November 12, 2024

Odia Express

Leading Odia News Portal of Odisha

କଳ୍ପନା ଚାୱଲାଙ୍କ ସହ ଯୋଡି ହୋଇଥିବା ସବୁଠୁ ବଡ ଖୁଲାସା , ନାସା କୁ ପ୍ରଥମରୁ ଜଣ ଥିଲା କଳ୍ପନା ଙ୍କ ମୃତ୍ୟୁ ନିଶ୍ଚିତ – ସବୁ କଥା ଜାଣିଲେ ସ୍ତବ୍ଧ ହୋଇଯିବେ ଆପଣ

ସବୁଠାରୁ ପ୍ରଥମ ବଡ ସତ , ପ୍ରଥମରୁ ତୟ ହୋଇସାରିଥିଲା କଳ୍ପନା ଚାୱଲାଙ୍କ ମୃତ୍ୟୁ , ନାସାକୁ ଜଣାଥିଲା କି କଳ୍ପନା ନୁହେଁ କେବଳ ତାଙ୍କ ଶରୀରର ଖଣ୍ତବିଖଣ୍ତିତ ଅଂଶ ହିଁ ଫେରିବ । ୧୪ ବର୍ଷ ପୁର୍ବରୁ ଅନ୍ତରିକ୍ଷରେ ହୋଇଥିବା ଦୁର୍ଘଟଣାର ଖୁଲାସା ହୋଇଛି , କଳ୍ପନା ଚାୱଲାଙ୍କ ମୃତ୍ୟୁ ସହ ଏକ ବଡ ରହସ୍ୟ ଏବେ ଦୁନିଆଁ ସାମ୍ନାରେ ଆସିସାରିଛି , ଯେଉଁ ଦିନ କଳ୍ପନା ଚାୱଲା ଅନ୍ତରୀକ୍ଷରେ ଯାତ୍ରା ଆରମ୍ଭ କରିଥିଲେ , ସେହି ଦିନ ତାଙ୍କର ମୃତ୍ୟୁ ତୟ ହୋଇସାରିଥିଲା , କେବଳ କଳ୍ପନା ନୁହେଁ ବରଂ ତାଙ୍କ ସାଥିରେ ୭ ଜଣ ଅନ୍ତରୀକ୍ଷ ଯାତ୍ରୀଙ୍କର ଅନ୍ତ ହେବାର ନିଶ୍ଚିତ ଥିଲା , ଅନ୍ତରୀକ୍ଷ ଯାତ୍ରାରେ ୧୬ ଦିନ ଯାଏଁ ଏମାନେ ମୃତ୍ୟୁର ଛାଇରେ ରହିଥିଲେ , ସବୁ ମୁହୁର୍ତ୍ତର ଖବର ନାଶା ସ୍ପେସ୍ ସେଣ୍ଟରକୁ ଦେଉଥିଲେ କିନ୍ତୁ ନାସା ଏହି ସବୁ ଜାଣିକି ମଧ୍ୟ ତାଙ୍କୁ କହିଲା ନାହିଁ କି ତାଙ୍କର ଫେରିବା ଏବେ ମୁସକିଲ୍ ଅଟେ । ଏହାର ଖୁଲାସା ମିଶନ୍ ମଙ୍ଗୋଲିଆର ପ୍ରୋଗ୍ରାମ ମ୍ୟାନେଜର୍ ବେଲ୍ କହିଥିଲେ , ବେଲଙ୍କ ମୁତାବିକ କଲୋମ୍ବିଆ ସ୍ପେସ୍ ଶଟଲ୍ ରୁ ଉଡାଣ ଭରିବାପରେ ଜଣାପଡିଥିଲା କି ଏହା ସୁରକ୍ଷିତ ପୃଥବୀ ପୃଷ୍ଠକୁ ଆଉ ଫେରିବ ନାହିଁ

