ଏହି ଗୁମ୍ପାରୁ ମିଳିଥାଏ ସ୍ୱର୍ଗର ରାସ୍ତା , ସତ ଜାଣିକରି ଆପଣ ବି ଚକିତ ହୋଇପାରନ୍ତି..

ଏହି କଥା ଜାଣିକରି ଆପଣ ବି ଚକିତ ହୋଇଯାଇଥିବେ କି ଏମିତି କିପରି ହୋଇପାରିବ , କିନ୍ତୁ ସତରେ ଦୁନିଆଁରେ ଏମିତି ଏକ ଗୁମ୍ପା ଅଛି ଯାହା ସ୍ୱର୍ଗର ବାଟ ଦେଖାଇଥାଏ, ଏହି ଗୁମ୍ପାର ଦୁନିଆଁର ବହୁତ କମ୍ ଲୋକ ଜାଣିଛନ୍ତି , ଏଥିପାଈଁ କାରଣ କିଛି ଏମିତି ଜାଗା ହୋଇଥାଏ ଯାହା ବିଷୟରେ କାହାକୁ ବି ଜଣାନଥାଏ ବରଂ ବହୁତ କମ୍ ଲୋକଙ୍କୁ ସେହି ବିଷୟରେ ଲୁକ୍କାୟିତ ରହସ୍ୟମୟ ଘଟଣା ବିଷୟରେ ଜଣାଥାଏ , ଏମିତି ଏକ ଚିନ୍ ଦେଶରେ ସବୁଠାରୁ ଉଚ୍ଚା ଜଣା ଜଣାଯାଉଥିବା ଗୁମ୍ପା ଅଟେ ଯାହା ସ୍ୱର୍ଗ ନେଇକରି ଯାଇଥାଏ , ଏହି ଗୁମ୍ପା ବିଷୟରେ ପୁରା ସୁଚନା ଆଜି ଆମେ ଆପଣଙ୍କୁ ଦେବୁ ।
ଚିନ୍ ରେ ଏମିତି ଏକ ଗୁମ୍ପା ଅଛି ଯାହା ତିୟାନମେନ୍ ମାଉଣ୍ଟେନ୍ ନାମର ପାହାଡରେ ଉପରେ ଅଛି , ସେଠାକାର ବାସିନ୍ଦା ଏହା ବିଶ୍ୱାସ କରନ୍ତି କି ଏହି ଗୁମ୍ପା ସିଧା ସ୍ୱର୍ଗର ରାସ୍ତା ବାହାର କରିଥାଏ , ଏହି ଜାଗା ବହୁତ ପ୍ରଚଳିତ ଅଛି, କାରଣ ଏମିତି ଜାଗା ଚମତ୍କାରୀ ପୁରା ଦୁନିଆଁରେ ଆଉ କେଉଁଠି ବି ନାହିଁ , ଏହି ଗୁମ୍ପାର ନିର୍ମାଣ ପାହାଡ ଭାଙ୍ଗିବା ଦ୍ୱାରା ହୋଇଥିଲା, ଓ ଏହି ଘଟଣା ଦ୍ୱାରା ପାହାଡର ଉପରେ ଏକ ଗୁମ୍ପା ହୋଇଗଲା, ଯାହା ସ୍ୱର୍ଗର ରାସ୍ତା ଯାଏଁ ନେଇଯାଏ ।
ଦୁନିଆଁର ଏହି ସବୁଠାରୁ ଉଚ୍ଚା ପାହାଡ ଉଚ୍ଚତା ହେଲା ୨୪୪୫୯ ଫୁଟ୍ , ଏହି ଗୁମ୍ପା ଯାଏଁ ପହଞ୍ଚିବା ପାଇଁ ଲୋକେ ପ୍ରଥମେ ଏକ ଲମ୍ବା ରୋଫ୍ ଦ୍ୱାରା ଚଢିବାକୁ ପଡିଥାଏ , ଓ ତାହା ପରେ ରାସ୍ତା ଅତିକ୍ରମ କରି ଅନ୍ତରେ ବହୁତ ଗୁଡିଏ ସିଢି ଚଢିବାକୁ ପଡିଥାଏ, ଯାହା ଦ୍ୱାରା ସେ ଏହି ଗୁମ୍ପାକୁ ଦର୍ଶନ କରିପାରନ୍ତି , ଏହି ପାହାଡର ଉଚ୍ଚତା ଏତେ ଅଧିକା କି ଏହା ଛୋଟ ବାଦଲକୁ ଅତିକ୍ରମ କରିଥାଏ , ଓ ମାନାଯାଏ କି ଏଠାକୁ ଖଜଣା ଖୋଜିବାକୁ ଶୋଧକର୍ତ୍ତା ଆସିଥାନ୍ତି , କାରଣ ଏହା ବହୁତ ଦାମିକା ଖଜଣା ଅଛି ବୋଲି ଜଣାଯାଏ , କିନ୍ତୁ ଏହି ଦାମିକା ଜାଗାରୁ ଲୋକ କିଛି ବି ଖଜଣା ପାଇନଥାନ୍ତି ,