ମହାନାୟକ ଅମିତାଭ ବଚ୍ଚନ ଖୋଲିଲେ ଗୁମର, ବଲିଉଡ୍ ଷ୍ଟାରଙ୍କ ବାହାଘରର ଲିଫାପାରେ ରଖାଯାଇଥାଏ ଏତିକି ଟଙ୍କା…

ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ବଲିଉଡ୍ ଇଣ୍ତଷ୍ଟ୍ରିରେ ଏହି ଦିନରେ ବିବାହର ଉତ୍ସବ ବହୁତ ଧୁମଧାମ୍ ରେ ଚାଲିଛି , ଅଭିନେତା ରଣବୀର ଓ ଅଭିନେତ୍ରୀ ଦୀପିକା ପୁର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି , ଏବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଦେଶୀ ବୟଫ୍ରେଣ୍ତ ନିକ୍ ଜୋନ୍ସଙ୍କ ସହ ବିବାହ କରିଛନ୍ତି , ଏତିକି ନୁହେଁ ବଲିଉଡ୍ ରେ ଏହି ସମୟରେ ବିବାହର ଉତ୍ସବରେ ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ବି ବିବାହ କରିନେଇଛନ୍ତି , ଏବେ ଏହି ବିବାହକୁ ନେଇ ଅମିତାଭ ବଚ୍ଚନ ଏକ ଗୁମର ଖୋଲିଛନ୍ତି , ଯେପରି ଆପଣ ଜାଣିଛନ୍ତି କି ବିବାହର ସମାରୋହରେ ଅତିଥି ଆସିବାକୁ ହେଲେ ସେ ବରକନ୍ୟା ପାଇଁ କିଛି ଉପହାର କିମ୍ବା ସଗୁନ୍ ହିସାବରେ ଲିଫାପାରେ କିଛି ଦେଇଥାନ୍ତି , ସମସ୍ତଙ୍କ ମନରେ ଏହା ଭାବନା ରହୁଥିବ କି ବଡ ସେଲିବ୍ରେଟି ଲିଫାପାରେ କିଛି ବଡ ଉପହାର ନିଶ୍ଚିତ ଦେଉଥିବେ କିନ୍ତୁ ଅମିତାଭ ବଚ୍ଚନ ଏହି କଥାକୁ ଖୁଲାସା କଲେ କି ଲିଫାପା ମଧ୍ୟରେ କେତେ ଟଙ୍କା ରଖାଯାଇଥାଏ ।
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ କହିଲେ କି ବଲିଉଡ୍ ରେ ସଗୁନ୍ ର ଉତ୍ସବ ବହୁତ ଆଗରୁ ଚାଲି ଆସୁଛି , ଅତିଥି ମାନେ ବଲିଉଡ୍ ବାହାଘରରେ ତାଙ୍କ ସଗୁନ୍ ଲିଫାପାରେ ଏକ ସମସ୍ୟା ହେଉଥିଲା, ଯିଏ ବି ଅତିଥି ଆସୁଥିଲେ ସେ ମନରେ ଏହା ଭାବୁଥିଲେ କି ଏହି ଲିଫାପା ମଧ୍ୟରେ କେତେ ଟଙ୍କା ରଖାଯିବ , ଓ କେତେ ନୁହେଁ , ଏହା ସହ ଅମିତାଭ ବଚ୍ଚନ କହିଲେ କି ଜୁନିୟର ଆର୍ଟିଷ୍ଟ କିମ୍ବା ମେକଅଫ୍ ମ୍ୟାନ୍ ନିଜ ସିନିୟର୍ ତାରକା କିମ୍ବା ନିର୍ମାତାଙ୍କ ବିବାହରେ ଗଲେ ସଙ୍କୋଚ ମନରେ ଆଣନ୍ତି । ଅମିତାଭ ବଚ୍ଚନ କହିଲେ କି ଏହି ଅସୁବିଧା କାରଣରୁ ସଗୁନ୍ ରେ ୧୦୧ ଟଙ୍କା ଚଳନ ହୋଇଛି , ଓ ବଡରୁ ନେଇକରି ଛୋଟ ସବୁ କଳାକାରମାନେ ଏକ ସୀମା ତୟ କରାଯାଈଛି , ଏହା ପଛରେ ଏହି କାରଣ ଅଛି ଏଥିରେ ଏକ ଟଙ୍କା ବି ଆସିଛି , ଏଥିରେ କାହାକୁ ବି ସଙ୍କୋଚ ଆସିନାହିଁ ।
ଯେବେ କେଉଁ ଦମ୍ପତି ବିବାହକୁ ଯାଇଥାନ୍ତି ତେବେ ସେ ନିଜ ହାତରେ ଏକ ବଡ ଗୋଲାପ ଫୁଲ ବୋଖେ ନେଇକରି ଯିବା ପସନ୍ଦ କରନ୍ତି , କିତୁ ତାଙ୍କ ସ୍ତ୍ରୀ ଜୟା ବଚ୍ଚନଙ୍କୁ ଏହା ବିଲକୁଲ୍ ପସନ୍ଦ ଲାଗେ ନାହିଁ , ଅମିତାଭ ବଚ୍ଚନଙ୍କ କହିବା କଥା କି ତାଙ୍କ ସ୍ତ୍ରୀ ଜୟା ବଚ୍ଚନଙ୍କ ଏହା ମାନିବା କଥା କି ଯେଉଁ ଗୋଲାପର ବୋଖେ ଆମେ ବିବାହର ସମାରୋହରେ ନେଇଯାଉ ତାକୁ ପକାଇଦିଆଯାଏ , ଏମିତିରେ ବହୁତ ଲୋକ ଅଛନ୍ତି ଯିଏ ବଲିଉଡ୍ ବିବାହର ବଡ ବଡ ତାରକାଙ୍କ ବାହାହର ଦେଖିକରି ସେଥିରେ ଦିଆଯାଉଥିବା ସଗୁନ୍ ରେ କିଛି ବଡ ରାଶି କିମ୍ବା ବଡ ଉପହାର ଥିବ ବୋଲି ଭାବିଥାନ୍ତି , ସେଥିପାଈଁ ବଲିଉଡ୍ ବିବାହର ସମାରୋହରେ ୧୦୧ ଟଙ୍କା ଦେବାର ଚଳନ କରାଯାଈଛି ,ଯେଉଁଥିରେ କେଉଁ ଜୁନିୟର୍ ଆର୍ଟିଷ୍ଟ କିମ୍ବା ସିନିୟର କେଉଁ ପ୍ରକାର ସଙ୍କୋଚ କରିବେ ନାହିଁ ।