November 7, 2024

Odia Express

Leading Odia News Portal of Odisha

ମଜାଦାର୍ ଜୋକ୍ସ : ୩ ଥର ଫେଲ୍ ହେବାପରେ ଝିଅ ଏକେଲା ପ୍ରୋଫେସର୍ ରୁମରେ ଗଲେ ଓ କହିଲେ ମୋର ପାସ୍ ହେବାପାଇଁ କିଛି ବି କରିପାରିବି – ତା ପରେ ସାର କହିଲେ…

ଆମେ ସମସ୍ତେ ଚାହିଁଥାଉ କି କିଛି ଡେରିରେ ହେଲେ ଠିକ୍ ନିଜ ଚିନ୍ତା ଭରା ଜୀବନରେ ମୁକ୍ତି ମିଳିପାରିବ , ଏଥିପାଇଁ ଆଜି ଆମେ ଏହି ଚିନ୍ତାକୁ ଦୁର କରିବାକୁ ପ୍ରୟାସ କରିବୁ , ଆଜି ଆମେ ଆପଣଙ୍କ ପାଈଁ କିଛି ମଜାଦାର୍ ଚୁଟକୁଲା ନେଇକରି ଆସିଛୁ , ଯାହାକୁ ପଢିବାପରେ ଆପଣଙ୍କ ହସକୁ ଅଟକାଇପାରିବେ ନାହିଁ , ଯିଏବି ଏହି ଚୁଟକୁଲାକୁ ଆବିଷ୍କାର କରିଛନ୍ତି ସେ ବହୁତ ପୁଣ୍ୟର କାମ କରିଛନ୍ତି , କାରଣ ଆଜିର ସମୟରେ ନିଜ ମଧ୍ୟରେ ଏତେ ବ୍ୟସ୍ତ ହୋଇଯାଇଛେ କି ଯାହାର କାରଣରୁ ସେ ପୁରା ଚିନ୍ତାରେ ରୁହନ୍ତି , ଯାହାର କାରଣରୁ ହସିବା ଭୁଲି ଯାଉଛେ ।

୧) ପୁଅ : ଶୁଣ ଟିକେ ! ଝିଅ : ଚୁପ୍ ରୁହ , ଖାଇବା ସମୟରେ କଥା ହୁଅନ୍ତି ନାହିଁ  ଖାଇବାପରେ ଝିଅ : ଏବେ କୁହ ! ପୁ : ତୋର ପ୍ଲେଟ୍ ରେ କକରୋଚ୍ ଥିଲା , ଓ ତମେ ତାକୁ ଖାଇଦେଲ ।

୨) ୩ ଥର ଲଗାତାର ଫେଲ୍ ହେବାପରେ ଗୋଟେ ଝିଅ ନିଜ ପ୍ରୋଫେସର୍ କୁ ଯାଇ କହିଲା କି ମୁଁ ପାସ୍ ହେବାପାଇଁ ସବୁ କିଛି କରିପାରେ , ପ୍ରୋଫେସର୍ : କିଚି ବି କରିପାରିବ , ଝିଅ : ହଁ କିଛି ବି , ପ୍ରୋଫେଅର୍ ,ଯଦି କିଛି କରିପାରିବୁ ତେବେ କିଛି ପଢିନେ ଝିଅ !

୩) ଦୋକାନୀ : କୁହନ୍ତୁ ସାହେବ୍ କଣ ଦରକାର , ପପୁ : ନିଜ ହେବାକୁ ଥିବା ସ୍ତ୍ରୀର କୁକୁର ପାଇଁ କେକ୍ ଦରକାର , ଦୋକାନୀ ଏଠାରେ ଖାଇବେ ନା ପ୍ୟାକ୍ କରିଦେବି ,

