ଯଦି ଆପଣଙ୍କ ଘରେ ମଶା ହେଉଛନ୍ତି ତେବେ ଆସନ୍ତୁ ଜାଣିବା ଆପଣ କିପରି ନିଜ ଘରୁ ମୁଷାମାନଙ୍କୁ ତଡି ପାରିବେ -ଜୀବନରେ ଆଉ କେବେ ଆସିବେ ନାହିଁ ମୂଷା…

ନମସ୍କାର ବନ୍ଧୁଗଣ ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ଯଦି ଆପଣ ଆପଣଙ୍କ ଘରେ ମୁଷା ମାନଙ୍କ ପାଦୃଭାବରେ ଆପଣ ଅସୁବିଧାରେ ଅଛନ୍ତି କି ମୁଷାମାନେ ଆମ ଘରର ସବୁଠୁ ଦାମିରୁ ଦାମୀ ଜିନିଷକୁ ଖରାପ କରିଦେଇ ଥାଆନ୍ତି ଯାହାଦ୍ୱାରା ଆମ ମାନଙ୍କୁ ବହୁତ ଅସୁବିଧା ହୋଇଥାଏ କିନ୍ତୁ ଏମାନଙ୍କୁ ମାରିବାବି ଠିକ ହୋଇନଥାଏ।ଆଜି ଆମେ ଏମିତି କିଛି କରିବା ଯାହାଦ୍ୱାରା ମୁଷା ମରିବେନି କିନ୍ତୁ ଆମ ଘର ଛାଡି ସବୁଦିନ ପାଇଁ ପଳେଇବେ ଓ ଆଉଥରେ ଆସିବାକୁ ତାଙ୍କର ଇଛାବି ହେବ ନାହିଁ।ଆମେ ଏହିଠାରେ ସେ ଉପାୟ ଟି କହିବାକୁ ଯାଉଛୁ ଯାହାଦ୍ୱାରା ଆମ ଘରୁ ମୁଷାମାନେ ପଳେଇବେ।
ଏ ଉପାୟରେ ଆପଣଙ୍କୁ କୌଣସି ଔଷଧର ମଧ୍ୟ ବ୍ୟବହାର କରିବାକୁ ପଡିବ ନାହିଁ ଆପଣଙ୍କୁ ସାଧାରଣତ କେବଳ ଗୋଟେ ଗିନାରେ ଅପଣଙ୍କୁ ନେବାର ଅଛି ଅଳ୍ପ ଅଟା ଏ ସେଇ ଅଟା ଆପଣ ଯାହାର ଘରେ ରୁଟି ତିଆରି କରନ୍ତି ଆପଣଙ୍କୁ ନବାର ଅଛି ଗହମ ର ଅଟା।ତାପରେ ସେ ଅଟାରେ ମିସେଇବାର ଅଛି ଶୁଦ୍ଧ ଦେଶୀ ଘିଅ କାହିଁକି ନା ସେ ଘିଅ ରୁ ଭଲ ବାସ୍ନା ଆସିଥାଏ କାରଣ ମୁଷା ମାନଙ୍କୁ ଘିଆର ବାସ୍ନା ବହୁତ ଆକର୍ଷିତ କରିଥାଏ ଓ ସେମାଙ୍କୁ ଘିଅ ବହୁତ ପସନ୍ଦ ହୋଇଥାଏ।ଏବେ ପ୍ରସ୍ତୁତ ହେଇଗଲା ଉପାୟ ମୁଷା ମାନଙ୍କୁ ଡାକିବାର ଆପଣ ମାତ୍ର ଗୋଟେ ଗିନା ଅଟାରେ ମାତ୍ର ଗୋଟିଏ ଓ ତା ଅଧା ଚାମୁଚ ଘିଅ ନେବା ତାପରେ ହାତରେ ଭଲ ଭାବରେ ଗୋଳେଇ ମିଶାଇ ଦେବା।
