November 10, 2024

Odia Express

Leading Odia News Portal of Odisha

ଯଦି ଆପଣ ଟେନସନ୍ ରେ ଅଛନ୍ତି ତେବେ ନିଶ୍ଚିତ ଦେଖନ୍ତୁ ଏହି ଫୋଟୋଗୁଡିକ – ହସିବାର ବାହାନା ଯୋଗାଇଦେବ ଏହି ଫଟୋଗୁଡିକ ଯାହାକୁ ଦେଖି ଆପଣ ନ ହସି ରହିପାରିବେନି…

ଆଜିର କର୍ମବ୍ୟସ୍ତ ଜୀବନରେ ମଣିଷ ଏତେ ଫସିଯାଈଛି କି ଟିକିଏ ସମୟ ବି ତାକୁ ମିଳୁନାହିଁ , ଯାହା ଦ୍ୱାରା ସେ କିଛି କାମ ଆରାମ ସେ କରିପାରୁ , ସେଥିପାଇଁ ବି ସମୟର ବହୁତ ଅଭାବ , ଏମିତିରେ କିଛି ଲୋକ ଭୁଲ୍ ବଶତଃ କିଛି ଏପରି ଭୁଲ୍ କରିବସନ୍ତି , ଯାହାପରେ ତାଙ୍କୁ ହସିବାକୁ ପଡୀଥାଏ , ସେମିତି ଆମେ ଯଦି କଥା ହେବା ଆମର ବ୍ୟକ୍ତିଗତ ଜୀବନ ବିଷୟରେ ତେବେ ଆମର ଜୀବନରେ ଏମିତି ବହୁତ ସମସ୍ୟା ହୋଇଥାଏ , ଯାହାର ପ୍ରାୟ ସମସ୍ତେ ଏହି ଲୋକ ନିଜ ଜୀବନରେ ସାମ୍ନା କରିଥାନ୍ତି , ଆମେ ଏହି ସମସ୍ୟାକୁ ଲଢିବାପାଇଁ ସବୁବେଳେ ପ୍ରସ୍ତୁତ ରହିବା ଜରୁରି , ତାହାପାଇଁ ଆମେ ସବୁବେଳେ ସୁସ୍ଥ୍ୟ ଓ ପ୍ରସନ୍ନ ରହିବା ଜରୁରୀ , କାରଣ ହସିବା ଆମ ଶରୀର କୁ ଏନର୍ଜୀ ଯୋଗାଇଥାଏ ।

ଯାହା ଦ୍ୱାରା ଆମେ ସବୁବେଳେ ସତେଜ ଅନୁଭବ କରୁ , ଓ ହସିବା ଆମର ଶରୀର ପାଇଁ ଲାଭଦାୟକ ହୋଇଥାଏ,  ଏଥିପାଇଁ ଆମେ ସବୁବେଳେ ହସିବା ଉଚିତ୍ ,ଓ ସବୁବେଳେ ଖୁସିରେ ରହିବା ଉଚିତ୍ , କିନ୍ତୁ ଆପଣ ଭାବୁଥିବେ କି ଖୋଲି କରି ହସିବାପାଇଁ କାରଣ କଣ ହେବା ଦରକାର , ତେବେ ଆଜି ଆମେ କିଛି ଏପରି ଫଟୋ ଦେଖାଇବାକୁ ଯାଉଛୁ , ଯାହା ଆପଣଙ୍କ ହସର କାରଣ ହୋଇଯାଏ , ଯେଉଁ ଫଟୋରେ ଆମେ କଥା ହେଉଛେ , ତାହା କିଛି ଏହିପ୍ରକାରର ଅଟେ ,

୧) ଲାଗୁଛି କି କେହି କହିନାହାନ୍ତି କି କ୍ରେଡିଟ୍ କାର୍ଡରୁ ପଇସା ଚାର୍ଜ ହୁଏ ନାହିଁ , ବିଜୁଳି ଦ୍ୱରା ନୁହେଁ ।

୨) ଏବେ ଦେଖିକରି କୁହନ୍ତୁ ସମୟ କଣ ହୋଇଛି ।

୪) କେଉଁ ଗୋଲାରୁ ଆସିଛ ଭାଇ ।

୫) ପାଣି ବାହାର କରିବାର ଥିଲା ନା ଭରିବା ।

୬) ଏହି ବ୍ୟକ୍ତିଙ୍କର ଦକ୍ଷତାକୁ ମାନିବାକୁ ପଡିବ ।

୮) ଆମେ ହେବା ସଫଳ ଲାଗି ରୁହ ।

୯) ଥ୍ୟାଙ୍କ୍ସ୍ ଗଡ୍ , ଏବେ ବାପାଙ୍କୁ ଜଣା ପଡିବ ନାହିଁ ।

Leave a Reply

Your email address will not be published. Required fields are marked *