୪) ଗୋଟେ ବ୍ୟକ୍ତିର ସ୍ତ୍ରୀ ନିଖୋଜ ହୋଇଗଲା , ସେହି ବ୍ୟକ୍ତି ପେପରରେ ନିଜ ସ୍ତ୍ରୀର ନିଖୋଜ ହେବାର ଖବର କିଚି ଏପରି ଛପାଇଲା ମୋର ସ୍ତ୍ରୀ ଗତ ପାଞ୍ଚ ଦିନରୁ ନିଖୋଜ ଅଛି , ଯିଏ ବି ଏହି ଖବର ପାଇବ ଓ ତାକୁ ଖୋଜିକି ପାଇବ ସେ ନିଜ ଜୀବନରୁ ପାଣି ଛଡାଇଦେବ ,

୫) ଗୋଟେ ବ୍ୟକ୍ତିର ସ୍ତ୍ରୀ ଅପହରଣ ହୋଇଗଲା , ଅପହରଣକାରୀ ତାକୁ ଫୋନ୍ ଲଗାଈଲେ , ଯଦି ଆଜି ରାତି ପର୍ଯ୍ୟନ୍ତପଇସା ନ ଦେଉଛ ତେବେ ତୁମର ସ୍ତ୍ରୀକୁ ମାରିଦେବୁ , ସ୍ୱାମୀ : ଚୁପ୍ ରହିଲା । ଆଗାମୀ ଦିନ ଫୋନ୍ ଆସିଲା , ଆଜି ରାତିରେ ପଇସା ନଦେଲେ ପକ୍କା ମାରିଦେବୁ , ସ୍ୱାମୀ : ଚୁପ୍ ରହିଲା , ଆଗାମୀ ଦିନ ଆଉଥରେ ଫୋନ୍ ଆସିଲା , ଯଦି ଆଜି ରାତିରେ ପଇସା ଦେଇଦେଲ ତେବେ ତୁମ ସ୍ତ୍ରୀକୁ ନିରାପଦ ଭାବେ ଘରକୁ ପଠାଇଦେବୁ  ସ୍ୱାମୀ ଚିଲ୍ଲାଇକରି କହିଲା ଡରାଉଛ କାହାକୁ ପଇସା କୁହ ପଇସା

୬) ଗୋଟେ ମାଛି ପ୍ରଥମ ଥର ଉଡିଲା , ଯେବେ ସେ ଉଡିକରି ଫେରିଲା ତେବେ ତାର ବାପା ପଚାରିଲେ , କିପରି ଲାଗିଲା ପୁଅ ଉଡିକି , ମାଛି ବହୁତ ଭଲ , ମୁଁ ଯେଉଁଠିକି ଗଲି ସେଠାରେ ତାଲିଆଁ ବଜାଉଥିଲେ,

୭) ସେକ୍ରେଟେରି ଅଫିସ୍ ରେ ଆସିବା ପରେ ବସ୍ ଙ୍କୁ କହନ୍ତି କି ସାର୍ ଆପଣଙ୍କ ସ୍ତ୍ରୀ ମୋର ସନ୍ଦେହ ଭରା ଆଖିରେ ଦେଖୁଛନ୍ତି , ବସ୍ ଏକ ଲମ୍ବା ନିଶ୍ୱାସ ନେଲେ , କହିଲେ କାରଣ ତୁମ ପୁର୍ବରୁ ସେ ମୋର ସେକ୍ରେଟେରି ଥିଲା ।

୮) ଟିଚର୍ କ୍ଲାସ୍ ରେ ପଢାଉଥିଲେ ଛୁଆମାନେ ଆଜି ତୁମକୁ ମୁଁ ଶିଖାଇବି ଶିକ୍ଷକ : ପପୁ ଠିଆ ହୋଇଯା , ପପୁ : ହଁ ମ୍ୟାଡମ୍ , ଶିକ୍ଷକ : କହ ରାମ ମୋତେ ଭଲ ପାଏ ନାହିଁ ଏହାକୁ ଇଂରାଜୀରେ ଏକ ଶବ୍ଧ ବନାଅ , ପପୁ ରାମ ପାଗଳା ଟା , ଆଉଥରେ ଆମକୁ ମଉକା ଦିଅନ୍ତୁ ।

Leave a Reply

Your email address will not be published. Required fields are marked *