ପୋଲିସ୍ ଗିରଫ କରିବାକୁ ଆସିଲେ ଆପଣଙ୍କ ପାଖରେ ଅଛି ଏହି ୬ ଟି ଅଧିକାର , ଚାହିଁଲେ ବି ପୋଲିସ୍ ବାଲା ଆପଣଙ୍କୁ ହାତ ଲଗାଇ ପାରିବେ ନାହିଁ ….
ବହୁତଥର ଏପରି ଶୁଣିବାକୁ ମିଳେ କି ପୋଲିସ୍ କେଉଁ ନିର୍ଦ୍ଧୋଷ ବ୍ୟକ୍ତିକୁ କେଉଁ ଅପରାଧିକ ମାମଲାରେ ଗିରଫ କରିନିଏ । ଯଦି ଆପଣଙ୍କ ସାଥିରେ ଏମିତି କିଛି ହୁଏ ତେବେ ଆଜି ଆମେ ଆପଣଙ୍କୁ କହିଦେବୁ କି ଏମିତିରେ କଣ କରିବା ଉଚିତ୍ ହେବ । ପୋଲିସ୍ ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ଆସିଯାଏ , କିନ୍ତୁ ଯଦି କିଏ ଅପରାଧ କରିନାହିଁ ତେବେ ଆପଣଙ୍କୁ ଭୟଭୀତ ହେବା ବିଲକୁଲ୍ ଦରକାର ପଡିବନାହିଁ । ଆଇନ୍ ସମସ୍ତଙ୍କ ପାଇଁ କିଛି ଅଧିକାର ଦେଇଛି , ଏହି ଅଧିକାରଗୁଡିକ ବ୍ୟବହାର କରି ଆପଣ ପୋଲିସ୍ ଦ୍ୱାରା ଗିରଫ କରାଯିବାପରେ କରିପାରିବେ , ଯଦି କେଉଁ ପୋଲିସ୍ ଗିରଫ କରେ ତେବେ ଆଇନ୍ କିଛି ଅଧିକାର ଦେଇଛନ୍ତି , ସବୁ ଭାରତୀୟ କୁ ଏହି କିଛି ଅଧିକାର ଅଛି । ଯଦି କେଉଁ ବ୍ୟକ୍ତିକୁ ପୋଲିସ୍ ଗିରଫ କରି ନେଉଛନ୍ତି ତେବେ ଭାରତୀୟ ଆଇନ୍ ବ୍ୟବସ୍ଥାରେ କିଛି ଅଧିକାର ନିର୍ଦ୍ଧାରିତ କରାଯାଇଛି , ଏହି ଅଧିକାରଗୁଡିକ ଦେବାପାଇଁ କାହାକୁ ମନା କରିପାରିବେ ନାହିଁ , ଆଜି ଆମେ ଆପଣଙ୍କୁ ଏହି ମଧ୍ୟରୁ ୬ ଟି ଅଧିକାର ବିଷୟରେ କହିବାକୁ ଯାଉଛୁ , ଯାହାର ବ୍ୟବହାର କରି ବ୍ୟକ୍ତି ଗିରଫ ହେବାପରେ କରିପାରିବେ ।
୧) ସବୁଠାରୁ ପ୍ରଥମେ କେଉଁ ପୋଲିସ୍ କର୍ମୀ ଯଦି ଗିରଫ କରିବାକୁ ଆସନ୍ତି , ତେବେ ତାଙ୍କର ନିଜ ନେମ୍ ପ୍ଲେଟ୍ ଓ ୟୁନିଫର୍ମରେ ରହିବା ଜରୁରୀ
୨) ଗିରଫ କରିବା ପୂର୍ବରୁ ସବୁ ବ୍ୟକ୍ତି ନିଜ ଗିରଫର କାରଣ ଜାଣିବା ଦରକାର ।
୩) ଯଦି ଜାମିନ୍ ଅପରାଧରେ କେଉଁ ବ୍ୟକ୍ତିର ଗିରଫ ହୋଇଛି , ତେବେ ଜାମିନ୍ ରେ ଛାଡିବାର ବିଷୟରେ ଜଣାଇବା ଜରୁରୀ ଅଟେ ।
