ଜାଣନ୍ତୁ ବାସ୍ତୁ ହିସାବରେ ଘରେ ଶୁଆରଖିବା ଉଚିତ୍ କି ନୁହେଁ , ଆଜି ହିଁ ଜାଣିନିଅନ୍ତୁ ଏହି ବିଷୟରେ ନଚେତ..
ଶୁଆ ସବୁ ପକ୍ଷୀମାନଙ୍କ ମଧ୍ୟରେ ଚାଲାକ୍ ଓ ବୁଦ୍ଧିମାନ ବୋଲି ଜଣାଯାଏ , ଏହାର କାରଣ ହେଲା ସେ ମଣିଷର ଭାଷାକୁ ଶିଖିବାରେ ଓ ଦୋହରାଇବାରେ ସକ୍ଷମ ହୋଇଥାଏ , ଭାରତର ରିଙ୍ଗ୍ ନେକ୍ ବାଲା ସବୁ ଦେଶୀ ଶୁଆଙ୍କୁ ପାଳିବା ଆଇନଗତ ଅପରାଧ ଅଟେ , ସେମିତି ବିଦେଶୀ ଶୁଆ ପାଳିବାର ଛାଡ ଅଛି । କିନ୍ତୁ ଏହାର ପୁର୍ବରୁ ଆପଣଙ୍କ ଘରେ କେଉଁ ଶୁଆ ଆଣିଲେ ବୁଝିନେବେ କି ବାସ୍ତୁ ହିସାବରେ ତାକୁ ଘରେ ରଖିବା ଉଚିତ୍ କି ନୁହେଁ ।ଲାଲ କିତାବ ଅନୁସାରେ ଶୁଆ ପାଳିବା ଭୁଲ୍ ହୋଇଥାଏ , ଶୁଆର କୁଣ୍ତଳୀ ବାହାର କରି ଭବିଷ୍ୟ କହୁଥିବା ଲୋକ ଶୁଆ ନ ପାଳିବାକୁ ଉପଦେଶ ଦିଆଯାଏ , ଏହାର କାରଣ ଏଥିପାଇଁ କି କେଉଁ ପକ୍ଷୀ ଯେପରି ଶୁଆ ପିଞ୍ଜରାରେ କଏଦ୍ କରି ରଖନ୍ତି , ଓ ତାକୁ ପିଞ୍ଜରାରେ ବନ୍ଧି ହୋଇ ରହିବା ପସନ୍ଦ ଲାଗେ ନାହିଁ , ଓ ସେ ଅଭିଷାପ ଦେଇଥାଏ ,
ଏହା ଆପଣଙ୍କ ପାଇଁ ଦୁର୍ଭାଗ୍ୟର କାରଣ ହୋଇପାରେ , ଏଥିପାଇଁ ଲାଲ କିତାବରେ କେଉଁ ପକ୍ଷୀକୁ ପିଞ୍ଜରାରେ କଏଦ କରିବା ଉପଦେଶ ଦିଆଯାଏ ନାହିଁ । ଏହାପଛରେ ଆଉ ଏକ ତର୍କ ଅଛି କି ଶୁଆ ମଣିଷର କଥାକୁ ଦୋହରାଇଥାଏ , ଏମିତିରେ ଯଦି ଆପଣଙ୍କ ଘରେ ଲଢେଇ ଝଗଡା ହୁଏ ତେବେ ସେ ବି ଗାଳିଗୁଳଜ କରିଥାଏ , ଓ ସେହି ଅପଶବ୍ଦ କୁ ଦୋହରାଇଥାଏ , ଯାହା ଦ୍ୱାରା ଘରେ ନକରାତ୍ମକ ଉର୍ଜା ବ୍ୟାପିଥାଏ , ଓ ଏହା ଘର ପାଇଁ ଭଲ ନୁହେଁ । ଘରେ ଶୁଆ ପାଳିବା ଅଶୁଭ ହୋଇଥାଏ , କିନ୍ତୁ ଘର ଭିତରେ କେଉଁ ଶୁଆର ଫଟୋ ଲଗାଇପାରିବେ , ଏହା ଶୁଭ ବୋଲି ମାନାଯାଏ , ଶୁଆ ପ୍ରେମ ବଫାଦାର , ଲମ୍ବା ଆୟୁ , ଓ ସୌଭାଗ୍ୟର ପ୍ରତୀକ ହୋଇଥାଏ ,
ଯଦି ଆପଣଙ୍କ ସ୍ତ୍ରୀଙ୍କ ମଧ୍ୟରେ ଭଲ ସଂମ୍ପର୍କ ନାହୀଁ , ତେବେ ଏମିତିରେ ବେଡରୁମ୍ ରେ ଶୁଆର୍ ଏକ ଯୋଡା ବାଲା ଫଟୋ ଲଗାଇଲେ ସଂମ୍ପର୍କରେ ମଧୁରତା ଆସିଥାଏ । ଘରେ ଶୁଆର ଫଟୋ ଉତ୍ତର ଦିଗରେ ଲଗାଇଲେ ଫାଇଦା ହୋଇଥାଏ , ଏହି ଫଟୋକୁ ଲିଭିଙ୍ଗ୍ ରୁମ୍ ଲଗାଇଲେ ରୋଗ, ନିରାଶା , ଦାରିଦ୍ରତା, ଓ ଦୁଃଖର ନାଶ ହୋଇଥାଏ , ଯଦି ପାଠ ପଢାରେ ପିଲା ଦୁର୍ବଳ ଅଛି ତେବେ ସେହି ରୁମ୍ ରେ ଶୁଆର ଫଟୋ ଲଗାଇଲେ ତାର ସ୍ମରଣ ଶକ୍ତି ବୃଦ୍ଧି ହୁଏ ।
ଯଦି ଆପଣଙ୍କୁ ଏହି ନିୟମଗୁଡୀକର ବିଷୟରେ ଜଣାନାହିଁ , ତେବେ ପ୍ରଥମେ ଘରେ ଏକ ଶୁଆ ପାଳିଛନ୍ତି , ତେବେ ତାକୁ ଜଲଦି ହିଁ ପିଞ୍ଜରାରୁ ମୁକ୍ତି ଦେଇଦିଅନ୍ତୁ , ଓ ଏହି କଥାକୁ ଧ୍ୟାନ ରଖନ୍ତୁ କି ଶୁଆକୁ କେଉଁ ଜଙ୍ଗଲ ଜାଗାରେ ଛାଡନ୍ତୁ , ଯାହା ଦ୍ୱାରା ସେହି ମାହୋଲ୍ ରେ ସେ ନିଜକୁ ଚଳିପାରୁ ॥ ଯଦି ଆପଣ ଶୁଆ ଉଡିବାରେ ଅସକ୍ଷମ ତେବେ ତାକୁ ଛାଡନ୍ତୁ ନାହିଁ , କାରଣ ସେ ଅଧିକା ଦିନ ଜୀବିତ ରହିପାରିବ ନାହିଁ ।