ତାପରେ ସେଥିରେ ଅଧା ଚାମୁଚ ଲଙ୍କା ଗୁଣ୍ଡ ପକାଇବା ଓ ତାକୁବି ଚାମୁଚ ଦ୍ୱାରା ଭଲ ଭାବରେ ମିଶେଇ ଦେବା।ତାପରେ ଆପଣଙ୍କୁ କଣ କରିବାର ଅଛି ନା ଅଳ୍ପ ଅଳ୍ପ କରି ପାଣି ମିସେଇବା ଓ ତାକୁ ଦଳି ଗୋଟେ ଭଲ ଭାବରରେ ଗୁଳା ବନେଇବା ମନେରଖିବେ ଏ ଗୁଳାକୁ ଟାଣ ନୁହେଁ ନରମ ହିଁ ବନେଇବାର ଅଛି ଓ ତାପରେ ଅଳ୍ପ ଘିଅ ନେଇ ସେ ଗୁଳାରେ ଲଗେଇବା ଦରକାର ଓ ତାପରେ ତାର ଛୋଟ ଛୋଟ ଗୁଳା ପ୍ରସ୍ତୁତ କରିବା।
ତାପରେ ଆପଣଙ୍କୁ ଏ ଗୁଲା ଗୁଡିକୁ ଭଲ ଭାବରେ ସେଠି ରଖିବେ ଯେଉଁଠିକୁ ମୁଷାମାନେ ବେସି ଆସନ୍ତି ଯେମିତିକି ଷ୍ଟୋର ରୁମ,ରୋଷେଇ ଘର ଇତ୍ୟାଦି ଆଦି ଜାଗା।ତାପରେ ସେ ଗୁଳା ରଖିବା ଆଗରୁ କିଛି ବିଶେଷ କଥାର ଧ୍ୟାନ ଦେବା ଆବଶ୍ୟକ ଯେମିତିକି ଆପଣ ନିଜ ଗାଧୁଆ ଘର,ଲାଟିନ ଆଦି ଜାଗା ମାନଙ୍କର କବାଟକୁ ଭଲ ଭାବରେ ବନ୍ଦ କରିଦେବା ଉଚିତ ବା ଯେଉଁଠି ପାଣି ଥିବ ସେ ଘର ଯଦି ସେମାନେ ପାଣି ପିଦେବେ ତ ସେମାନେ ଆଉ ଘର ବାହାରକୁ ଯାଇ ପାରିବେ ନାହିଁ ଓ ଆପଣଙ୍କ ମୁଖ୍ୟ କବାଟ ଓ ଝରକା ଅଳ୍ପ ଖୋଲି ଦେବା ଆବଶ୍ୟକ ଯାହାଫଳରେ ସେମାନେ ଘର ବାହାରକୁ ଚାଲିଯିବେ।
ଘିଅର ବାସ୍ନାରେ ଆକର୍ଷିତ ହେବେ କିନ୍ତୁ ଖାଇ ସାଇଲା ପରେ ତାଙ୍କ ସମ୍ପୂର୍ଣ୍ଣ ଶରୀର ପୋଡିବ ଓ ପାଣି ନପାଇ କେଉଁଠାରେବି ସେ ବହୁତ ବିଚଳିତ ହୋଇପଡିବେ ଓ ଆପଣ ଖୋଲା ରଖିଥିବା କବାଟ କିମ୍ବା ଝରକା ଦେଇ ସେ ବାହାରକୁ ଚାଲିଯିବେ। ଆପଣ ଏହି ଉପାୟ ନିଶ୍ଚିନ୍ତ ପ୍ରୟୋଗ କରି ଦେଖନ୍ତୁ ଆପଣଙ୍କୁ ନିଶ୍ଚିନ୍ତ ସୁଫଳ ମିଳିବ ଯାହାଫଳରେ ଆପଣଙ୍କ ଘର ମୁଷା ମୁକ୍ତ ହୋଇଯିବ।