୪) ଗିରଫ କରିବା ସମୟରେ ପୋଲିସ୍ ଦ୍ୱାରା କରାଯାଇଥିବା ମେମୋରିଡମ୍ ଉପରେ ବ୍ୟକ୍ତିର ସାଇନ୍ ହେବା ଜରୁରୀ ହୋଇଥାଏ ।
୫) ଯେଉଁ ବ୍ୟକ୍ତି ଗିରଫ ହୋଇଛି ତାହାର ଇଚ୍ଛା ଅନୁସାରେ ବ୍ୟକ୍ତି ସାକ୍ଷାତ କରିବାର ଅଧିକାର ଅଛି ।
୬) କେଉଁ ମାମଲାରେ ମହିଳା ଦୋଷୀଙ୍କୁ ମହିଳା ପୋଲିସ୍ ମହିଳା କର୍ମୀ ହିଁ ଗିରଫ କରିପାରିବେ , ଆଉ କେହି କରିପାରିବେ ନାହିଁ ।୧)ଉପରୋକ୍ତ ଆମେ ଆପଣଙ୍କୁ ଗିରଫ କରାଯିବା ପୂର୍ବ କିମ୍ବା ପରେ ଅଧିକାର କହିଛୁ , କିନ୍ତୁ ଏବେ ଆପଣଙ୍କୁ ଯେଉଁ ଅଧିକାର ବିଷୟରେ କହିବାକୁ ଯାଊଛୁ , ଯାହା ସବୁ ଭାରତୀୟଙ୍କୁ ଦିଆଯାଇଛି , ଯଦି ଆପଣ ମଦ୍ୟପାନ କରି ଡ୍ରାଇଭ୍ କରୁଥିବା ସମୟରେ ଧରାପଡିଛନ୍ତି ତେବେ ୧୦୦ ଏମ୍ ଏଲ୍ ବ୍ଲଡ୍ ରେ ଆଲକୋହଲ୍ ଲେବଲ୍ ୩୦ ଏମ୍ ଜି ରୁ ଅଧିକା ଥିଲେ , ତେବେ ପୋଲିସ୍ ବିନା ୱାରେଣ୍ଟରେ ଗିରଫ କରିପାରିବେ ,
୨) କେଉଁ ପୋଲିସ୍ ଅଧିକାରୀ ଏଫ୍ ଆଇଆର୍ ଲେଖିବାକୁ ମନା କରିପାରିବେ ନାହିଁ , ଯଦି କିଏ କରୁଛନ୍ତି ତେବେ ତାଙ୍କୁ ୬ ମାସରୁ ୧ ବର୍ଷ ପାଇଁ ଜେଲ୍ ହୋଇପାରେ ।
୩) ହୋଟେଲ୍ ହେଉ କିମ୍ବା ୫ ଷ୍ଟାର୍ ହେଉ ଆପଣଙ୍କୁ ଫ୍ରୀରେ ପାଣିପିଇବାକୁ ମନା କରିପାରିବେ ନାହିଁ , ଓ ୱାଶରୁମ୍ ବି ମାଗଣା ବ୍ୟବହାର କରିପାରିବେ ,
୪) ବିବାହିତ ବ୍ୟକ୍ତିର ଅବିବାହିତ ଝିଅ କିମ୍ବା ବିଧବା ମହିଳାଙ୍କ ସହ ତାଙ୍କ ସହମତିରେ ଶାରରୀକ ସଂବନ୍ଧ ବନାଇବା ଅପରାଧ ନୁହେଁ ।
୫) ବୟସ୍କ ପୁଅ ଓ ଝିଅ ନିଜ ଇଚ୍ଛା ନୁସାରେ ଲିଭ୍ ଇନ୍ ରିଲେସନସିପ୍ ରେ ରହିବା ଆଇନ୍ ଅନୁଯାୟୀ ଅମାନ୍ୟ ନୁହେଁ ।
୬) ଦୁଇ ବୟସ୍କ ପୁଅ ଓ ଝିଅଙ୍କର ଦ୍ୱାରା ଜନ୍ମ ନେଇଥିବା ସନ୍ତାନ ଆଇନଗତ ଅମାନ୍ୟ ନୁହେଁ । ଏମିତି ସନ୍ତାନକୁ ନିଜ ବାପାଙ୍କର ସଂମ୍ପତ୍ତିରୁ ହକ୍ ମିଳିବାର ଅଧିକାର ଦିଆଯାଇଛି ।