March 15, 2025

Odia Express

Leading Odia News Portal of Odisha

ଦି କପିଲ୍ ଶର୍ମା ଶୋରେ ଖଜୁରକୁ କେବେ ଦୁଇ ସମୟର ଖାଇବା ମିଳୁନଥିଲା, ଏବେ ଗୋଟେ ଏପିସୋଡ୍ ରେ କମାଉଛି ଏତେ ଟଙ୍କା…

ଛୋଟ ପର୍ଦାରୁ ଏମିତି ବହୁତ କମେଡି ଶୋ ଅଛି ଜାହା ଲକ୍ଷାଧିକ ଲୋକ ଦେଖିବାକୁ ପସନ୍ଦ କରନ୍ତି । କିନ୍ତୁ ଦି କପିଲ୍ ଶର୍ମା ଶୋରେ ଦର୍ଶକଙ୍କ ପସନ୍ଦର ଶୋ ଅଟେ,  ଏହି ଶୋର ଭିତରେ କପିଲ୍ ଶର୍ମା ସମେତ ଅନ୍ୟ ଅଭିନେତାଙ୍କୁ ଲୋକଙ୍କୁ ମନୋରଞ୍ଜନ କରନ୍ତି । ଦିନକୁ ଦିନ ଏହି ଶୋକୁ ଲୋକ ବହୁତ ପସନ୍ଦ କରୁଛନ୍ତି । ଆପଣ ମାନେ କପିଲ୍ ଶର୍ମା ଶୋରେ ଏକ ଛୋଟ ଛୁଆକୁ ଦେଖିଥିବେ , ହଁ ଆଜ୍ଞା , ଆମେ ଏହି ଶୋରେ ଖଜୁର୍ କଥା କହୁଛୁ , କପିଲ୍ ଶର୍ମା ଶୋରେ କାମ କରୁଥିବା ଏହି ଛୋଟ ପିଲାକୁ ଲୋକେ ତାର ଅସଲ ନାଁରେ ଡାକୁଥିଲେ , ଏହି ଛୋଟ ପୁଅର ନାଁ କାର୍ତ୍ତିକେୟ ରାଜ ଅଟେ,  ଆପଣଙ୍କୁ କହିଦେବୁ କି ୨୦୧୬ ରେ ଯେବେ ଏହି ପିଲା କପିଲଙ୍କ ନଜରରେ ଆସିଲା ନା କେବଳ ତାର ଭାଗ୍ୟବଦଳିଲା ବରଂ ଟିଭି ଇଣ୍ତଷ୍ଟ୍ରିରେ କମେଡି ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଗଲା ।

ଯଦି ଆମେ କାର୍ତ୍ତିକେୟ ରାଜଙ୍କ ବର୍ତ୍ତମାନ ସ୍ଥିତି ବିଷୟରେ କହିବୁ , ତେବେ ତାକୁ ସମସ୍ତେ ଜାଣିସାରିଲେଣି , ଏମାନଙ୍କ ପାଖରେ ପଇସା କେବେ ନାହିଁ , କିନ୍ତୁ ଗୋଟେ ସମୟ ଥିଲା ଯେବେ ଏହି ଛୋଟ ହାସ୍ୟ କଳାକାରଙ୍କ ପାଖରେ ଖାଇବାକୁ ଦୁଇ ସମୟର ଖାଦ୍ୟ ନଥିଲା , କିନ୍ତୁ ଏବେ ଏହି ଛୁଆ ଦି କପିଲ୍ ଶର୍ମା ଶୋରେ ନିଜର କମେଡି ଦ୍ୱାରା ଲୋକଙ୍କର ହୃଦୟ ଜିତିଲା,  ଆଜି ଆମେ ଆପଣଙ୍କୁ ଏହି ଛୁଆ କଳାକାର ସଂଘର୍ଷ ବିଷୟରେ ସୁଚନା ଦେବାକୁ ଯାଉଛୁ , ଯାହାକୁ ଜାଣିଲେ ଆପଣ ବି ଚକିତ ହୋଇଯିବେ । କାର୍ତ୍ତିକେୟ ରାଜ୍ ପାଟଣାର ଏକ ଛୋଟ ଗାଁ ସେଦପୁରର ବାସିନ୍ଦା ଅଟେ,  ଓ ବହୁତ ନିର୍ଧନ ପରିବାରରୁ ଆସିଛି , ତାଙ୍କ ବାପା ମୁଲିକା କାମ କରି ନିଜ ଘର ପରିବାର ପାଳନ ପୋଷଣ କରନ୍ତି , ଏହା ବହୁତ ନିର୍ଦ୍ଧନ ଥିଲେ , କିନ୍ତୁ ନିଜ ବାପା ନିଜ ପେଟ କାଟିକରି କାର୍ତ୍ତିକେୟ ଓ  ତାହାର ଭାଇ ଭଉଣିଙ୍କୁ ପଢାଇଲେ , ପରିଶ୍ରମ କରି ମୁଲିକା କାମ କରି ନିଜ ପକ୍ଷରେ ଯାହା ଥିଲା ଛୁଆଙ୍କ ପାଇଁ କଲେ , କିନ୍ତୁ ଘରରଦାରିଦ୍ରତା ଦୁଇ ସମୟର ଖାଦ୍ୟ ମିଳିପାରିବା ବହୁତ ମୁସକିଲ୍ ଥିଲା,  ଘରେଯେବେ ରୁଟି ହେଉଥିଲା ତେବେ ତରକାରି ହେଉନଥିଲା,  କେବଳ ଭାତ ଖାଇ କାମ ଚଳାଇବାକୁ ପଡୁଥିଲା ।

