହେଇଯିବେ..

୧୯୯୪ ରେ ରିଲିଜ୍ ହୋଇଥିବା ମୋହରା ଆଜି ବି ଟିଭିରେ ଦର୍ଶକଙ୍କ ଫେବରାଇଟ୍ ଚଳଚିତ୍ରରୁ ଗୋଟେ ଅଟେ , ଅକ୍ଷୟ କୁମାର , ସୁନିଲ ସେଟ୍ଟୀ, ରବୀନା ଟଣ୍ତନ, ଓ ନସରୁଦ୍ଧିନ୍ ଶାହଙ୍କ ବଢିଆ ଅଭିନୟ ଦ୍ୱାରା ହୋଇଥିଲା ଏହି ଫିଲ୍ମ , ଏହାର୍ ଗୀତ ଆଜି ବି ଲୋକପ୍ରିୟ ହୋଇଛି, ଏହି ଗୀତ ବି ଆପଣଙ୍କର ମନେ ଥିବ ନା କଜରେ କି ଧାର ଏହି ଫିଲ୍ମରେ ପୁନମ୍ ସୁନିଲ ସେଟ୍ଟିଙ୍କ ସ୍ତ୍ରୀ ପ୍ରିୟା ଭୁମିକାରେ ଅଭିନୟ କରିଥିଲେ, ଫିଲ୍ମ ବକ୍ସ ଅଫିସ୍ ରେ ସୁପରହିଟ୍ ହୋଇଥିଲା,  ପୁନମ୍ ଙ୍କ ଅଭିନୟ ପାଇଁ ତାଙ୍କୁ ବହୁତ ପ୍ରଶଂସା ମିଳିଥିଲା,  ଏଥିରେ ସେ ଏକ ସାଧାରଣ ହିରୋଇନ୍ ଭୁମିକାରେ ଥିଲେ , ଯାହାଙ୍କର ଅଭିନୟ ଦ୍ୱାରା ସମସ୍ତେ ଚକିତ ହୋଇଯାଇଥିଲେ,  କିନ୍ତୁ ସମୟରେ ପୁନମ୍ ଙ୍କ ଜୀବନଶୈଳୀ ପୁରା ବଦଳିଯାଇଥିଲା,  ଏବେ ତାଙ୍କୁ କେହି ବି ଚିହ୍ନିପାରୁନାହାନ୍ତି ।

ପୁନମ୍ ଝାବେର୍ ଙ୍କୁ ମୋହରା ଫିଲ୍ମ ଦ୍ୱାରା ରାତାରାତି ଷ୍ଟାର୍ ବନେଇଦେଇଥିଲା,  ଏହାପରେ ସେ ଫିଲ୍ମରେ କିଛିଟା ନଜର ଆସିଥିଲେ , ମୋହରାରେ ସୁନିଲ୍ ସେଟ୍ଟିଙ୍କ ସ୍ତ୍ରୀ ପ୍ରିୟା ଅଗ୍ନିହୋତ୍ରୀ ଭୁମିକାରେ ସେ ଥିଲେ , ଫିଲ୍ମରେ ନିଜ ଅଭିନୟ କମ୍ ଜୋର୍ ପଡୁଥିବା ଦେଖି ପୁନମ୍ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିବା ଚାଲୁ କରିଦେଇଥିଲେ,  ସେମିତି ତାଙ୍କର କିଛି ଫିଲ୍ମ ହିଟ୍ ହୋଇଥିଲା , କିନ୍ତୁ ସମୟର ସାଥେ ସାଥେ ତାଙ୍କୁ ପୁରା ବଦଳାଇଦେଲା । ମୋହରା ଫିଲ୍ମରେ ସାଧାରଣ ଦେଖାଯାଉଥିବା ପ୍ରିୟା ଅସଲ ଜୀବନରେ ବୋଲ୍ଡ ପୁନମ୍ ଅଟନ୍ତି, ସେ ଆସିବା ଦିନରୁ ନିଜର ଫଟୋଗୁଡିକ ପାଇଁ ଚର୍ଚ୍ଚିତ ରୁହନ୍ତି ,

