ଡେଟଲ୍ ର ବ୍ୟବହାରରେ କେବଳ କିଛି ହିଁ ମିନିଟ୍ ରେ ପାଆନ୍ତୁ ଅଦରକାରୀ ବାଳରୁ ମୁକ୍ତି – ଏପରି ଭାବେ ବ୍ୟବହାର କରନ୍ତୁ…
ଆପଣ ବହୁତଥର ଦେଖିଥିବେ କି ବ୍ୟକ୍ତିର ଶରୀରର ବହୁତ ଭାଗରେ ଅଦରକାରୀ ବାଳ ବାହାରି ଆସିଥାଏ , ଯେପରି ହାତ , ପାଦ ଓ ଚେହେରାରେ ଯେବେ ଅଦରକାରି ବାଳ ଆସିଯାଏ , ଯାହା ଏହା ବାସ୍ତବରେ ଦେଖିବାକୁ ବହୁତ ଅସୁନ୍ଦର ଲାଗୁଥାଏ , ଏମିତିରେ କିଛି ଲୋକ ଏଥିରୁ ମୁକ୍ତି ପାଇବାପାଇଁ ମାର୍କେଟ୍ ଯାଇଥାନ୍ତି , ଓ ନାନା ପ୍ରକାରର ପ୍ରଡକ୍ଟ୍ସ କିଣିଆଣନ୍ତି , ଏହି ଅଦରକାରୀ ବାଳରୁ ମୁକ୍ତି ପାଇବା ପାଇଁ ମାର୍କେଟ୍ ରେ ହେୟାର୍ ରୁମାଭର୍ କ୍ରିମ୍ ବି ସହଜରେ ମିଳିଯାଏ , ଯାହାକୁ ଲଗାଇଲେ ସେହି ଅଦରକାରି ବାଳରୁ ମୁକ୍ତି ମିଳିଯାଏ , କିନ୍ତୁ କେବେ କେବେ କ୍ରିମ୍ ତ୍ୱଚାକୁ ବହୁତ କ୍ଷତି କରାଇଥାଏ , ଏହି ଅଦରକାରୀ ବାଳ ପୁରୁଷଙ୍କ ଅପେକ୍ଷା ଝିଅମାନଙ୍କର ମଧ୍ୟରେ ଦେଖାଯାଏ ।
ଏମିତିରେ ଝିଅମାନଙ୍କର ଚେହେରା ଓ ଶରୀରର ବହୁତ ଭାଗରେ ଅଦରକାରୀ ବାଳକୁ ହଟାଇବା ପାଇଁ ୱାକ୍ସିଙ୍ଗ୍ କିମ୍ବା ଥ୍ରେଡିଙ୍ଗ୍ ର ସାହାରା ନେଇଥାନ୍ତି , ଏହି ସମୟରେ ତାଙ୍କୁ ବହୁତ କଷ୍ଟ ସହିବାକୁ ପଡିଥାଏ , ଏହା ଛଡା ଏହି ସବୁ ଖର୍ଚ୍ଚ ବହୁତ ଅଧିକା ଜିନିଷ ହୋଇଥଏ , ସେମିତି ଅଦରକାରୀ ବାଳକୁ ନେଇକରି ଏମିତି କୁହାଯାଏ ବ୍ୟକ୍ତିର ଶରୀରରେ ହାର୍ମୋନ୍ ଅଭାବ କାରଣରୁ ଅଦରକାରୀ ବାଳ ହୋଇଥାଏ । ଏବେ ଏମିତି ତ ଆପଣଙ୍କୁ ଅଦରକାରୀ ବାଳକୁ ହଟାଇବାପାଇଁ ନାନା ପ୍ରକାରର ଘରୋଇ ଉପାୟ ପଢନ୍ତୁ , ଓ ଆପଣାନ୍ତୁ , କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ପ୍ରକିୟା କହିବାକୁ ଯାଉଛୁ , ଯାହାର ବିଷୟରେ ଜାଣିଲେ ଖୁସିରେ ନାଚି ଉଠିବେ , ହଁଆଜ୍ଞା କାରଣ ଏହି ପ୍ରକିୟା ବହୁତ ବଢିଆ ଅଟେ । ଏହାକୁ ଆପଣ କେବେ ବିଶ୍ୱାସ କରିପାରିବେ ନାହିଁ ।
