ଏହି ତିନିଟି ଜିନିଷ ସବୁବେଳେ ଖାଇ ନିଅନ୍ତୁ, ଆପଣଙ୍କ ପାଇଁ ଶକ୍ତି ର ସ୍ରୋତ ମିଳିଯିବ ତଥା ଆପଣଙ୍କ ଗୋଡ଼ ଦରଜ ଆଉ ଗଣ୍ଠି ଦରଜ ସବୁ ହଟିଯିବ…

କଣ ଆପଣଙ୍କ ଶରୀର ରେ ବି ଦୁର୍ବଳତା ଅଛି। କଣ ଆପଣଙ୍କ ଗୋଡ଼ ଗଣ୍ଠି ବି ଦରଜ କରୁଛି ଆଉ ଦରଜ ରେ ଫାଟି ପଡୁଛି। କଣ ଆପଣଙ୍କୁ ବି ଦୁର୍ବଳତା ଖାଇ ଯାଉଛି। ତ ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି ଜିନିଷ କହିବାକୁ ଯାଉଛୁ ଯାହା କି ଆପଣଙ୍କର ସମସ୍ତ ସମସ୍ୟା କୁ ଦୂର କରିବ। ଆଜି ଆମେ ଆପଣଙ୍କୁ କିଛି ଏପରି ଉପାୟ କହିବାକୁ ଯାଉଛୁ ଯାହା କି ଯାହା ଆପଣଙ୍କ ପାଇଁ ଶକ୍ତି ର ସ୍ରୋତ ଭାବେ କାମ କରିବ। ତ ଆସନ୍ତୁ ଜାଣିବା।ସଂସାର ରେ ଏପରି ବହୁତ ଲୋକ ଅଛନ୍ତି ଯେଉଁମାନେ କି ଶୋଇବା ସମୟରେ ନିଜ ତଳ ଗୋଡ଼ ରେ ଦର୍ଜ ଅନୁଭବ କରନ୍ତି। ଆଉ ଚାଲିବା ସମୟରେ ଗୋଡ଼ ରେ ଦରଜ ଅନୁଭବ କରନ୍ତି। ମାତ୍ର ସେମାନେ ଡକ୍ଟର ଙ୍କ ପାଖକୁ ଯାଇ ଯାଇ ଥକି ଯାଇଛନ୍ତି। ସେମାନେ ଔଷଧ ଖାଇ ଖାଇ ଥକି ଯାଇଛନ୍ତି। ମାତ୍ର ଏହାର କିଛି ବି ସମାଧାନ ମିଳୁନି।ଆଜିର ଏହି ତିନୋଟି ଜିନିଷ ଆପଣଙ୍କୁ ସମସ୍ତ ସମସ୍ୟା ରୁ ମୁକ୍ତି ଦେଇ ପାରିବ। ତ ଏହା ପାଇଁ ଯାହା ଦରକାର ତାହା ଆପଣଙ୍କ ଘର ମାନଙ୍କରେ ହି ମିଳିଯିବ। ତ ଆସନ୍ତୁ ଜାଣିବା।
ପ୍ରଥମ ଜିନିଷ ଯାହା ଦରକାର ତାହା ହେଉଛି ମେଥି ଦାନା। ମେଥି ଡନାର ଫାଇଦା ସମ୍ପର୍କରେ ଆପଣ ଜାଣିବା ଦରକାର। ମେଥି ଦାନା କ୍ୟାଲସିଅମ ର ଭଣ୍ଡାର ହେଇଥାଏ ଆଉ ଏହାର ସେବନ ଦ୍ୱାରା ଆପଣଙ୍କ ହାଡ଼ ବଜ୍ର ସମାନ ମଜବୁତ ହେଇଯାଏ। ମେଥି ଦାନା ର ସେବନ କରିବା ଦ୍ୱାରା ଆପଣଙ୍କ ଚେହେରା ରେ ବି ଗ୍ଲୋ ଆସେ ଆଉ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ଏହାର ବୃଦ୍ଧି ପାଇବା ପରେ ଆପଣ ସମସ୍ତ ରୋଗ ସହ ମୁକାବିଲା କରିବା ପାଇଁ ଶକ୍ତି ପାଆନ୍ତି। ଆପଣ ମେଥି ଦାନା କୁ ରାତିସାରା ଏକ ଗ୍ଲାସ ରେ ଭିଜେଇ ରଖିବାର ଅଛି ଆଉ ସକାଳୁ ଆପଣ ଖାଲି ପେଟ ରେ ଏହି ପାଣି କୁ ପିଅନ୍ତୁ ଆଉ ସେହି ଦାନା କୁ ବି ଚୋବେଇ ଚୋବେଇ ଖାଆନ୍ତୁ।
ଦ୍ୱିତୀୟ ଜିନିଷ ଯାହା ଦରକାର ତାହା ହେଉଛି କିସମିଶ। ଆପଣ କିସମିଶ ବାବଦରେ ତ ଜାଣି ହି ଥିବେ। ଏହା କ୍ୟାଲସିଅମ ର ଭଣ୍ଡାର ଆଉ ଏହାକୁ ରକ୍ତ ବନେଇବା ର ମେସିନ ବି କୁହାଯାଏ। ଆପଣ ଏହାର ସ୍ୱାଦ ବାବଦରେ ବି ଜାଣି ହି ଥିବେ। ତ ଆପଣ ରାତିରେ ପ୍ରାୟ ୧୦ କିସମିଶ ନେଇକି ଏକ ଗ୍ଲାସ ରେ ଭିଜେଇ ରଖନ୍ତୁ ଆଉ ସକାଳୁ ଉଠି ଏହି ପାଣି କୁ ପିଅନ୍ତୁ ଆଉ ସେହି ଦାନା କୁ ଚୋବେଇ ଚୋବେଇ ଖାଆନ୍ତୁ।
ତୃତୀୟ ହେଉଛି ମଲ୍ଟି ଭିଟାମିନ କ୍ୟାପ୍ସୁଲ। ଏହା ଆପଣଙ୍କୁ କେଉଁ ବି ଔଷଧ ଦୋକାନ ରେ ଆରାମ ସେ ମିଳିଯିବ। ଆପଣ ବାସ ଯାଇକି କ୍ୟାପ୍ସୁଲ ର ନାମ କୁହନ୍ତୁ ଆଉ ସେହି ଦୋକାନ ଵାଲା ଆପଣଙ୍କୁ ଜଲଦି ହି ଦେଇଦେବ। ତ ଆପଣ ଏହାକୁ ରାତିରେ ଖାଇ ସାରିବା ପରେ ଶୋଇବା ଆଗରୁ ଏକ ନେଇକି ଖାଆନ୍ତୁ ଆଉ ସୋଇଯାଅନ୍ତୁ। ଏହା ଦ୍ୱାରା ଆପଣଙ୍କ ଶରୀର ରୁ ସମସ୍ତ କମି ଦୂର ହେଇଯିବ। ଆଉ ଆପଣଙ୍କ ସମସ୍ତ ଅଭାବ ଦୂର ହେବା ସଂଗେ ସଂଗେ ଆପଣଙ୍କୁ ଆଉ କିଛି ରୋଗ ବି ହେବନାହିଁ।