ସୋସିଆଲ୍ ମିଡିଆ ମାନେ ଖାସ୍ କରି ଟ୍ୱିଟର୍ ରେ ସେ ବହୁତ ଆକ୍ଟିଭ୍ ରୁହନ୍ତି , ପୁନମ୍ ଅଧିକା ଫିଲ୍ମରେ କାମ କରିନାହାନ୍ତି , କିନ୍ତୁ ମଡେଲିଙ୍ଗ୍ ଓ ଫଟୋସୁଟ୍ ରେ ସେ ବ୍ୟସ୍ତ ରୁହନ୍ତି , ପୁନମ୍ ଝାବେର୍ ଗତ ହିନ୍ଧୀ ଫିଲ୍ମ ଆର୍ ରାଜକୁମାରରେ ନଜର ଆସିଥିଲେ । ପୁନମ୍ ମୁମ୍ବାଇରେ ରୁହନ୍ତି , ସେ ୧୪ ଅଗଷ୍ଟ ୧୯୭୪ କୁ ଜନ୍ମ ଗ୍ରହଣ କରିଥିଲେ , ତାଙ୍କର ମା ପୁଜାଶ୍ରୀ ହିନ୍ଧୀ କବିତା ଲେଖିକା ଅଟନ୍ତି , ପୁନମ୍ ଙ୍କ ପରିବାର ମୂଳରୁପରେ ରାଜସ୍ଥାନର ବାସିନ୍ଦା ଅଟନ୍ତି , ଆଜି ଆମେ ମୋହରା ଫିଲ୍ମରେ ଅଭିନୟ କରିଥିବା ପ୍ରିୟା ଭୁମିକାରେ ପୁନମ୍ ଝାବେରାଙ୍କ ବିଷୟରେ କଥା ହେବା ।

ଏହା ଛଡା ପୁନମ୍ ୨୦୧୨ ରେ ଆସିଥିବା ଫିଲ୍ମ ଓଏମ୍ ଜି ଓଃ ମାଇଁ ଗଡ୍ ଫିଲ୍ମରେ ଫେରିଥିଲେ ,ଏଥିରେ ସେ ରାଧେ ମା ପରି ଦେଖାଯାଉଥିବା ଭୁମିକାରେ ଅଭିନୟ କରିଥିଲେ , ଅଭିନୟ ଛଡା ପୁନମ୍ ଫିଲ୍ମ ପ୍ରଯୋଜନା ବି ହାତ ଦେଇଥିଏ , ସେ ଏକ ସିଙ୍ଗର୍ ବି ଅଟନ୍ତି , ଏହା ଛଡା ପୁନମ୍ ସମାଜସେବା ବି କରନ୍ତି , ସେ କିଛି ମହିଳା ସଂଗଠନ ଓ ଏନ୍ ଜିଓ ରେ କାମ କରିଛନ୍ତି ,

ଏବେ ପୁନମ୍ ଝାବେରଙ୍କ ବୟସ ୪୮ ବର୍ଷ ହୋଇସାରିଛି, କିନ୍ତୁ ଏବେ ସେ ଦେଖିବାକୁ ବହୁତ ସୁନ୍ଦର ଓ ଷ୍ଟାଇଲିଷ୍ଟ ନଜର ଆସୁଛନ୍ତି , ଯାହା ଆପଣ ଫଟୋଗୁଡିକରେ ଦେଖିପାରିବେ , ପୁନମ୍ ଝାବର ଏକ ବଢିଆ ଅଭିନେତ୍ରୀ ସହ ଏକ ଫ୍ୟାସନ୍ ଡିଜାଇନର୍ ବି ଅଟନ୍ତି , ପୁନମ୍ ଝାବର୍ ଏକ ଫିଲ୍ମ ମେକର୍ ଓ ପ୍ରଯୋଜକ ଭାବେ ବି କାମ କରନ୍ତି । ତାଙ୍କ ପରିବାରରେ ସେ ପ୍ରଥମ ସଦସ୍ୟ ଅଟନ୍ତି ଯିଏକି ଗ୍ଲାମର୍ ଦୁନିଆଁରେ ନିଜ କ୍ୟାରିୟର ବନାଇବା ପାଇଁ ଆସିଥିଲେ, ରାଜସ୍ଥାନରେ ରହୁଥିବା ପୁନମ୍ ମୁମ୍ବାଇରେ ନିଜ ପାଠ ପଢା ପୁରା କଲେ , ତାଙ୍କର୍ ମା ଜଣେ ହିନ୍ଧୀ କବିତା ଲେଖିକା ଅଟନ୍ତି , ଭ୍ରଷ୍ଟାଚାର ବିପକ୍ଷରେ ଅନ୍ନା ହଜାରେଙ୍କ ଅନଶନରେ ସେ ସମର୍ଥନ କରିଥିଲେ, ସେ ଜନଲିକପାଳ ଲଢେଇରେ ହଜାରେଙ୍କ ସାଥ୍ ଦେଇଥିଲେ, ପୁନମ୍ ଏବେ ବହୁତ ମହିଳା ସମୁହ ଓ ଏନ୍ ଜିଓ ସହ କାମ କରୁଛନ୍ତି ,

Leave a Reply

Your email address will not be published. Required fields are marked *