ଯେବେ ଏହା ବିଷୟରେ ପଚାରାଗଲା କି ଏହି ଘଟଣାର ୧୦ ବର୍ଷ ପରେ ଖୁଲାସା କଣ ପାଇଁ କରାଗଲା , ତେବେ ସେ କହିଲେ କି ନାଶାର ବୈଜ୍ଞାନିକ ଦଳ ଚାହୁଁନଥିଲେ କି ମିଶନରେ ଯାଇଥିବା ଅନ୍ତରିକ୍ଷ ଯାତ୍ରୀଙ୍କୁ ନିଜ ଜୀବନ ଡରି ଡରି ବଞ୍ଚିବେ , ଏଥିପାଇଁ ସେ କୌଣସି ସୁଚନା ଅନ୍ତରୀକ୍ଷ ଯାତ୍ରୀଙ୍କୁ ଦେଇନଥିଲେ,  ତାଙ୍କୁ ଯଦି କୁହାଯାଇଥାନ୍ତା କି ଅମ୍ଳଜାନ ଶେଷ ହେବା ପର୍ଯ୍ୟନ୍ତ ସେ ସ୍ପେସ୍ ଚକ୍କର କାଟିପାରିବେ , କିନ୍ତୁ ଅକ୍ସିଜେନ୍ ଶେଷ ହେବା ପରେ ତାଙ୍କୁ ହିଁ ମରିବାକୁ ପଡିବ । ଏହି ଖୁଲାସା ଏତେ ଭୟାନକ ଥିଲା କି ଲୋକେ ଏହା ଉପରେ ବିଶ୍ୱାସ କରିପାରୁନଥିଲେ  କିନ୍ତୁ ସତ୍ୟତା ଏହା ଥିଲା କି ଅନ୍ତରୀକ୍ଷରେ ଯାଉଥିବା ଭାରତୀୟ ପ୍ରଥମ ମହିଳା କଳ୍ପନା ମୃତ୍ୟୁ ଯାତ୍ରା ସମୟରେ ତୟ ହୋଇଯାଇଥିଲା , ଦେଶର ପ୍ରଥମ ମହିଳା ଯିଏକି ଅନ୍ତରିକ୍ଷକୁ ଲୁଚାଇଥିଲେ , ଓ ନିଜ ଏହି କାରନାମା ରୁ ସେ ଆଜି କୋଟିଏ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଯାଇଛନ୍ତି , ସେ ଆଉ କେହି ନୁହେଁ ବରଂ ଦେଶର ବାହାଦୁର ଝିଅ କଳ୍ପନା ଚାୱଲା ଅଟନ୍ତି , ଏହା ସେହି କଳ୍ପନା ଚାୱଲା ଅଟନ୍ତି ଯିଏକି ଆଜି ବି ମନ ପଡନ୍ତି ଭାରତୀୟ ସେନା ତାଙ୍କ ପାଇଁ ଆଜି ଗର୍ବିତ  ।

୧୬ ଫେବୃୟାରୀ ୨୦୦୩ ରେ ସେହି ତାରିଖ ଯେବେ ଦେଶ ନିଜ ଝିଅ କଳ୍ପନା ଚାୱଲାଙ୍କୁ ସବୁଦିନ ପାଇଁ ହରାଇବସିଥିଲା,  ୧୬ ଜାନୁୟାରୀକୁ କଲମ୍ବିଆ ସାତ ମେଧାବୀ ବୈଜ୍ଞାନିକ ସହ ସେ ଯାତ୍ରାରେ ବାହାରିଲେ , କିନ୍ତୁ କିପରି ୧୫ ଦିନ ପରେ ସେ ଏକ ମିଶନ ଦୁର୍ଘଟଣାରେ ବଦଳିଗଲା , ଓ ଦେଶର ଏହି ବାହାଦୁର ଝିଅ ସବୁଦିନ ତାରାକୁ ଛୁଇଁବାକୁ ଆଶା ରଖିଥିଲେ କିନ୍ତୁ ସେ ନିଜେ ତାରା ହୋଇଗଲେ , ଓ ଲୋକଙ୍କୁ ଜଣା ବି ପଡିଲା ନାହିଁ , କଳ୍ପନା ଚାୱଲାଙ୍କୁ ଜାଣିଥିବା ଲୋକ କହନ୍ତି କି ସେ ଛୁଆ ବେଲରୁ ଉଡିବାର ସ୍ୱପ୍ନ ଦେଖୁଥିଲେ , ସେ ଦିନ ଇତିହାସ ପାଇଁ ଅମର ହୋଇଗଲେ , ନିଜ ଝିଅ କଳ୍ପନା ଚାୱଲା ସବୁଦିନ ପାଇଁ ହରାଇଦେଲେ , କିନ୍ତୁ ଏହି ଦୁର୍ଭାଗ୍ୟପୁର୍ଣ୍ଣ ଦୁର୍ଘଟନାରେ କେବଳ ଏକ ଦିନ ପୁର୍ବରୁ କଳ୍ପନା ଚାୱଲା ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦ୍ରକୁମାର ଗୁଜରାଲଙ୍କ ସହ କଥା ହୋଇଥିଲେ ,

କଳ୍ପନା ଏହି ସମୟରେ ବହୁତ ଖୁସି ଜଣାଯାଉଥିଲେ , ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତାରେ କଳ୍ପନା ଚାୱଲା ଙ୍କୁ ଦେଖେଇକରି କହିଲେ କି କେବଳ ତାଙ୍କର ନୁହେଁ ବରଂ ସବୁ ଭାରତୀୟଙ୍କ ଛାତି ଆଜି ତାଙ୍କର ପାଇଁ ଗର୍ବରେ ଫୁଲି ଉଠିଛି । ନାସା ବୈଜ୍ଞାନିକ ଓ ଅନ୍ତରିକ୍ଷ ଯାତ୍ରୀ କଳ୍ପନା ଚାୱଲାଙ୍କ ଜନ୍ମ ହରିଆଣାର କରନାଲ୍ ରେ ହୋଇଥିଲା , କଳ୍ପନା ଅନ୍ତରିକ୍ଷରେ ଯିବାର ପ୍ରଥମ ଭାରତୀୟ (ଯିଏକି ଆମେରିକା ନାଗରିକତା ନେଇଥିଲେ) ମହିଳା ଥିଲେ , ତାଙ୍କ ବାପାଙ୍କ ନାମ ବନାରସି ଲାଲ ଚାୱଲା ଓ ମା ଙ୍କ ନାଁ ସଜ୍ୟୋତି ଥିଲା , କଳ୍ପନା ଫ୍ରାନ୍ସ ର ଜାନ୍ ପିୟରଙ୍କୁ ବିବାହ କରିଥିଲେ ଯିଏକି ଜଣେ ଫ୍ଲାଇଙ୍ଗ୍ ଇନସପେକ୍ଟର ଥିଲେ ।