ଆପଣଙ୍କୁ କହିଦେବୁ କି କାର୍ତ୍ତିକେୟଙ୍କ ପାଠପଢାରେ ବିଲକୁଲ୍ ରୁଚି ନଥିଲା ଯେବେ ସେ ନିଜ ଛୋଟ ଭାଇ ଅଭିଷେକ ସହ ସ୍କୁଲ୍ ଯାଉଥିଲା ତେବେ ତାର ମନ ପାଠପଢାରେ ଲାଗୁନଥିଲା,  ଓ ସବୁଦିନ ଖେଳକୁଦରେ କଟାଉଥିଲା  ତେବେ ତାଙ୍କ ଭାଇ କାର୍ତ୍ତିକେୟକୁ କହିଲେ କି ତୁମେ ଆକ୍ଟିଙ୍ଗ୍ ଶିଖିନିଅ , ସେ ସରକାରଙ୍କ ସହାୟତା ପ୍ରାପ୍ତି କରି ଆକ୍ଟିଙ୍ଗ୍ ସ୍କୁଲ୍ ରେ ଦାଖିଲା ନେଇଗଲା , ଓ ଆକ୍ଟିଙ୍ଗ୍ ଶିଖିଗଲା,  ଦୁଇ ଭାଇ ମିଶି ଅଭିନୟର ସବୁ ଶିକ୍ଷା ଲାଭ କଲେ । ୨୦୧୩ ରେ କାର୍ତ୍ତିକେୟ ଙ୍କ ଭାଗ୍ୟ ଅଚାନକ ବଦଳିଗଲା,  ଓ ଜିଟିଭିରେ ପ୍ରସିଦ୍ଧ ବେଷ୍ଟ ଡ୍ରାମେବାଜ୍ ରେ ତାଙ୍କର ଚୟନ ହେଲା , ଏହି ଶୋ ଟୀମ୍ କାର୍ତ୍ତିକେୟ ଓ ତାଙ୍କ ସହ ଯେଉଁ ଛୁଆ ସିଲେକ୍ସନ୍ ହେଲେ ତାଙ୍କ୍ ନେଇକରି କୋଲକାତା ନେଇଯାଇଥିଲେ,  କୋଲକାତାରେ ଏକ ବଡ ହୋଟେଲ୍ ରେ ରହିଲେ , ଯେବେ ଏହି ହୋଟେଲ୍ ରେ ଖାଇବା ମିଳୁଥିଲା ତେବେ ସେ ଅଧା ଖାଇବା ଖାଉଥିଲେ,  ଓ ବାକି ଖାଦ୍ୟ ନିଜ ମାକୁ ଦେଇଦେଉଥିଲେ ।

ଯେବେ ବେଷ୍ଟ ଡ୍ରାମେବା ଶୋର ଷଷ୍ଟ ରାଉଣ୍ତ ହେଉଥିଲା , ତେବେ କପିଲ୍ ଶର୍ମା ଙ୍କ ନଜର କାର୍ତ୍ତିକେୟଙ୍କ ଉପରେ ପଡିଲା,  କପିଲ୍ କାର୍ତ୍ତିକେୟଙ୍କ ଅଭିନୟରେ ବହୁତ ପ୍ରଭାବିତ ହେଲେ , ଓ ସେ କାର୍ତ୍ତିକେୟଙ୍କୁ ଶୋରେ ଆସିବାକୁ ପ୍ରସ୍ତାବ ଦେଲେ , ତେବେ ତାଙ୍କର ଅଡିଶନ୍ ହେଲା,  ଏହି ଶୋରେ ସେ ଭାଗ ନେଲେ , ଏହାପରେ ଖଜୁର୍ ଅଭିନୟ କରୁଥିବା ଏହି ଛୁଆ ଲକ୍ଷାଧିକ ଦର୍ଶକଙ୍କ ହୃଦୟରେ ରାଜ୍ କଲା , ୧୩ ବର୍ଷିୟ କାର୍ତ୍ତିକେୟ ଏବେ ମୁମ୍ବାଇରେ ରହୁଛନ୍ତି , କାର୍ତ୍ତିକେୟ ରାଜ୍ ଅଭିନୟ ସହ ଏବେ ପାଠ ବି ପଡୁଛନ୍ତି , ଓ ଟିଭି ଶୋରେ ଏକ ଲକ୍ଷରୁ ନେଇକରି ଦୁଇଲକ୍ଷ ଟଙ୍କା କମାଇନେଉଛନ୍ତି ।

Leave a Reply

Your email address will not be published. Required fields are marked *