October 26, 2024

Odia Express

Leading Odia News Portal of Odisha

ମଜାଦାର୍ ଜୋକ୍ସ : ଜଣେ ମହିଳା ନିଜ ଚାକରକୁ କହିଲେ, ଯେବେ ତୁମେ ମୋର ରୁମ୍ ରେ ଆସିବ ତେବେ କବାଟ ଠକ୍ ଠକ୍ କରିବ , ମୁଁ ସେହି ସମୟରେ କେଜାଣି କେଉଁ ଅବସ୍ଥାରେ ଥିବି – ତାପରେ ଚାକର କହିଲେ…

ଜୋକ୍ସ ବହୁତ ଅଜବ ଜିନିଷ ଅଟେ | ଏହା ଆପଣଙ୍କ ଖରାପ ମୁଡ଼ କୁ ମଧ୍ୟ ଭଲ କରିଦେବା ରେ ସାହାଯ୍ୟ କରେ |ଆପଣଙ୍କ ଜୀବନରେ ଯେତେ ଦୁଃଖ ଥିଲେ ମଧ୍ୟ ତା ଭିତରେ ଟିକେ ହସିଦେଲେ ଆପଣଙ୍କ ମନ ଟିକେ ଭଲ ଲାଗେ | ଏଥି ପାଇଁ ଦୁନିଆ ରେ ଜୋକ୍ସ ବହୁତ ଭଲ ଜିନିଷ ଅଟେ  | ଯଦି ଆପଣ ଇଣ୍ଟରନେଟ୍ ରେ ସର୍ଚ୍ଚ କରିବେ ତେବେ ଲକ୍ଷାଧିକ ମାତ୍ରାରେ ଜୋକ୍ସର ଭଣ୍ତାର ପାଈଯିବେ , ବହୁତ ଥର ବୁଝାପଡେ ନାହିଁ କି କେଉଁ ଜୋକ୍ସକୁ ପଢିବେ । ଓ କାହାକୁ ନୁହେଁ , ଯଦି ଜୋକ୍ସ ବେକାର ବାହାରିଲେ ତେବେ ସମୟ ବର୍ବାଦି ହୋଇଥାଏ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଏକ ଖାସ୍ ଜୋକ୍ସ ନେଇକରି ଆସିଛୁ , ଯେବେ ଆପଣ ଏହି ଜୋକ୍ସ ପଢିନେବେ , ତେବେ ହସକୁ କଣ୍ଟ୍ରୋଲ୍ କରିପାରିବେ ନାହିଁ ।

୧) ମେଳାର ଘୋଷଣା ହେଲା , ଏକ୍ ବଚ୍ଚା ମିଲା ହେ ଜିନ୍ କା ହେ ଆକର୍ ଲେ ଯାଓ ।

ସେହି ସମୟରେ ଲବଲି ଚିଲ୍ଲାଇଲା : ମୋତେ ବି ଦେଖାଅ , ମୋତେ ବି ଦେଖାଅ , ଜିନ୍ ର ଛୁଆ କିପରି ହୋଇଥାଏ ।

୨) ନର୍ସରୀ ଏକ ଛୁଆ ପରୀକ୍ଷାରେ ନିଜର ଉତ୍ତର ଖାତାରେ ପରିଶ୍ରା କରିଦିଏ , ଶିକ୍ଷକ ପଚାରିଲ୍ୱେ : ତୁମେ ଏପରି କାହିକିଁ କଲ ? ଛୁଆ : ମା କହିଥିଲେ ଯାହା ପ୍ରଥମେ ଆସିବ ତାହା ଉପରେ କରିଦେବ ତେବେ ଦେଖିଲି ପେପର୍ ଆସିଲା କରିଦେଲି ।

୩) ପ୍ରଥମ କୁକୁର : ସାଙ୍ଗ, ମୋର ମାଲିକ କାଲି ରାତିରେ ୩ ଟାରେ ଏକ ଚୋର ଧରିପକାଇଲେ , ଦ୍ୱିତୀୟ କୁକୁର : ତୁ କଣ କରୁଥିଲୁ , ସେହି ସମୟରେ ? ପ୍ରଥମ କୁକୁର : ମୁଁ ତ ଶୋଇଥିଲି , ଏବେ ଆମେ ମଣିଷ ନା କଣ ରାତି ସାରା ହ୍ୱାର୍ଟସା ଆପ୍ ଚଲାଇବୁ ।

୪) ଅଧ୍ୟାପକ : ଟେବୁଲ୍ ରେ ଚାହା କିଏ ପକାଇଲା ? ଏହାକୁ ନିଜ ମାତୃଭାଷାରେ ଅନୁବାଦ କର , ଛାତ୍ର : ମାତୃଭାଷା ମାନେ ମାଙ୍କ ଭାଷା ? ଅଧ୍ୟାପକ :ହଁ , ଛାତ୍ର : ଆରେ କମିନା , କରିଦେଲୁ ନା ସବୁ ଓଲଟା , ଏବେ ମିଳିଲା ତ ତୋର ହୃଦୟକୁ ଶାନ୍ତି , ଏବେ ଆସିବାକୁ ଦେ ତୋର ବାପାକୁ ଧୋଇବ ଚାଦର , ଏବେ ଅଧ୍ୟାପକ ବେହୋସ୍ ଅଛନ୍ତି ।

