October 31, 2024

Odia Express

Leading Odia News Portal of Odisha

ରାତିରେ ଶୋଇବା ସମୟରେ ଭୁଲ୍ ରେ କରନ୍ତୁ ନାହିଁ ଏହି ଗୋଟେ କାମ , ନହେଲେ ଜୀବନସାରା ଏହାର ପଶ୍ଚାତାପ କରିବେ ଆପଣ..

ବହୁତଥର ଦେଖାଯାଏ କି କେବେ କେବେ ବହୁତ ଛୋଟ ଜିନିଷ ଆମର ଜୀବନରେ ବହୁତ ଭାରି ପଡିଥାଏ , ଓ ତାହା ଆମକୁ ଏତେ ଚିନ୍ତିତ କରିଦିଏ ଯାହାର କଳ୍ପନା କରିହୁଏ ନାହିଁ  ସେମିତି ଜୀବନରେ ଭରପୁର ନିଦ ନେବା ସ୍ୱାସ୍ଥ୍ୟ ପାଇଁ ଜରୁରୀ ହୋଇଥାଏ , ସାରା ଦିନ କାମ କରିବାପରେ ରାତିରେ ନିଦ ନେଲେ ଥକା ଲାଗିଥାଏ,  ଓ ଶରୀରରେ ଫୁର୍ତ୍ତି ଆସିଯାଏ , ବହୁତଥର ଦେଖାଯାଏ କି ରାତିରେ ଶୋଇବା ସମଅୟ୍ରେ ବହୁତ ଏମିତି ଭୁଲ୍ ହୋଇଯାଏ ଯାହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ , ଏଥିରୁ ଗୋଟେ ଭୁଲ୍ ହେଲା ପେଟେଇକରି ଶୋଇବା , ବହୁତ ଲୋକ ପେଟେଇ ଶୋଇବାର ଅଭ୍ୟାସ ହୋଇଥାଏ,  କିନ୍ତୁ ଏହି ଅଭ୍ୟାସ ଧୀରେ ଧୀରେ ସ୍ୱାସ୍ଥ୍ୟର ଅସୁବିଧା ସୃଷ୍ଟି କରିଥାଏ ।

ଡାକ୍ତରଙ୍କ ଅନୁସାରେ ପେଟେଇ ଶୋଇବା ଦ୍ୱାରା ବଡିରେ ବ୍ଲଡ୍ ସର୍କୁଲେସନ୍ ସଠିକ୍ ତରିକାରେ ହୋଇନଥାଏ , ତାହା ସହ ଏହି ପୋଜିସନ୍ ରୁ ବଡି ପଶ୍ଚର ନେଚୁରାଲ୍ ତରିକା ହୋଇପାରିନାହାନ୍ତି , ଯାହାର ବଡି ଉପରେ ଖରାପ ପ୍ରଭାବ ଦରକାର ପଡିଥାଏ , ଯଦି ସଠିକ୍ ସମୟରେ ଏହି ଅଭ୍ୟାସରେ ସୁଧାର ଅଣାଯାଏ ତେବେ ନାନାପ୍ରକାର ସ୍ୱାସ୍ଥ୍ୟର ଅସୁବିଧାରୁ ବଞ୍ଚିପାରିବେ । ଏମିତି ସବୁଦିନ କରିଲେ ବ୍ୟକ୍ତିକୁ ନାନା ପ୍ରକାରର ଶାରରୀକ ଓ ସ୍ୱାସ୍ଥ୍ୟ ସମସ୍ୟାଗୁଡିକ ସାମ୍ନା କରିବାକୁ ପଡିଥଏ , ସେହି ପରି ସ୍ୱାସ୍ଥ୍ୟ ସଂବନ୍ଧି ଅସୁବିଧା ହୋଇଯାଏ , ଆଜି ଆମେ ଆପଣଙ୍କୁ ପେଟେଇ ଶୋଇବା ଦ୍ୱାରା ୬ ଟି କ୍ଷତି ବିଷୟରେ କହିବୁ , ଏଥିପାଇଁ ପେଟେଇ ଶୋଇବାର ଅଭ୍ୟାସକୁ ଦୁରେଇଦିଅନ୍ତୁ ।

