ଆଜିର ଚତୁର ପ୍ରଶ୍ନ – କେଉଁ ଗଛ ତଳେ ଶୋଇଲେ ମଣିଷ ମରିଯାଏ ପାରେ ?ଉତ୍ତର ବୁଦ୍ଧିମାନ ଲୋକ ଦେଇ ପାରିବେ

ଜ୍ଞାନ ଏପରି ଏକ ଜିନିଷ ଯାହା ଆମେ ଯେତେ ଆହରଣ କରିଲେ ମଧ୍ୟ ଆହୁରି ଦରକାର ପଡେ |ତେବେ ବର୍ତମାନ ର ସମୟରେ ଇଣ୍ଟରନେଟ ରେ ଅନେକ ମଜାଦାର ପ୍ରଶ୍ନ ଓ ଉତ୍ତର ନେଇ ଆମେ ସବୁଦିନ ଆପଣାକୁ ପଚାରୁଚୁ କିଛି ନୂଆ ପୁରୁଣା ମଜାଦାର ଓଡ଼ିଆ ପ୍ରଶ୍ନ |ତେବେ ପ୍ରଶ୍ନ ଗୁଡିକ ଯେତିକି କୌତୁହଳ ତାର ଉତ୍ତର ମଧ୍ୟ ସେତିକି ମଜାଦାର |ତେବେ ସବୁଦିନ ପରି ଆଜି ମଧ୍ୟ ଚାଲନ୍ତୁ ଆରମ୍ଭ କରିବା ଆଜିର ମଜାଦାର ପ୍ରଶ୍ନ ଓ ଉତ୍ତର | ଆସନ୍ତୁ ଆଜି ଆମେ ଜାଣିବା କେତେକ ସାଧାରଣଜ୍ଞାନ ଓ ପ୍ରଶ୍ନ ଉତ୍ତର ବିଷୟରେ।
ପ୍ରଶ୍ନ ନମ୍ବର୍ ୦୧:-ଭରତପୁର ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ରାଜସ୍ଥାନ।
ପ୍ରଶ୍ନ ନମ୍ବର୍ ୦୨:-ସେ କଣ ଯାହା କୁକୁଡା ଭିତରେ ତିନିଟି ଥାଏ,ଆଉ ଝିଅ ଭିତରେ ଚାରିଟି ଦେଖାଯାଏ ?
ଉତ୍ତର:-ଏହାର ସଠିକ ହେଲା ଶବ୍ଦ।
ପ୍ରଶ୍ନ ନମ୍ବର୍ ୦୩:-ସେ କେଉଁ ଚଢେଇ ଯାହାର ପର ନଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କିବି ଚଢେଇ।
ପ୍ରଶ୍ନ ନମ୍ବର ୦୪:-କେଉଁ ଦେଶରେ ସବୁଠାରୁ ଅଧିକ ଚଳଚ୍ଚିତ୍ର ତିଆରି କରାଯାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାରତ ରେ।
ପ୍ରଶ୍ନ ନମ୍ବର୍ ୦୫:-କେଉଁ ଦେଶର ଲୋଗ ମୋବାଇଲ ଫୋନର ବ୍ୟବହାର କରି ପାରିବେ ନାହିଁ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପେରୁ ଦେଶ ର ଲୋକ।
ପ୍ରଶ୍ନ ନମ୍ବର୍ ୦୬:-କଣ ଆପଣ ଜାଣିଛନ୍ତିକି ଦୁନିଆର ସବୁଠୁ ବଡ଼ କେଚୁଆଁ କେଉଁଠି ମିଳିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅଷ୍ଟ୍ରେଲିଆ ଦେଶର।
ପ୍ରଶ୍ନ ନମ୍ବର୍ ୦୭:-ଏମିତି କେଉଁ ଚଢେଇ ଯିଏ ନିଜ ବସା ନିଜେ ତିଆରି କରି ନଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କୋଇଲି।
ପ୍ରଶ୍ନ ନମ୍ବର୍ ୦୮:-ଭାରତରେ କେଉଁ ବ୍ୟକ୍ତିର ଫୋଟ ସବୁଠାରୁ ବେଶୀ ଛପା ହେଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ମହାତ୍ମା ଗାନ୍ଧୀଙ୍କର।
ପ୍ରଶ୍ନ ନମ୍ବର୍ ୦୯:-ମାଈକ କୁ ହିନ୍ଦୀରେ କଣ କହିଥାନ୍ତି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଧ୍ଵନି ଗ୍ରହ।
ପ୍ରଶ୍ନ ନମ୍ବର୍ ୧୦:-କଣ ପାଣିରେ ପହଁରି ପାରୁଥିବ ହୋଟେଲ ତିଆରି କରି ହେବ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ହଁ ତିଆରି କରି ହେବ।
ପ୍ରଶ୍ନ ନମ୍ବର୍ ୧୧:-ମଧ୍ୟପ୍ରଦେଶ ର ରାଜଧାନୀ କେଉଁଠି ଅଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭୋପାଲ।