୫) ପୋଲିସ୍ ଟ୍ରେନିଙ୍ଗ୍ ସମୟରେ ଏକ ଅଫିସର୍ ରାମୁକୁ ପଚାରିଲେ କୁହ ତୁମ ହାତରେ କଣ ଅଛି ? ରାମୁ : ସାର୍ ଏହା ତ ବନ୍ଧୁକ ଅଛି , ଅଫିସର୍ ବନ୍ଧୁକ ନୁହେଁ ତୁମର ଇଜ୍ଜତ ଅଛି , ତୁମର ସାନ୍ ଅଟେ , ତୁମର ମା ଅଟେ , ତାପରେ ଅଫିସର୍ ପପୁକୁ ପଚାରିଲେ , ତୁମ ହାତରେ ଏବେ କଣ ଅଛି , ପପୁ ଛାତି ଫୁଲାଇ କହିଲା : ସାର୍ ରାମୁ ର ମା ଅଛି , ତାହାର ଇଜ୍ଜତ ଅଛି , ତାହାର ସାନ୍ ଅଛି , ଓ ଆମର ଆଣ୍ଟି ଅଛି ଆଣ୍ଟୀ ।

୬) ଗୋଟେ ବ୍ୟକ୍ତି ନିଜ ଫେସବୁକ୍ ଷ୍ଟାଟସ୍ ରେ ଲେଖିଲା , ସ୍ତ୍ରୀ ଦରକାର ! ପାଞ୍ଚଜଣ ଝିଅ ତାହାକୁ ଲାଇକ୍ କଲେ , ଓ ୫୦୦ ଲୋକ କମେଣ୍ଟରେ ଲେଖିଲେ କି ମୋର ନେଇଯା , ଜବାବରେ ସେହି ବ୍ୟକ୍ତି ଲେଖିଲା , ମାଗୁନାହିଁ ରେ  ପଚାରୁଛି ସ୍ତ୍ରୀ ଦରକାର ।

୭) ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଚାଲୁଥିଲା , ସ୍ୱାମୀ ତୁମକୁ ବାହାହୋଇ ରହିବା ଛଡା ମୁଁ କୁଆଁରା ରହିଥାନ୍ତି । ସ୍ତ୍ରୀ : ମୁଁ ନିଜ ମା କଥା ମାନିନେଇଥିଲେ ଭଲ ହୋଇଥାନ୍ତା ,ସ୍ୱାମୀ : କଣ କହିଥାନ୍ତେ ତୋର ମା : ସ୍ତ୍ରୀ : ମୋର ମା ଏହା କହିଥାନ୍ତା ଖି ଏହି ପୁଅକୁ ବିବାହ କର । ସ୍ୱାମୀ : ହେ ଭଗବାନ ଆଜି ପର୍ଯ୍ୟନ୍ତ ଭଲ ସ୍ତ୍ରୀ ଖରାପ ଭାବୁଥିଲି , ଯାହାହେଉ ମୋତେ ବଞ୍ଚାଇବାକୁ ଚାହୁଁଥିଲା ,

୮) ମ୍ୟାଡାମ୍ କ୍ଲାସ୍ ରେ ଆସିଲେ , ପଚାରିଲେ : ରାମୁ ଭାରତର ଗଭର୍ଣ୍ଣର୍ ନାଁ କୁହ । ରାମୁ କହିଲା : ମୋତେ ଜଣା ନାହିଁ ମ୍ୟାଡାମ୍ ମ୍ୟାଡାମ୍ : ଆରେ ଯାହା ନୋଟ୍ ରେ ଲେଖାହୋଇଥାଏ , ଦେଖିନ କି ତୁମେ : ରାମୁ ଆରେ ଆରେ ସେ ସୋନମ୍ ଗୁପ୍ତା , ଯିଏ ବେବଫା ଅଟେ ।

୯) ମ୍ୟାଡାମ୍ : ପରୀକ୍ଷା ଆସିବାର ଅଛି , ଆଜି ଆମେ ଇଂଙ୍ଗଲିସ୍ ପଢିବା । ଛୁଆ ଠିକ୍ ଅଛି ମ୍ୟାଡାମ୍

ମ୍ୟାଡାମ୍ : ଏ ଫର୍ ଆପେଲ୍ , ଓ କୁହ ଏ ରୁ ? ଟିଟୁ : ଏ ସେ ମୁଝେ ନା ଦେଖୋ ସିନେ ସେ ଲଗା ଲୁଗାଁ । ଟିଟୁ ଏକ ଘଣ୍ଟାରୁ କ୍ଲାସ୍ ର ବାହାରେ ଠିଆ ହୋଇଛି ।

୧୦) ଜଣେ ମହିଳା ନିଜ ଚାକର କୁ : ଯେବେ ତୁମେ ମୋର ରୁମ୍ କୁ ଆସିବ କବାଟ ବାଡେଇକି ଆସିବ , ଜଣା ନଥିବ ମୁଁ କେଉଁ ଅବସ୍ଥାରେ ଥିବି : ଚାକର : ଏହାର ଦରକାର ନାହିଁ , ମ୍ୟାଡାମ୍ , କାରଣ ମୁଁ ଯେବେ ବି ଭିତରକୁ ଆସେ ତେବେ କବାଟରେ କଣାରୁ ଆଗ ଦେଖିନିଏ ।

୧୧) ପ୍ରଥମେ ଲୋକେ କେତେ ଜଲଦି ଶୋଇ ପଡୁଥିଲେ , ଆଜିର ଜମାନାରେ : ଯେବେ ଟାଇପ୍ କରୁଛେ ମୋବାଇଲ୍ ହାତରୁ ଖସି ମୁହଁରେ ଆସିପଡୁଛି , ତେବେ ମାନୁଛେ କି ଏବେ ନିଦ ହେଲା ।

 

Leave a Reply

Your email address will not be published. Required fields are marked *