ଆସନ୍ତୁ ଜାଣିବା ତୁଳସୀ ପତ୍ରକୁ ତକିଆ ତଳେ ରଖି ଶୋଇବା ଦ୍ୱାରା କଣ ହେବ – ଏବେ ଜାଣିରଖନ୍ତୁ…

ଆସନ୍ତୁ ବନ୍ଧୁଗଣ ଜାଣିବା କି ମାତ୍ର ୪ଟି ତୁଳସୀ ପତ୍ରକୁ ଆପଣ ତକିଆ ତଳେ ରଖି ଶୋଇବା ଦ୍ୱାରା କଣ ହୋଇଥାଏ।ଆପଣ ଜାଣିଛନ୍ତିକି ହିନ୍ଦୁଧର୍ମରେ ତୁଳସୀ ଗଛକୁ ପୂଜା କରାଯାଏ ଓ ତୁଳସୀକୁ ବିଭିନ୍ନ ରୋଗର ନିବାରଣ ପାଇଁ ତାକୁ ମଧ୍ୟ ସେବନ ବି କରନ୍ତି ଏହା କୁ ଜାଣି ସବୁ ଧର୍ମର ଲୋକ ମାନେ ତୁଳସୀ ଗଛ ନିଜ ଘରେ ରଖିବା ଆରମ୍ଭ କଲେଣି।ତୁଳସୀର ପତ୍ର ରକ୍ତଚାପ ଓ କୌଣସି ପ୍ରକାର ପେଟ ରୋଗ ହେଉବା କୌଣସି ପ୍ରକାର ମସ୍ତିସ୍କ ଅସୁବିଧା ହେଉ ତାକୁ ଠିକ କରିଥାଏ ଯଦି ପୁରୁଷ ମାନଙ୍କୁ କୌଣସିବି ଅସୁବିଧା ହୋଇଥାଏ ତ ବିଭିନ୍ନ ପ୍ରକାର ରୋଗ ଯେମିତିକି କର୍କଟ ଇ ଏଡସ ଭଳି ରୋଗ ଆମଠାରୁ ଦୁରେଇ ରହିଥାଏ ଓ ବିଭିନ୍ନ ପ୍ରକାର ରୋଗ ଯେଉଁ ଗୁଡାକି ଭଲ ହେବାର ସମ୍ଭବ ଯୋଗ୍ୟ ନୁହେଁ ତାହା ତୁଳସୀ ଦ୍ୱାରା ଭଲ ହେବାର ସମ୍ବାବନା ଥାଏ ଆଉ ବେଦ ମାନଙ୍କରେ କୁହାଯାଇଛି କି ତୁଳସୀକୁ ପୂଜା କରିବା ଦ୍ୱରା ଅତ୍ୟନ୍ତ ଅସମ୍ଭବ ପ୍ରକାରର ରୋଗ ଆଦି ଭଲ ହୋଇଥାଏ।
ସକାଳୁ ଉଠିବା ମାତ୍ରେ ଆପଣ ଗୋଟେ ନୋଟା ଜଳ ତୁଳସୀକୁ ଅର୍ପଣ କରିବା ଉଚିତ ଏମିତି କରିବା ଦ୍ୱାରା ଘରେ ଗୋଟେ ସକାରାତ୍ମକ ମନଭାବ ଆସିବ ଓ ସମସ୍ତେ ଖୁସି ଖୁସି ନିଜର କାର୍ଯ୍ୟ କରିପାରିବେ।ଯଦି ଆପଣ ତୁଳସୀ ଗଛରେ ଭଲ ଯତ୍ନ ନେଉଛନ୍ତି ଭଲ ଭାବରେ ତାର ପାଣି ଦେଇଛନ୍ତି ନା କମ ପାଣି ନା ବେଶୀ ପାଣି ତାପରେ ବି ଯଦି ତୁଳସୀ ଗଛ ମରିଯାଉଛି ତ ଆପଣ ଜାଣିବେକି ଆପଣଙ୍କ ଉପରେ ଆସୁଥିବା ବିପଦ ମା ନିଜ ଉପରେ ନେଇଗଲେ।ଆପଣ ତୁଳସୀ ପତ୍ରକୁ ତକିଆ ତଳେ ୪ ଟି ପତ୍ର ରଖି ସୋଇବେ ତାପରେ ସକାଲୁ ୨ଟି ପାଖରେ ରଖିବେ ଆଉ ୨ଟିକୁ ଖାଇଦେବେ ଏହାକୁ ବାର ବାର ୪୩ ଦିନ ପର୍ଯ୍ୟନ୍ତ ଆପଣ କରିବେ।ଏହାର କାରଣ ହେଲା ଭଲ ନିଦ ଆସିବାରେ ସାହାର୍ଯ୍ୟ କରିବ,ଜୀବନରେ ଯଦି କିଛି ନିର୍ଣ୍ଣୟ ନେଇ ପାରୁ ନାହାନ୍ତି ତ ଏହା ଆପଣଙ୍କୁ ସାହାୟତା କରେ।
