March 17, 2025

Odia Express

Leading Odia News Portal of Odisha

S ନାମକ ବ୍ୟକ୍ତିର ସ୍ଵଭାଵ କିପରି ହୋଇଥାଏ – ନିଶ୍ଚୟ ଜାଣି ରଖନ୍ତୁ ଯଦି କିଏ ଆପଣଙ୍କ ପାଖ ଲୋକ କିମ୍ବା ଆପଣଙ୍କ ନାମ S ରୁ ଆରମ୍ଭ..

ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଅଛୁ କିଛି ରୋଚକ ତଥ୍ୟ ଯାହା ବିଷୟରେ ଆପଣମାନେ ମଧ୍ୟଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ଆଉ ଏହି ତଥ୍ୟ ଏସ ନଙ୍କ ଲୋକଙ୍କ ବ୍ୟକ୍ତିତ୍ୱ ସହିତ ଜଡିତ ଥାଏ।ଯେଉଁ ମାନଙ୍କର ନାମ ଇଂରାଜୀ ଅକ୍ଷର ଏସ ରୁ ଆରମ୍ଭ ହୋଇଥାଏ।ସେମାନଙ୍କା ବ୍ୟବହାର,ଆଚାର,ବିଚାର ଓ ସ୍ଵଭାଵ,ଗୁଣ ଆବିଶ୍ୱସ ନିୟ ହୋଇଥାଏ।ଆଜି ଆମେ ଏଠାରେ ଜାଣିଇବା ଇଂରାଜି ଅକ୍ଷର S ନାମକ ଲୋକଙ୍କ ବ୍ୟବହାର ଚିନ୍ତାଧାରା ଭାବନା ବିଷୟରେ ସମ୍ପୂର୍ଣ୍ଣ ଭଲ ଭାବରେ ଜାଣି ନେଵା। ଆଜି ଆମେ ଆପଣଙ୍କୁ କହିବୁକି S ନାମକ ଲୋକ କିପରି ହୋଇଥାନ୍ତି ଆଉ ନିଜର ବ୍ୟବହାର,ଚିନ୍ତାଧାରା,ମାନବିକତା କିପରି ହୋଇଥାଏ ସେ ବିଷୟରେ ଜାଣିଥାନ୍ତି ତେବେ ଆସନ୍ତି ଜାଣିବା ସେ S ନାମ ଧାରୀ ବ୍ୟକ୍ତି ମାନଙ୍କ ବିଷୟରେ।ଭାରତୀୟ ଜ୍ୟୋତିଷ ଶାସ୍ତ୍ରକୁହିଁ ସମ୍ପୂର୍ଣ୍ଣ ଦୁନିଆରେ ସଠିକ ଓ ନିର୍ଭୁଲ ବୋଲି ଆମେ ମାନିଥାଉ।ସେଥିପାଇଁ ଏଠାରେ ନାମ ଓ ରାଶିକୁ ବହୁତ ମହତ୍ୱ ଦିଆଯାଇଥାଏ।ସେମିତିରେ କୁହାଯାଏ ସବୁ ନାମର କିଛିନା କିଛି ଅର୍ଥ ଥାଏ।

ଆଉ ବ୍ୟକ୍ତିର ତାର ନାମ ଦ୍ୱାରା ବ୍ୟକ୍ତିର ନିଜର ବ୍ୟକ୍ତିତ୍ୱ ବିଷୟରେ ଆମେ ଜାଣିଥାଉ।ସେଥିପାଇଁ ଆଜି କାଲିର ଲୋକ ତାଙ୍କର ନାମ ବହୁତ ଭାବି ଚିନ୍ତି ରଖିଥାନ୍ତି।ସେମିଟିରେ ଛୁଆଙ୍କ ନାମ ଜନ୍ମ ବେଳେ ପଣ୍ଡିତ ମାନଙ୍କ ଦ୍ୱାରା କୁଣ୍ଡଳୀକୁ ଦେଖି ସେଥିରୁ ବାହାରି ଥିବା ନାମ ରଖା ରଖାଯାଇଥାଏ।ଆଜିକାଲି ଯୁଗରେ ଇଂରାଜୀ ଶବ୍ଦରେ ଛୁଆ ମାନଙ୍କ ନାଁ କରଣ କରାଯାଏ।ଆସନ୍ତୁ ଜାଣିବା S ନାମକ ଲୋକ କିପରି ହୋଇଥାନ୍ତି।

ଏହି S ନାମକ ଲୋକ ବହୁତ ପରିଶ୍ରମୀ ଅଟନ୍ତି।ଏହୂ ଇଂରାଜୀ ଶଦ୍ଧ ଟି ଇଂରାଜୀ ଶଦ୍ଧ କୋଷରେ ୧୯ ନମ୍ବର୍ ସ୍ଥାନ ଉପରେ ଏହି ଶଦ୍ଧଟି ଥାଏ।ଏମିତି କୁହାଯାଏ ଏସ ନାମକ ଲୋକ ବହୁତ ଅଧିକ ମହତ୍ୱ ବାନ ହୋଇଥାନ୍ତି।ଏ ଲୋକ ନିଜ ଜୀବନର ଶେଷ ଗୋଲକୁ ପାଇବା ପାଇଁ ବହୁତ ଅଧିକ ପରିଶ୍ରମ କରିଥାନ୍ତି।ଏମାନେ ବହୁତ ପରିଶ୍ରମୀ ଓ ବହୁତ ବୁଦ୍ଧିମାନ ହୋଇଥାନ୍ତି।ଆଉ ଯେଉଁଠାରୁ ଜ୍ଞାନ ମିଳେ ସେଠାକୁ ସେମାନେ ଯାଇ ସେଠାରେ ନିଜର ଜ୍ଞାନ ପ୍ରାପ୍ତି କରିବାରେ ନିଜର ଦକ୍ଷତା ପ୍ରତିପାଦନ କରିଥାନ୍ତି।