ଏଥିପାଇଁ ସୁଚେଇ ଦେବୁ କି ଏହି ପ୍ରକିୟା ଅନୁସାରେ ଆପଣଙ୍କୁ ଡେଟୋଲ୍ ର ଏକ ଛୋଟ ଉପାୟ କରିବାକୁ ହେବ , ଯାହାର ପରେ ଆପଣଙ୍କୁ ଅଦରକାରୀ ବାଳର ସବୁଦିନ ପାଇଁ ମୁକ୍ତି ପାଇପାରିବେ , ଏବେ ଯଦି ବିଶ୍ୱାସ ହେଉନାହୀଁ , ତେବେ ନିଜେ ଏହି ଉପାୟକୁ କରିପାରିବେ , ତେବେ ଆସନ୍ତୁ ଏହି ଉପାୟ ବିଷୟରେ ବିସ୍ତାରରେ କହିବୁ , ସବୁଠାରୁ ପ୍ରଥମେ ଆମେ ଆପଣଙ୍କୁ କହିଦେବୁ କି ଆପଣଙ୍କୁ ଡେଟୋଲ୍ , କଞ୍ଚା କ୍ଷୀର, ବେସନ ଓ ହଲଦିର ଦରକାରୀ ପଡିବ , ତାହା ପରେ ଏକ ଗୀନା ନିଅନ୍ତୁ , ଓ ସେହି ଗିନାରେ ଏକ ଚାମଚ ବେସନ, କିଛି ପରିମାଣର ହଳଦି ପାଉଡର୍ , ତିନି ଚାମଚ କଞ୍ଚା କ୍ଷିର , ଓ ୧୩/୧୪ ବୁନ୍ଦା ଡେଟୋଲ୍ ପକାଇକରି ଭଲ ଭାବେ ମିକ୍ସ କରିନିଅନ୍ତୁ ॥
ଏବେ ଏହି ମିଶ୍ରଣକୁ ସେହି ଜାଗାରେ ଲଗାଇଦିଅନ୍ତୁ ଯେଉଁଠି ଅଦରକାରି ବାଳ ହୋଇଛି , ଏହାପରେ ଦୁଇ ମିନିଟ୍ ଯାଏଁ ରଗଡୁଥାନ୍ତୁ , ଏହାପରେ ଦଶ ମିନିଟ୍ ପରେ ସୁଖିବାକୁ ଦିଅନ୍ତୁ , ଓ ଏବେ ସୁଖିଗଲେ ଏହାକୁ ଖାଲି ପାଣିରେ ଧୋଇଦିଅନ୍ତୁ , ଏହି ଉପାୟ କରିଲେ ଆପଣଙ୍କ ଅଦରକାରି ବାଳ ବାହାରିଯୀବ ।
ଯଦି ଏହି ଉପାୟକୁ ସପ୍ତାହରେ ଥରେ ବି କରିଲେ କିଛି ଦିନ ମଧ୍ୟରେ ଅଦରକାରି ବାଳ ସବୁ ଝଡିଯୀବ , ଏହା ଛଡା ଏହି କଥାକୁ ଧ୍ୟାନ ରଖନ୍ତୁ କି ଯଦି ଆପଣ ଏହି ପ୍ରକିୟାକୁ ଚେହେରାରେ ବାଲକୁ ହଟାଇବାକୁ ଚାହୁଁଛନ୍ତି ତେବେ ଡେଟୋଲ୍ ର କେବଳ ଦୁଇ ତିନି ବୁନ୍ଦା ପକାନ୍ତୁ , ଏଥିପାଇଁ ନିଜ ଚେହେରାର କ୍ଷତି ହୋଇପାରେ , ଏଥିପାଇଁ କେବଳ ଦୁଇ ତିନି ବୁନ୍ଦା ପକାନ୍ତୁ , ଓ ଶରୀରର ଅନ୍ୟ ଭାଗରେ ଡେଟୋଲ୍ ର ୧୪ ବୁନ୍ଦା ବ୍ୟବହାର କରିପାରିବେ ।