ଜାଣନ୍ତୁ କଳ୍ପନା ଚାୱଲାଙ୍କ ବିଷୟରେ ୧୦ ଟି ରୋଚକ କଥା :

୧) କଳ୍ପନା ଚାୱଲା ପ୍ରାରମ୍ଭିକ ପାଠପଢା କରନାଲର ଟେଗୋର୍ ସ୍କୁଲ୍ ରୁ କରିଥିଲେ ।

୨) କଳ୍ପନା ୧୯୮୨ ରେ ଚଣ୍ତିଗଡ ଇଞ୍ଜିନିୟରିଙ୍ଗ୍ କଲେଜରୁ ଏରୋନୋଟିକଲ୍ ଇଞ୍ଜିନିୟରିଙ୍ଗ୍ ଡିଗ୍ରୀ ଓ ୧୯୮୪ ରେ ଟେକ୍ସାସ୍ ୟୁନିଭରସିଟିରୁ ଏୟରୋସ୍ପେସ୍ ଇଞ୍ଜିନିୟରିଙ୍ଗ୍ ଡିଗ୍ରୀ ହାସିଲ୍ କରିଥିଲେ ,

୩) ୧୯୮୮ ରେ ସେ ନାସା ପାଇଁ କାମ କରିବା ଆରମ୍ଭ କରିଦେଲେ ।

୪) କଳ୍ପନା ଜେଆର୍ ଡି ଟାଟା ଯିଏକି ଭାରତର ଅଗ୍ରଣୀ ପାଇଲଟ୍ ଓ ଉଦ୍ୟୋଗପତି ଥିଲେ  ତାଙ୍କ ଠାରୁ ପ୍ରଭାବିତ ଓ ପ୍ରେରିତ୍ ଥିଲେ ।

୫) ୧୯୯୫ ରେ ନାସା ଅନ୍ତରିକ୍ଷ ଯାତ୍ରା ପାଇଁ କଳ୍ପନାକୁ ଚୟନ କରିଥିଲା ।

୬) ସେ ଅନ୍ତରିକ୍ଷ ପ୍ରଥମ ଉଡାଣ ଏସ୍ ଟି ଏସ୍ ୮୭ କଲମ୍ବିଆ ଶଟଲ୍ ରୁ ସଂପନ୍ନ କରିଥିଲେ , ଏହାର ଅବଧି ୧୯ ନଭେମ୍ବର ୧୯୯୭ ରୁ ୫ ଡିସେମ୍ବର ୧୯୯୭ ଥିଲା ।

୭) ଅନ୍ତରିକ୍ଷ ପ୍ରଥମ ଯାତା ସମୟରେ ସେ ଅନ୍ତରିକ୍ଷରେ ୩୭୨ ଘଣ୍ଟା ବିତାଇଲେ ଓ ପୃଥିବୀ ୨୫୨ ଥର ପରିକ୍ରମା ପୁରା କରିଥିଲେ ।

୮) ଏହି ସଫଳ ମିଶନ ପରେ କଳ୍ପନା ଅନ୍ତରିକ୍ଷ ପାଇଁ ଦ୍ୱିତୀୟ ଉଡାଣ କଲୋମ୍ବିଆ ସଟଲରୁ ୨୦୦୩ ରେ ପୁରା କରିଥିଲେ ।

୯) ୧ ଫେବୃୟାରି ୨୦୦୨ କୁ ପୃଥିବୀକୁ ଫେରିବା କ୍ରମରେ ଏହି ଯାନ ପୃଥିବୀ କକ୍ଷାରେ ପ୍ରବେଶ କରି ଭାଙ୍ଗି ଚୁର୍ ମାର୍ ହୋଇଗଲା ।

୧୦) ଏହି ଘଟଣାରେ କଳ୍ପନାଙ୍କ ସହ ଛଅଜଣ ଅନ୍ତରିକ୍ଷ  ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା , କଳ୍ପନା ସେମିତି ଶାରରିକ ରୁପରେ ଆମ ମଧ୍ୟରେ ନାହାନ୍ତି କିନ୍ତୁ ଅନ୍ତରିକ୍ଷରେ ହେଉଥିବା ସବୁ ଗବେଷଣାରେ କଳ୍ପନାଙ୍କ ଅବଦାନ ବହୁତ ଥିଲା ।

Leave a Reply

Your email address will not be published. Required fields are marked *