ଦ୍ୱିତୀୟ ଗୁଣ ହେଉଛି ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି କି ଏମାନଙ୍କୁ ଦେଖି ଲୋକ ବହୁତ ଆଶ୍ଚର୍ଯ୍ୟ ଚକିତ ହୋଇଥାନ୍ତି।ଲୋକଙ୍କ ଭିତରେ ବହୁତ ଅଧିକ ପ୍ରସିଦ୍ଧ ହୋଇଥାଆନ୍ତି।ଏମାନେ କଥା ହେବାରେ ଏତେ ଅଧିକ ଧନୀ ହୋଇଥାନ୍ତିକି ସେମାନେ ନିଜର ପ୍ରଭାବ ଛାଡି ଦିଅନ୍ତି।ଝିଅ ମାନଙ୍କ ଭିତରେ ପୁଅ ସମସ୍ତଙ୍କୁ ଡଭାବିତ କରିଥାଏ।ଆଉ ଝିଅ ମାନଙ୍କ ଭିତରେ ପୁଅ ଅଧିକ ପାନ କରିଥାନ୍ତି।

ତୃତୀୟରେ ଏ ଲୋକମାନ ବହୁତ ପ୍ରତିଭା ବାନ ହୋଇଥାନ୍ତି।କହିବାକୁ ଗଲେ ଏମାନଙ୍କ ଭିତରେ ପ୍ରତିଭା କୁଟି କୁଟି ଭର୍ତି ହୋଇଥାଏ।ଏସ ଅକ୍ଷରର ଲୋକ ଅଧିକ ପ୍ରଭାବସାଲି ଓ ପ୍ରତିଭା ସାଳିର ହୋଇଥାନ୍ତି।ଯେଉଁମାନଙ୍କ ନାମ S ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଦୟାଳୁ ହୃଦୟ ସମର୍ଣ୍ଣର ବ୍ୟକ୍ତି ହୋଇଥାନ୍ତି।ବେଳେ ବେଳେ ଏମାନଙ୍କ ସ୍ଵଭାଵ ବହୁତ କ୍ରୋଧି ହୋଇଥାଏ।ଆଉ ସତର ସାଙ୍ଗରେ ରହୁଥିବାରୁ ଏମାନେ ଆଦେଶ ଦେବାର ଇଛା ରଖନ୍ତି ମନରେ।ଏମାନେ ହୃଦୟରୁ ଖରାପ ହୋଇନଥାନ୍ତି।

ଚତୁର୍ଥ ଗୁଣ ହେଉଛି ଭଲ ପାଇବା ତୁଳନାରେ ଏମାନେ ବହୁତ ସିରିଏସ ହୋଇଥାନ୍ତି ଆଉ ଏମାନେ ଅଳ୍ପ ଲାଜକୁଲା ସ୍ୱଭାବର ମଧ୍ୟ ହୋଇଥାନ୍ତି।ଏମାନ ବହୁତ କିଛି ଭାବିଥାନ୍ତି କିନ୍ତୁ ଭଲ ପାଇବା ପାଇଁ କେଉଁ କାମ କରିନଥାଏ।ଆଉ ଯଦି ଦ୍ଵିତୀୟ ପଟରୁ ଭଲ ପାଇବା ଦେଖାଯାଏ ତାହେଲେ ସେ ଏହାକୁ ଗ୍ରହଣ କରନ୍ତି।ନିଜ ବୈବାହିକ ଜୀବନରେ ନିଜର ଭଲ ପାଇବାକୁ ସଂଵୃଦ୍ଧି ଦେବାକୁ ଚେଷ୍ଟା କରନ୍ତି।

ପଞ୍ଚମ କଥା ହେଉଛି ଏମାନେ ନିଜକୁ ନିଜେ ପ୍ରସ୍ତୁତ କରିଥାନ୍ତି।ଏମାନେ ନିଜ ବଳଦ୍ୱାରା ସବୁ କିଛି ପାଇଥାନ୍ତି।ଏମିତି ଲୋକ ଦେଖେଇ ହେବାକୁ ବହୁତ ଲୋକଙ୍କୁ ବଳ ପ୍ରଦାନ କରିଥାନ୍ତି।ଏମାନେ ହସମୁଖ ଓ ସମସ୍ତଙ୍କ ସହିତ ବହୁତ ଶିଘ୍ର ମିଶିଯାନ୍ତି।ଏମାନେ ବହୁତ କ୍ରିଏଟିଭ ହୋଇଥାନ୍ତି।କୌଣସି କାମକୁ ନିଜ ଉପାୟରେ କରିବାକୁ ପସନ୍ଦ କରନ୍ତି।ଏମାନଙ୍କୁ ଭିଡ଼ ସହିତ ଚାଲିବ ପସନ୍ଦ ହୋଇନଥାଏ।ନିଜ ବୁଦ୍ଧି ଦ୍ୱାରା ଆବୁ ଅସୁବିଧାକୁ ଦୁର କରନ୍ତି।କଥା ଖିବାରେ ଏମାନେ ସଂଯମତା ରକ୍ଷା କରନ୍ତି ଆଉ ଏମାନ ନେତା ସ୍ୱଭାବର ହୋଇଥାନ୍ତି।

Leave a Reply

Your email address will not be published. Required fields are marked *