March 24, 2025

Odia Express

Leading Odia News Portal of Odisha

S ଏବଂ H ନାମକ ଯୋଡିର ବ୍ୟକ୍ତି ବିଶେଷର ଲୋକ କିପରି ହୋଇଥାନ୍ତି – ଯଦି ଆପଣଙ୍କ କିମ୍ବା ଆପଣଙ୍କ ପ୍ରିୟ ଲୋକଙ୍କ ନାମ ସାମିଲ ଅଛି ନିଶ୍ଚୟ ପଢନ୍ତୁ..

ନମସ୍କାର ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଆମେ ଜାଣିବା ଏସ ନାମକ ବ୍ୟକ୍ତିଙ୍କ ସହ ଏଚ ନାମ ଧାରୀ ବ୍ୟକ୍ତିଙ୍କ ଯୋଡି କିପରି ହୋଇଥାଏ ଆଜି ଆମେ ଜାଣିବା।ଯଦି ସେ ବୈବ୍ୟବାହିକ ଜୀବନରେ ସାଥିରେ ଆସିଥାନ୍ତିତ ସେମାନଙ୍କୁ କେଉଁ ସବୁ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ ଆସନ୍ତୁ ଜାଣିବା।ଆଜିର ସମ୍ପୂର୍ଣ୍ଣ କଥା ଆମେ ୭ ଟି ପଏଣ୍ଟ ମାଧ୍ୟମରେ ଦେଖିବା ସେ ଗୁଡିକ ହେଉଛି :-

୧.ବ୍ୟକ୍ତିତ୍ୱ:- ଯେଉଁମାନଙ୍କ ନାମ S ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ପ୍ରଭାବ ସାଳି ହୋଇଥାନ୍ତି ଓ ଲୋକଙ୍କ ଉପରେ ନିଜର ଚାପ ଚିନ୍ହ ଛାଡି ଥାନ୍ତି।।ଏମାନଙ୍କର ସ୍ଵଭାଵ ବହୁତ ପ୍ରଭାବ ସାଳି ହୋଇଥାନ୍ତି।H ନାମର ଲୋକ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି।ଏମାବେ ବହୁତ ସଙ୍କୋଚି ଓ ସମ୍ବେଦନଶୀଳ ହୋଇଥାନ୍ତି।ଏମାନଙ୍କୁ ଏଠାରେ ଅଳ୍ପ ମାତ୍ରାରେ ଅସୁବିଧା ହୋଇଥାଏ।

୨.ଗୁଣ:-S ନାମ ଵାଲା ଲୋକଙ୍କ ଗୁଣ ବହୁତ ରହସ୍ୟମୟୀ ହୋଇଥାଏ।ସେ ସମସ୍ତଙ୍କ ସହ ମିଶି ଯାଆନ୍ତି ଓ ମୁହଁରେ ସବୁ ବେଳେ ହସ ରଖି ଯାଇଥାନ୍ତି,ଲୋକଙ୍କ ସହ ଭଲ ଭାବରେ ବ୍ୟବହାର କରନ୍ତି ଓ ଏମାନଙ୍କ ଗୁଣ ବହୁତ ଭଲ ହୋଇଥାଏ,ଆଉ ଯୁଆଡେ ଯାଆନ୍ତି ସେଠାରେ ନିଜର ଜ୍ଞାନ ବାଣ୍ଟନ୍ତି।ସେଠାରେ H ଅକ୍ଷରର ଲୋକମାନେ ମଧ୍ୟ ବହୁତ ରହସ୍ୟମୟୀ ସ୍ୱଭାବର ହୋଇଥାନ୍ତି।ଏମାନେ କଣ କହିବାକୁ ଚାହିଁଛନ୍ତି ତାଙ୍କ ସାଥି ବୁଝିପାରନ୍ତି ନାହିଁ ତଥାପି ସେମାନଙ୍କ ଗୁଣ ବହୁତ ଭଲ ହୋଇଥାଏ।ଗୁଣ କ୍ଷେତ୍ରରେ ସେମାନଙ୍କୁ ଅଳ୍ପ ଅସୁବିଧା ଆସିବ ପାରେ।

୩.ଆର୍ଥିକ କ୍ଷେତ୍ରରେ:- S ନାମକ ବ୍ୟକ୍ତି ବହୁତ ପରିଶ୍ରମୀ ହୋଇଥାନ୍ତି ଓ ବୁଦ୍ଧିମାନ ହୋଇଥାନ୍ତି।ସେମାନେ ସେଠାରୁ ନିଜର ବୁଦ୍ଧି ବଳରେ ବହୁତ ପଇସା ରୋଜଗାର କରନ୍ତି।ଏମାନଙ୍କୁ ନିଜ ସୌକ ପୁର୍ଣ୍ଣ କରିବାକୁ ସବୁ ସମ୍ଭବ ଚେଷ୍ଟା କରନ୍ତି।H ନାମକ ଲୋକ ବହୁତ ରହସ୍ୟମୟୀ ଓ ସଙ୍କୋଚି ହେବା କାରଣରୁ ଏମାନେ ଗୋଟେ ସ୍ଥାନରେ ରୁହନ୍ତୁ ନାହିଁ।ଏହା ବ୍ୟତୀତ ଏମାନେ ନିଜ ପରିଶ୍ରମ ଦ୍ୱାରା ବହୁତ ଭଲ ପଇସା ରୋଜଗାର କରନ୍ତି।ଏହି କ୍ଷେତ୍ରରେ ଦୁଇ ଜଣଙ୍କୁ କିଛି ଅସୁବିଧା ହୋଇନଥାଏ।

