ପାଠ ପଢ଼ାରେ ରେ ମନ କିପରି ଲଗେଇବା – ଏହି କଥା ଜାଣିରଖନ୍ତୁ ଦିନ ରାତି ପଢିବା ପାଇଁ ଇଛା ହେବ..

ଆଜି ଯଦି ଆପଣ ଏହି ଲେଖା କୁ ପଢୁଛନ୍ତି ତ ଆପଣଙ୍କ ପାଇଁ ଏହା ବହୁତ ଉନ୍ନତ ତଥା ଭଲ ହେବାକୁ ଯାଉଛି। ଯେଉଁମାନେ ଆଜିର ଲିଖନ ପଢୁଛନ୍ତି ସେମାନଙ୍କ ପାଇଁ ଆଜି ବହୁତ ଭଲ ଭଲ କଥା ଅଛି। ଆଜିର ଆମ ବିଷୟ କି ଆମେ ପାଠ ପଢା ରେ ମନ କିପରି ଲାଗେଇବା। ସମସ୍ତେ କୁହନ୍ତି କି ଆମେ ପାଠ ପଢିବା ପାଠ ପଢିବା ମାତ୍ର ଆମେ ନିଜେ ଜାଣି ହି ପାରି ନଥାଉ କି ଆମେ ପାଠ ରେ ମନ କିପରି ଲଗେଇବା। ଏହା ସବୁଠୁ ବଡ଼ ପ୍ରଶ୍ନ ହେଇଥାଏ। ତ ଆଜିର ଏହି ଲେଖା ରେ ଆମେ ଆପଣଙ୍କ ପାଖରେ ପାଠ ରେ ମନ ଲଗେଇବା ର କିଛି ଏପରି ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ। ଏହାଦ୍ୱାରା ଆପଣ ବହୁତ ସମୟ ଯାଏ ପଢି ପାରିବେ ଆଉ ଭଲ ମାର୍କ ବି ଆଣି ପାରିବେ।
୧: ପ୍ରଥମେ ଆପଣ ନିଜକୁ ଏହାର କାରଣ ପଚାରନ୍ତୁ କି ଆପଣ କାହିଁକି ପଢିବେ? ଆପଣଙ୍କ ପାଇଁ ପଢିବା କଣ ଦରକାର। ଯେପରି କି ଆପଣ ଯଦି ବ୍ୟାୟାମ କରିବାକୁ ଯାଆନ୍ତି ତ ଆପଣଙ୍କ ପାଇଁ ପ୍ରଥମ ପ୍ରଶ୍ନ କି ଆପଣ ବ୍ୟାୟାମ କରିବେ କାହିଁକି। ତାର ଉତ୍ତର କି ଏହାଦ୍ୱାରା ଆମ ବଡୀ ଭଲ ହେବ ଆଉ ଆମେ ଫିଟ ରହିବା। ସେହିପରି ଆମେ ଯଦି ନ ପଢିବା ତ ଆମ ରେଜଲ୍ଟ ଭଲ ହବନି। ତେଣୁ ଆମକୁ ପଢିବା ଦରକାର।
୨: ଦ୍ୱିତୀୟ ଭାବେ ସମସ୍ତ ଛାତ୍ର ଅଥବା ଛାତ୍ରୀ ଏହି ଭୁଲ କରନ୍ତି କି ସେମାନେ ବହୁତ ବଡ଼ ଲକ୍ଷ ସ୍ଥିର କରନ୍ତି। ତା ପରେ ସେମାନେ ନିଜର ଲକ୍ଷ କୁ ପ୍ରାପ୍ତ କରିବା ପାଇଁ ବହୁତ ଅସୁବିଧା ର ସମ୍ମୁଖୀନ ହୁଅନ୍ତି। ଏହା ଜମା ବି ଉଚିତ ନୁହଁ। ଆପଣ ପ୍ରଥମ ରୁ ଯଦି ବହୁତ ସମୟ ପାଠ ପଢିବା ପାଇଁ ଲକ୍ଷ ସ୍ଥିର କରିଦେବେ ତ ଆପଣ ଜମା ବି ପାଠ ପଢି ପାରିବେ ନାହିଁ। ଆପଣ ଏହା ପାଇଁ ବାସ କିଛି ସମୟ ର ପାଠ ପଢିବା ଆରମ୍ଭ କରନ୍ତୁ ଆଉ ନିହାର ଆଦତ ବନାନ୍ତୁ।
୩: ଆପଣ ଆଦତ କିପରି ବନେଇବେ। ଏହା ସବୁଠାରୁ ମୁସ୍କିଲ କାମ। ଆପଣ ଯଦି ଜଗିଙ୍ଗ କରିବାକୁ ଚାହାନ୍ତି ତ ଆପଣ ବାସ ସକାଳୁ ଉଠି ନିଜର ଜୋତା ପିନ୍ଧି ବାହାରକୁ ବାହାରି ଯାଆନ୍ତୁ। ତା ପରେ ଆପଣ ଶୋଇଗଲେ ବି ଆପଣଙ୍କର କିଛି ଦିନ ପରେ ପୁଣି ଦୌଡ଼ିବାକୁ ମନ ହେବ। ସେହିପରି ହି ଆପଣ ବାସ ପ୍ରଥମେ ଦୁଇ ମିନିଟ ପଢିବା ପାଇଁ ଚେଷ୍ଟା କରନ୍ତୁ। ଏହାଦ୍ୱାରା କିଛି ଦିନ ପରେ ଆପଣ ଜାଣି ବି ପାରିବେନି ଆଉ ଆପଣଙ୍କର ପାଠ ପଢା ର ଆଦତ ହେଇଯିବ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଉପାୟ ଅଟେ।