ବାହାଘର ମଣ୍ତପରେ ଝିଅକୁ ପ୍ରେମ ହେଇଗଲା ଅନ୍ୟ ଏକ ପୁଅ ସହ , ତାପରେ ଯାହା ହେଲା ଆପଣ ଜାଣିଲେ ଚକିତ ହୋଇଯିବେ..
ଆଜି କାଲିର ସମୟ ବିବାହ ଏକ ଫ୍ୟାସନ୍ ହୋଇସାରିଛି , ଓ କାହା ଉପରେ କାହାର ମନ ଆସିଯାଉଛି କିଏ ବି ଜାଣିନାହାନ୍ତି , ନିଜ ଜୀବନ ସାଥୀରେ ଏକ ସଚ୍ଚା ଜୀବନ ସାଥୀ ଯିଏକି ତାଙ୍କୁ ଅଧିକା ଭଲ ପାଉ , ଓ ସାତ ଜନ୍ମ ପର୍ଯ୍ୟନ୍ତ ତାର ସାଥ୍ ନିଭାଉ , ଆଜି କାଲିର ବଦଳୁଥିବା ସମାଜରେ କେବେ କିଏ କାହାର ହେବ , ତା କେହି କହିପାରିବେ ନାହିଁ , ଆଜିକାଲିର ବ୍ୟସ୍ତତା ଜୀବନ ଭିତରେ ଏକ ନୁଆ ଜିନିଷ ଦେଖିବାକୁ ମୀଲୁଛି , ଓ ନୁଆ ଜିନିଷ ସମସ୍ତଙ୍କୁ ପସନ୍ଦ ଆସୁଛି ।ଆପଣଙ୍କୁ କହିଦେବୁ କି ଏହି ମାମଲା ମିର୍ଜାପୁରର ଜମାଲପୁରରେ ଆୟୋଜିତ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନାର ଅଟେ , ଏଠାରେ ସବୁ ପୁଅ ଓ ଝିଅଙ୍କର ବିବାହ କାର୍ଯ୍ୟ କରାଯାଏ , ପ୍ରଥମ ଦୁହେଁ ପକ୍ଷଙ୍କ ରାୟ ଉପରେ କଥାବାର୍ତ୍ତା କରାଯାଇ ସଂମ୍ପର୍କ ଯୋଡାଯାଏ , ଓ ତାପରେ ବାହାଘର ହୋଇଥାଏ , ଏହାର ପଞ୍ଜିକରଣ କରାଯାଇଥାଏ ।
ଖବରରୁ ମିଳିଥିବା ସୁଚନା ମୁତାବିକ ବନାରସରେ ଗିରଧରପୁର୍ ନିବାସୀ ସୋନୁ କୁମାର ପରିଜନଙ୍କ ସହ ବିବାହ କରିବାର ସାମୁହିକ ବିବାହରେ ଆସିଥିଲେ , ସେ ବିବାହ କରିବାକୁ ଆସିବା ପରେ ଯାହା ହେଲା ତାହା କାହାକୁ ବି ଜଣାନଥିଲା , ସୋନୁ କୁମାରଙ୍କ ଦାବି ଥିଲା କି ଝିଅବିବାହ ତାର ସହ ହେବାର ଥିଲା , କିନ୍ତୁ ସେଠାରେ ପହଞ୍ଚିବା ପରେ ତାର ସହ ଧୋକା ହେଲା , ସୋନୁଙ୍କ ମୁତାବିକ ଝିଅ ସୋନୁଙ୍କ୍ ବିବାହ କରିବାପାଇଁ ଡକାଇଥିଲା , ଓ ତାହା ସହ ବିବାହ କରିବାର ପଞ୍ଜିକରଣ ବି କରାଇସାରିଥିଲା, କିନ୍ତୁ ବିବାହ ସମାରୋହରେ ପହଞ୍ଚିବା କ୍ଷଣି ସବୁ ମାମଲା ବଦଳିଗଲା ।
ଯେବେ ସୋନୁ ନିଜ ବାହାଘର ପାଇଁ ପୁରା ପ୍ରସ୍ତୁତି କରି ଆସିଲା ତେବେ ସେ ଏଠାରେ ପହଞ୍ଚିବା କ୍ଷଣି ସ୍ତବ୍ଧ ହୋଇଗଲା , ସେ ଦେଖିବାକୁ ପାଇଲା କି ସେ ଯାହାକୁ ବିବାହ କରିବାକୁ ଆସିଛି , ତାର ବିବାହ ଆଉ କେଉଁ ପୁଅ ସହ ହେବାକୁ ଯାଉଛି , କନ୍ୟାର ପରିଜନ ବି ବିବାହ କରିବାକୁ ମନା କରିଦେଲେ , ସୋନୁ ଏହି ମାମଲା ବିଧାୟକ ଅନୁରାଗ ସିଂ ଓ ଜିଲ୍ଲା ଅଧିକାରୀ ଅନୁରାଗ ସିଂ ପାଟେଲ୍ ଙ୍କୁ କହିଲେ ଦୁହେଁ ମଉକା ସ୍ଥାନରେ ପହଞ୍ଚି ଝିଅର ମା ବାପାଙ୍କ ସହ କଥାବାର୍ତ୍ତା ହେଲେ , କିନ୍ତୁ ତାଙ୍କର କିଛି ଶୁଣାଗଲା ନାହିଁ , ଝିଅ ଘର ଲୋକେ ଏହା ପାଇଁ ପ୍ରସ୍ତୁତି ନଥିଲେ ,
ଝିଅର ଘର ଲୋକଙ୍କର କହିବା କଥା କି ଏହି ବାହାଘର ଝିଅର ଇଚ୍ଛା ମୁତାବିକ ହେଉଛି ,ଯାହାକି ସେ ଦ୍ୱିତୀୟ ଏକ ପିଲାକୁ ବିବାହ କରିବାକୁ ରାଜି ଅଛି , ସୋନୁ ଓ ତାର ପରିବାର ଲୋକଙ୍କୁ ମଣ୍ତପରୁ ବାହାର କରିଦିଆଗଲା , ଓ ଏହା ପରେ ସୋନୁ ଯାହାକୁ ବାହା ହେବାକୁ ଥିଲା ତାହା ଆଉ ହେଇପାରିଲା ନାହୀଁ , ସୋନୁଙ୍କ ସ୍ୱପ୍ନ ଅଧୁରା ହୋଇଗଲା ।