ପ୍ରଶ୍ନ ନମ୍ବର୍ ୧୨:-କୁକୁର ମାନେ କଣ ପୂର୍ବରୁ ଆସୁଥିବା ଅସୁବିଧା ବିଷୟରେ ଜାଣି ପାରନ୍ତି କି ନାହିଁ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ହଁ ସେ ଜାଣି ପାରନ୍ତି।
ପ୍ରଶ୍ନ ନମ୍ବର୍ ୧୩:-ଡରିଗଲେ ଆମ ହୃଦୟର ସ୍ପନ୍ଦନ କାହିଁକି ବଢିଯାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ରକ୍ତ ସଞ୍ଚାଳନ ତୀବ୍ର ହେବା କାରଣରୁ।
ପ୍ରଶ୍ନ ନମ୍ବର୍ ୧୪:-ପ୍ରଧାନ ମନ୍ତ୍ରୀଙ୍କ ଗାଡି କେତେ ବେଗରେ ଚାଲିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୯୦ କି.ମି/ଘଣ୍ଟା ବେଗରେ।
ପ୍ରଶ୍ନ ନମ୍ବର୍ ୧୫:-ବାଇକ ବନ୍ଦ ହେଇ ସାରିବା ପରେ ଟିକ ଟିକ ସାଉଣ୍ଡ କାହିଁକି ଆସିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗାଡିର ଇଞ୍ଜିନ ବେସି ଗରମ ହେବା କାରଣରୁ।
ପ୍ରଶ୍ନ ନମ୍ବର୍ ୧୬:-ମୁକେଶ ଅମ୍ବାନୀ ଭାରତର କେଉଁ ରାଜ୍ୟରେ ରୁହନ୍ତି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗୁଜୁରାଟ।
ପ୍ରଶ୍ନ ନମ୍ବର୍ ୧୭:-ଇଣ୍ଟର ନେଟର ପୁରା ନାମ କଣ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଇଣ୍ଟରନେସନାଲ ନେଟୱାର୍କ।
ପ୍ରଶ୍ନ ନମ୍ବର୍ ୧୮:-ଦୁନିଆର ସବୁଠାରୁ ଦାମୀକିଆ କଲମର ଦାମ କେତେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୮୦ ଲକ୍ଷ ଡ଼ଲାର।
ପ୍ରଶ୍ନ ନମ୍ବର୍ ୧୯:-ଏମିତି କେଉଁ ଗଛ ଅଛି ଯାହା ଭିତରେ କାଠ ନଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କଦଳୀ ଗଛ।
ପ୍ରଶ୍ନ ନମ୍ବର୍ ୨୦:-ଦୁନିଆର ସବୁଠାରୁ ବଡ଼ ଯାଦୁଗର କିଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ହେରି ହାଉଦିନ।
ପ୍ରଶ୍ନ ନମ୍ବର୍ ୨୧:-ବି ଏସ ଏନ ଏଲ ର ମାଲିକ କିଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଏହା ଏକ ସରକାରୀ କମ୍ପାନୀ ଅଟେ,ଏହାର କେହି ମାଲିକ ନାହାନ୍ତି।
ପ୍ରଶ୍ନ ନମ୍ବର୍ ୨୨:-ମୋଟୁ ପତ୍ତଲୁ କାର୍ଟୁନ ଭାରତରେ କେବେ ଆରମ୍ଭ ହେଲା ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୬ ଅକ୍ଟୋବର ୨୦୧୨ ରେ।
ପ୍ରଶ୍ନ ନମ୍ବର୍ ୨୩:-ଲତା ମଙ୍ଗେସ କର ଗୀତ ଗାଇବା କେବେ ଆଇମ୍ଭ କରିଥିଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୯୪୨ ରେ।
ପ୍ରଶ୍ନ ନମ୍ବର୍ ୨୪:-ସାଇ ବାବା ଙ୍କର ବାପାଙ୍କ ନାମ କଣ ଥିଲା ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗୋବିନ୍ଦ ଭାଉ।
ପ୍ରଶ୍ନ ନମ୍ବର୍ ୨୫:-ଜାପାନ ର ମୋଟ ଜନସଂଖ୍ୟା କେତେ ଅଟେ।
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୨.୭ କୋଟି।
ପ୍ରଶ୍ନ ନମ୍ବର୍ ୨୬:-କେଉଁ ଗଛ ତଳେ ଶୋଇଲେ ମଣିଷ ମରି ପାରେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ତେନ୍ତୁଳି ଗଛ ।