ଆପଣ ଯଦି ଚାହୁଁଛନ୍ତି କି ଆପଣଙ୍କ ସବୁ କାମ ପୁର୍ଣ୍ଣ ହେଉ ଆପଣ କଣ କରିବେ ନା ତୁଳସୀର ସରକୁ ନିମନ୍ତ୍ରଣ କରି ଗଙ୍ଗା ଜଳରେ ଧୋଇ ମନ୍ତ୍ରୀତ କରିବା ଓ ମନ୍ତ୍ରୀତ କଲାବେଳେ “ଓଁ ନମୋ ଭଗବତେ ବାସୁଦେବାୟ” ମନ୍ତ୍ରର ଜାପ କରିବା ଉଚିତ ଗୁରୁବାର ଦିନ ହଳଦିଆ ବସ୍ତ୍ରରେ ବାନ୍ଧି ଧାରଣ କରିବା ଉଚିତ ଏମିତି କରିବା ଦ୍ୱରା ଧନ ଓ ଚାକିରୀ ସମ୍ବନ୍ଧୀୟ ଅସୁବିଧା ଦୁର ହେବ।ଯଦି ଆପଣ ଚାହୁଁଛନ୍ତିକି ଆପଣ ଧନୀ ହୁଅନ୍ତୁ ତାହେଲେ ଆପନ ଘର ଆଗରେ ତୁଳସୀ ଗଛ ଲଗାନ୍ତୁ ଓ ତାର ଉଚିତ ଯତ୍ନ ନେବା ଆବଶ୍ୟକ।
ଏମିତି କରିବା ଦ୍ୱାରା ଘର ଧନ ଧାନ୍ୟରେ ପରିପୂର୍ଣ୍ଣ ହେଇଯିବ।ଆପଣଙ୍କ ଘର ଲୋକ ସମସ୍ତେ ଅଳ୍ପ ଅଳ୍ପ କରି ତୁଳସୀ ମୂଳରେ ପାଣି ଦେବା ଦରକାର ଆଉ ଘରେ ସମସ୍ତଙ୍କୁ ଚାରଟି ତୁଳସୀ ପତ୍ର ବିନା ଚୋବେଇ ଦଳି ପାଣି କିମ୍ବା ଦହି ଶହ ସେବନ କରିବା ଉଚିତ ପେଟରେ ଥିବା ଜୀବାଣୁ ମରିବା ଶହ ବୁଦ୍ଧି ପ୍ରଖର ହୁଏ ଓ କୌଣସିବି ପେଟ ବିଷୟରେ ରୋଗ ହୋଇଥାଏ ତ ସେବୀ ଭଲ ହୋଇଥାଏ।ତୁଳସୀ ପତ୍ର ଆପଣ ଯଦି ସବୁଦିନ ସେବନ ନକରି ପାରୁଛନ୍ତି ତ ଆପଣ ତୁଳସୀ ମାଳା ବେକରେ ଧାରଣ କରିବା ଉଚିତ ସାଙ୍ଗମାନେ କାହାର ଖରାପ ନଜର ଆଜି ଲାଗିନଥାଏ ଓ ନକରାତ୍ମକ ଶକ୍ତିର ପ୍ରଭାବ ପଡେନାହିଁ ଓ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ।
ଯଦି ଆପଣଙ୍କ ସନ୍ତାନ ଅଧିକ ଜିଦିଆ ହେଇଯାଉଛି ତାହେଲେ ଘରର ପୂର୍ବ ଦିଗରେ ଥିବା କୌଣସି ତୁଳସୀ ଗଛର ପତ୍ର ଆପଣଙ୍କୁ ତାକୁ ରବିବାର ଛାଡି ଆଉ ସବୁବାର ଖୋଇଦେବେ।ଯଦି ଆପଣ ଦେଖୁଛନ୍ତି ଝିଅର ବାହାଘର ହେଉନାହିଁ ତ ତୁଳସି ଗଛକୁ ଘରର ଦକ୍ଷିଣ ପୂର୍ବରେ ରଖି ଜଳ ଅର୍ପଣ କରିବା ଦରକାର ଏହା ଦ୍ୱରା ଶିଘ୍ର ହିଁ ଯୋଗ୍ୟ ବରର ପ୍ରାପ୍ତି ହୋଇଥାଏ। ତୁଳସୀର ଆଠଟି ନାମର ସ୍ମରଣ ଦ୍ୱାରା ଜୀବନରେ କୋୖଣସି ଲରକାର ସଙ୍କଟ ଆସେ ନାହିଁ। ଯେମିତିକି: ବୃନ୍ଦା,ବୃନ୍ଦାବତୀ,ବିଶ୍ଵପୁଜିତା,ବିଶ୍ଵପାବନୀ,ପୁଷ୍ପସାରା,ନନ୍ଦିନି,ତୁଳସୀ ଓ କୃଷ୍ଣ ଜୀବନୀ।