ପେଟେଇ ଶୋଇବା ଦ୍ୱାରା ବେକ ମୋଡି ହୋଇଯାଏ , ଏହା ଦ୍ୱାରା ବେକର ମାଂସପେଶୀଗୁଡିକ ଟାଣି ହୋଇଯାଏ , ଓ ରକ୍ତର ସଂଚାର ବି ସଠିକ୍ ଭାବେ ହୋଇପାରେ ନାହିଁ , ଏମିତିରେ ବେକରେ କଷ୍ଟ ଦେଖାଦିଏ , ତାହା ସହ ସବୁ ସବୁ ଦିନ ରାତିର ପେଟେଇ ଶୋଇଲେ ଶୋଇବା ବ୍ୟକ୍ତିର ଅଣ୍ଟା ଓ ପିଠିରେ କଷ୍ଟ ହେବାକୁ ଲାଗିଥାଏ,  ପେଟେଇ ଶୋଇଲେ ଛାତିର ହାଡ ନିଜ ପ୍ରାକୃତିକ  ଅବସ୍ଥା ରେ ରୁହନ୍ତି ନାହିଁ , ଯାହାଦ୍ୱାରା କଷ୍ଟର ସମସ୍ୟା ଦେଖାଦିଏ ।

ରାତିରେ ଯେଉଁ ଲୋକେ ପେଟେଇ ଶୋଇଥାନ୍ତି , ସେମାନଙ୍କ ବେକ ମୋଡି ହୋଇଥାଏ, ବେକ ମୋଡି ହେବା ଦ୍ୱାରା ରକ୍ତ ସଂଚାର ହୋଇପାରେ ନାହିଁ , ସଠିକ୍ ମାତ୍ରାରେ ମୁଣ୍ତକୁ ରକ୍ତ ନ ମିଳିବା କାରଣରୁ ମୁଣ୍ତ ବିନ୍ଧା କାରଣ ହୋଇଥାଏ , ପେଟେଇ ଶୋଇବା ବାଲା ଲୋକେ ହାଡଗୁଡିକ ସଠିକ୍ ସ୍ଥିତିରେ ରୁହେ ନାହିଁ , ଏହା ଆଣ୍ଠୁ ଗଣ୍ଠିର ବାତ ସମ୍ଭାବନା ଦେଖାଦିଏ । ପେଟେଇ ଶୋଇଲେ ଚେହେରା ଲୋକଙ୍କର ପୁରା ଦବି ରହିଥାଏ , ଏହି କାରଣରୁ ଚେହେରାରେ ପର୍ଯ୍ୟପ୍ତ ମାତ୍ରାରେ ଅକ୍ସିଜେନ୍ ମିଳିପାରେ ନାହିଁ,  ଏମିତିରେ ଚେହେରାରେ ନାନାଦି ସମସ୍ୟା ଦେଖାଦିଏ , ଚେହେରାରେ ବ୍ରଣ ଓ ବୟସ ଦାଗ ଦେଖାଦିଏ , ପେଟେଇ ଶୋଇଲେ ପୁରା ରାତି ଶୋଇଲେ ଏହା ଖାଇବା ସଠିକ୍ ଭାବେ ହଜମ ହୋଇପାରେ ନାହିଂମ୍  ଏହା ଦ୍ୱାରା ବ୍ୟକ୍ତିର ପାଚନ କ୍ରିୟାରେ ଖରାପ ପ୍ରଭାବ ପଡିଥାଏ ।

ଏକ ରିସର୍ଚ୍ଚ ଅନୁସାରେ ବାମକଡ ଲଉଟାଇ ଶୋଇଲେ ଓ ସିଧା ଶୋଇଲେ ସବୁଠାରୁ ଅଧିକା ଫାଇଦା ହୋଇଥାଏ, ବାମ କଡ ଶୋଇଲେ ବ୍ଲଡ୍ ସପ୍ଲାଇ ପ୍ରପର୍ ତରିକାରେ ହୋଇଥାଏ ,, ଏଥିରେ ହାର୍ଟକୁ ହେଲଦି ରଖିବାରେ ସାହାଯ୍ୟ ମିଳେ । ବାମ କଡ ଶୋଇଲେ ବାମ ସାଇଡ୍ ରେ ଏନଜାଇମ୍ ବନାଉଥିବା ପେନକ୍ରିୟାଜ୍ ଫଙ୍କସନ୍ ଭଲ ହୋଇଥାଏ , ଏଥିରୁ ଖାଇବା ଭଲ ଭାବେ ହଜମ ହୋଇଯାଏ ,

Leave a Reply

Your email address will not be published. Required fields are marked *