November 7, 2024

Odia Express

Leading Odia News Portal of Odisha

ଯେବେ ଇଣ୍ଟରଭ୍ୟୁ ସମୟରେ ଗୋଟେ ଝିଅକୁ ପଚାରାଗଲା ଏମିତି ପ୍ରଶ୍ନ – ଏପରି କେଉଁ ଜିନିଷ ଅଛି ଯାହାକୁ ଖାଇବାପାଇଁ କିଣାଯାଏ କିନ୍ତୁ ଖିଆ ହୋଇନଥାଏ ? ଜବାବ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ…

ଆଜିର ସମୟରେ ସମସ୍ତେ ଆଗକୁ ବଢିବାକୁ ଚାହଁନ୍ତି ଓ ସମସ୍ତେ ଚାହଁନ୍ତି କି ତାଙ୍କ ପାଖରେ ପାଠ ପଢା ପୁରା ହୋଇଯିବା ପରେ ସେ ସରକାରୀ ଚାକିରି କରିବେ , ଆମେ ସବୁ ଜାଣିଛେ କି ଏହା ଏତେ ସହଜ ହୋଇନଥାଏ , କାରଣ ଆଜିକା ଯୁଗରେ ପ୍ରତିଯୋଗିତା ଏତେ ବଢିଯାଇଛି କି ବ୍ୟକ୍ତିକୁ ସଫଳ ହେବାକୁ ହେଲେ ବହୁତ କିଛି ପରିଶ୍ରମ କରିବାକୁ ପଡିପାରେ ,ଯେପରି ଆପଣଙ୍କୁ କହିଦେବୁ କି ଯଦି ଆପଣ ସରକାରୀ ଚାକିରିରେ ଉଚ୍ଚ ପଦ ପାଇବାକୁ ଚାହୁଁଛନ୍ତି ତେବେ ତାହାର ପ୍ରକିୟା ବହୁତ କଠିନ ହୋଇଥାଏ । ଏଥିପାଇଁ ଆପଣଙ୍କୁ ଲିଖିତ ପରୀକ୍ଷାରେ ପାସ୍ ହେବାକୁ ପଡିଥାଏ , କିନ୍ତୁ ଏହା ଏତିକିରେ ନୁହେଁ ଏହା ସହ ଆପଣଙ୍କୁ ସାକ୍ଷାତକାର ବା ଇଣ୍ଟରଭ୍ୟୁ ଦେବାକୁ ପଡିଥାଏ ଯାହାକି ସାମାନ୍ୟ ହୋଇନଥାଏ,

ଏହା ପାଇଁ ଆପଣଙ୍କ ଏକ୍ସଟ୍ରା ଥିଙ୍କିଙ୍ଗ୍ ପାୱାର୍ ସହ ଏକ୍ସଟ୍ରା ପ୍ରତିଭା ହେବା ବହୁତ ଜରୁରୀ ହୋଇଥାଏ , ତାହା ପରେ ଯାଇ ଏହି ପରୀକ୍ଷାକୁ ପାସ୍ କରିପାରିବେ , ସେମିତି ଆପଣଙ୍କୁ କହିଦେବୁ କି ଇଣ୍ଟରଭ୍ୟୁରେ ପଚାରା ଯାଈଥିବା ସବୁ ପ୍ରଶ୍ନ ବହୁତ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ ସେହି ପ୍ରଶ୍ନଗୁଡିକ ଆଧାରରେ ଆପଣଙ୍କ ଆଇକ୍ୟୁ ଚେକ୍ କରାଯାଏ , ଯାହା ଆପଣଙ୍କ ବୁଝିବା ବିଚାରିବାର ଶୈଳୀକୁ ପ୍ରତିପାଦିତ କରିଥାଏ , ତେବେ ଆସନ୍ତୁ ଜାଣିବା ଆଇଏଏସ୍ ପରୀକ୍ଷାର ସାକ୍ଷାତକାର ପରୀକ୍ଷାରେ ପଚାରାଯାଇଥିବା କିଛି ପ୍ରଶ୍ନ ଗୁଡିକ ଉପରେ ।

୧) କୁହନ୍ତୁ ମହିଳାଙ୍କ ଏପରି କେଉଁ ରୁପ ଅଛି ଯାହାକୁ ସମସ୍ତେ ଦେଖିପାରିବେ କିନ୍ତୁ ଜଣେ ସ୍ୱାମୀ ତାର ସେହି ରୁପକୁ ଦେଖିପାରିବ ନାହିଁ ?

ଉତ୍ତର : ବିଧବା ରୁପ ।

୨) କୁହନ୍ତୁ ଏପରି କେଉଁ ଜିନିଷ ଅଛି ଯାହା ବ୍ୟକ୍ତି କିଣିଥାଏ , କିନ୍ତୁ ପିନ୍ଧେନାହିଁ କି କିଣେ ନାହିଁ ?

ଉତ୍ତର : କଫନ୍

୩) କୁହନ୍ତୁ ଏପରି କେଉଁ ଜିନିଷ ଅଛି ଯାହାକୁ ଖାଇବାପାଇଁ କିଣାଯାଏ କିନ୍ତୁ ଖିଆ ହୋଇନଥାଏ ?

ଉତ୍ତର : ପ୍ଲେଟ୍

୪) ଗୋଟେ ବ୍ୟକ୍ତି ବିନା ନିଦରେ କିପରି ଆଠ ଦିନ ବିନା ନିଦରେ ରହିପାରିବ ?

ଉତ୍ତର : କାରଣ ବ୍ୟକ୍ତି ରାତିରେଶୋଇଥାଏ , ତାପରେ ବି ଦିନରେ କଣ ଶୋଇବା ଦରକାର !

୫) କୁହନ୍ତୁ ବିବାହର ଚତୁର୍ଥୀ ରାତିରେ ସ୍ତ୍ରୀ ନିଜ ସ୍ୱାମୀକୁ କଣ ଦେଇଥାଏ ?

ଉତ୍ତର : କେସର୍ ବାଲା କ୍ଷୀର୍ ।

Leave a Reply

Your email address will not be published. Required fields are marked *