November 9, 2024

Odia Express

Leading Odia News Portal of Odisha

ଏହି ଝିଅଟି ବିବାହ ପାଇଁ ରଖିଲା ଏପରି ସର୍ତ୍ତ , କାର୍ଡରେ ଛାପିବାକୁ ପଡିଲା ଏପରି ମେସେଜ୍ , ପଢିକରି ସମସ୍ତେ କରିଲେ ପ୍ରଶଂସା – ଆପଣ ମଧ୍ୟ ପଢି ନିୟନ୍ତୁ..

ଆଜିର ସମୟରେ ବାହାଘର ତ ହେଉଛି ସେମିତି ଏହି କଥା ବି ସତ କି ଏଥିରେ କିଛି ବାହାଘର ଏମିତି ହୋଇଥାଏ ଯାହାର ଚର୍ଚ୍ଚା ସହରରେ ହେବାକୁ ଲାଗେ , ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ଆଜିର ଯୁଗ ସୋସିଆଲ୍ ମିଡିଆର ଅଟେ , ଓ ଏମିତିରେ ସେମିତି ଯେତେ ବି କଥା ହେଉ ତୁରନ୍ତ ଚର୍ଚ୍ଚାରେ ଆସିଯାଏ , ଆଜି ଆମେ ଆପଣଙ୍କୁ ଏମିତି ଏକ ବିବାହ ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ସବୁ ଆଡେ ଚର୍ଚ୍ଚା ହେବାର ଲାଗିଛି ।ହଁ ଆଜ୍ଞା ଏହି ବାହାଘରରେ କନ୍ୟା ବିବାହ ପୂର୍ବରୁ ନିଜ ପିତାଙ୍କ ଆଗରେ ଏମିତି କିଛି ଡିମାଣ୍ତ ରଖିଦେଲେ ଯାହା ପୁରା କରିବାକୁ ବାଧ୍ୟ ହେଲେ ବାପା , ଏହା ତ ସତ କି ସମାଜରେ ମଦ ପିଇବାର ପ୍ରଚଳନକୁ ରୋକିବାକୁ ମାତୃଶକ୍ତି ଲଗାତାର ସ୍ୱର ଉଠାଉଛନ୍ତି , ଓ ଯେଉଁଠି ପ୍ରଦେଶ ସାରା ମଦ ଦୋକାନକୁ ବନ୍ଦ କରିବାକୁ ମହିଳାମାନେ ପ୍ରୟାସ କରିଛନ୍ତି , ତେବେ ବିବାହ ସମାରୋହ ଅବସରରେ ମଦ ପରସିବା ପରମ୍ପରାକୁ ଭାଙ୍ଗିବାକୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିଭାଉଛନ୍ତି ।

ଏହି କଥା ତ ସମସ୍ତେ ଜାଣିଥିବେ କି ଆଜିର୍ ସମୟରେ ପୁଅ ହେଉ କିମ୍ବା ଝିଅ ହେଉ ସମସ୍ତେ ସମାନ ହୋଇସାରିଲେଣି , ଓ ଆମ ସମାଜରେ ଝିଅମାନେ ଏତେ ଜାଗୃତ ହୋଇଗଲେଣି କି ବହୁତ କିଛି ଭାବନ୍ତି , ଏହା ଆମେ କହୁନାହୁଁ ବରଂ ନିଜେ ଏହି କଥାର ଅନ୍ଦାଜା ଲଗାଇପାରିବେ , କୋଟି ବହେଡାର ଜଣେ ଝିଅ ନିଜ ବାହାଘର ପୁର୍ବରୁ ବାହାଘର କାର୍ଡରେ ନିଜ ବାପାଙ୍କୁ କହି ଏକ ସନ୍ଦେଶ ଛାପିବାକୁ କହିଲେ , ଏହି ସନ୍ଦେଶକୁ ପଢିକରି ସମସ୍ତେ ଝିଅକୁ ସାବାସି ଦେଉଛନ୍ତି , ତେବେ ଆପଣ ଭାବୁଥିବେ କି କଣ ଥିବ ସେହି ମେସେଜ୍ , କିମ୍ବା ସେଥିରେ କଣ ଏମିତି ଲେଖା ହୋଇଥିବ ଯାହାର କାରଣରୁ ଲୋକେ ତାଙ୍କୁ ସାବାସି ଦେଉଛନ୍ତି ।

ଏବେ ବିନା ଡେରି କରି ସୁଚାଇଦେବୁ କି ଯେଉଁ ଝିଅର ବାହାଘର ହେଉଥିଲା ସେହି ଝିଅ ନିଜ ବାପାଙ୍କୁ ଅନୁରୋଧ କରିଥିଲା କି କାର୍ଡରେ ବିବାହ ନ ପରସିବା ପାଇଁ ଏକ ମେସେଜ୍ ହେବା ଦରକାର , ତାଙ୍କ ବାପାଙ୍କୁ ଏହା କିନ୍ତୁ ଟିକିଏ ଅଜବ ଲାଗିଲା , କିନ୍ତୁ ପରିଶେଷରେ ସେ ନିଜ ଝିଅର କଥା ରଖି ସେହି କାର୍ଡରେ ଏହି ମେସେଜ୍ ଲେଖିଥିଲେ,  ଓ ସେ ଲେଖିଥିଲେ କି ବିବାହ କାର୍ଯ୍ୟକ୍ରମରେ କକ୍ ଟେଲ୍ ପାର୍ଟି ଆୟୋଜନ କରାହେବ ନାହିଁ , କନ୍ୟା ଏହା ବି କହିଦେଲା କି ମଦ ପରସା ଗଲେ ସେ ବିବାହ କରିବ ନାହିଁ , ହଁ ଆଜ୍ଞା ଏହି କଥା ଶୁଣି ସମସ୍ତେ କନ୍ୟାକୁ ପ୍ରଶଂସା କରୁଛନ୍ତି ।

ହଁ ଆଜ୍ଞା ଏପରି ପଦକ୍ଷେପକୁ ନେଇ ସମସ୍ତେ ଏହି କଥାକୁ ବହୁତ ପ୍ରଶଂସା କରୁଛନ୍ତି , ଏହା ଛଡା ସେହି ଝିଅଟି ଅନ୍ୟ ଝିଅମାନଙ୍କୁ ଏହାର ଉଦାହରଣ ବି ଦେଇଥିଲେ , ତାହା ସହ ଅନୁରୋଧ କରିଥିଲେ କି ଏହି ପରି ମାମଲାରେ ଝିଅମାନେ ଆଗକୁ ଆସନ୍ତୁ , ସମାଜକୁ ନିଶାମୁକ୍ତ କରିବାରେ ହାତରେ ହାତ ମିଶାନ୍ତୁ ।

Leave a Reply

Your email address will not be published. Required fields are marked *