୪.ବ୍ୟବହାର:- S ନାମକ ବ୍ୟକ୍ତି ଲୋକଙ୍କ ସହ ହସ ମଜାକ କରିଥାନ୍ତି ଓ ଲୋକଙ୍କୁ ବହୁତ ସାହାଯ୍ୟ କରନ୍ତି ତାପରେ ଏମାନେ କାହାକୁ ବିପଦରେ ଛାଡି ଯାଆନ୍ତି ନାହିଁ ଓ ଲୋକଙ୍କୁ ନିଜର କରି ନିଅନ୍ତି।H ନାମ ଧାରି ବ୍ୟକ୍ତି ସଙ୍କୋଚି ହେବା କାରଣରୁ ଲୋକଙ୍କ ଠାରୁ ଦୁରେଇ ରୁହନ୍ତି।ଏମାନେ ନିଜର ଗର୍ବ କାରଣରୁ ସେ କାହା ସହିତ ମିଶିବାକୁ ଭଲ ପାନ୍ତି ନାହିଁ।ସେମାନଙ୍କୁ ଏଠାରେ ଦୁଇ ଜଣଙ୍କୁ ଏଠାରେ ଅଳ୍ପ ଅସୁବିଧା ହେଇପାରେ।

୫.ଲାଇଫ:- S ନାମକ ବ୍ୟକ୍ତି ନିଜ ଜୀବନକୁ ଖୁସିରେ ବଞ୍ଚିବା ପାଇଁ ଚାହୁଁଛନ୍ତି ଓ ନିଜ ଭିତରେ ଆତ୍ମ ବିଶ୍ୱାସର ମାତ୍ରା ଭରି ରହିଥାଏ ଓ ସେମାନେ ଲୋକଙ୍କ ପାଇଁ କିଛି କରିବାକୁ ଚାହାଁନ୍ତି ଓ ଜୀବନକୁ ବହୁତ ଭଲ ପାନ୍ତି।H ନାମକ ଲୋକ ନିଜ ଜୀବନକୁ ବହୁତ ଅଲଗା ଦୃଷ୍ଟିରେ ଦେଖନ୍ତି ଓ ସେମାନଙ୍କ ବଞ୍ଚିବା ଢଙ୍ଗ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ ଓ ସେ ଜୀବନରେ ସବୁକିଛି ପାଇବାକୁ ଇଛା ରଖନ୍ତି।ତେଣୁ ଜୀବନ ବା ଲାଇଫ କ୍ଷେତ୍ରରେ ଏମାନଙ୍କୁ କୌଣସି ଅସୁବିଧା ଆସିବନାହିଁ।

୬.ଆଧ୍ୟାତ୍ମିକତା:- S ନାମ ଧାରୀ ବ୍ୟକ୍ତି ବିଶେଷ ସବୁ ନିଶ୍ଚିତ ରୂପରେ ନାସ୍ତିକ ଅଟନ୍ତି।ସେ ସବୁ ପ୍ରକାର ପ୍ରାକୃତିକ ଜିନିଷ ଉପରକୁ ନେଇ ପ୍ରଶ୍ନବାଚ ଚିହ୍ନ ଲଗେଇବେ।ଏମାନେ ପ୍ରକୃତିକୁ ନେଇ ଓ ଭଗବାନଙ୍କୁ ନେଇ ପ୍ରଶ୍ନ ପଚାରନ୍ତି।ସେଠାରେ H ନାମକ ବ୍ୟକ୍ତି ବହୁତ ଧାର୍ମିକ ଅଟନ୍ତି।ସେ ଭାଵନ୍ତି ଯଦି ଭଗବାନଙ୍କୁ ଆଗେଇ ନେଇ ଚାଲନ୍ତି ଓ ବହୁତ ବଡ଼ ଧାର୍ମିକ ହୋଇଥାନ୍ତି।ଏହି ଆଧ୍ୟାତ୍ମିକ କ୍ଷେତ୍ରରେ ତାଙ୍କୁ ବହୁତ ଅସୁବିଧା ଆସି ପାରେ।

୭:-ନକାରାତ୍ମକ ପାର୍ଶ୍ଵ:- S ନାମକ ଲୋକଙ୍କର ନକାରାତ୍ମକ ପାର୍ଶ୍ଵ ଏହା ଅଟେକି ସେ ବହୁତ ରାଗରେ ଆସି ଯାଆନ୍ତି,ସାମ୍ନାରେ ଥିବା ଲୋକଙ୍କୁ କିଛିବି କହି ପାରିବେ ଆଉ ତାଙ୍କ ମୁହଁରେ ଯାହା ଥାଏ ତାହା ତାଙ୍କ ହୃଦୟରେ ଥାଏ ଓ ତାପରେ ସେ ମଝିରେ ମଝିରେ ସନ୍ଦେହି ହୋଇଯାନ୍ତି।ସେଠାରେ H ନାମକ ବ୍ୟକ୍ତି ସଙ୍କୋଚି ହେବା କାରଣରୁ ସେ କାହା ସହିତ ମିଶନ୍ତି ନାହିଁ ଓ ମଝିରେ ମଝିରେ ବହୁତ ଗର୍ବୀ ହୋଇଯାନ୍ତି।ଏହା ହେଉଛି କେତେକ ନକରାତ୍ମକ ପାର୍ଶ୍ୱ ଯାହାକୁ ନବୁଝିବା ଦ୍ୱାରା ସେ ଦୁଇଜଣଙ୍କ ଭିତରେ ଅସୁବିଧା ହୋଇପାରେ।

Leave a Reply

Your email address will not be published. Required fields are marked *