ଯଦି ଆପଣଙ୍କ କିଡ୍ନୀ ଜନିତ ସମସ୍ୟା ଅଛି ତାହାଲେ ଏହି ଉପାୟ ନିଶ୍ଚିନ୍ତ ପାଳନ କରନ୍ତୁ..

ନମସ୍କାର,ଆମେ ଆପଣ ମାନଙ୍କୁ ସ୍ବାଗତ ଜଣାଉଛୁ।ଜଫି ଆପଣଙ୍କ କିଡ୍ନୀ ଅସୁବିଧାରେ ଅଛି ଏହି ଜିନିଷ ଆପଣଙ୍କୁ ଏମିତି ଶକ୍ତି ଦେବ ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।କିଡ୍ନୀ ଯାହା ଆମ ଶରୀରରୁ ବିଭିନ୍ନ ପ୍ରକାରର ଅଳିଆ ଆବର୍ଜନା କୁ କାଢ଼ିବାରେ ସାହାଯ୍ୟ କରେ।ଆମର ବିଭିନ୍ନ ଖରାପ ଅଭ୍ୟାସ,ମଧୁମେହ,ରକ୍ତଚାପ ଔଷଧ ପାଇଁ ଆମ କିଡ୍ନୀ ଆଦି ଖରାପ ହୋଇଯାଇଥାଏ କିନ୍ତୁ ଆମକୁ ଏହାର ପ୍ରଭାବ ବହୁତ ଡେରୀରେ ଦେଖାଯାଇଥାଏ।ଆମେ ଆପଣଙ୍କୁ ଏମିତି କହି ଡରେଇବାକୁ ଚାହୁଁନୁ ଆମେ ଏତିକି ଚାହୁଁଚୁ ଆପଣ କେବଳ ଏହାର ପ୍ରଭାବ ବିଷୟରେ ଜାଣି ଏହି ରୋଗ ଠାରୁ ଯେମିତି ସୁରକ୍ଷିତ ରହି ପାରିବେ କାରଣ ଏହାର ପ୍ରଥମରୁ ସୁରକ୍ଷା ଦେବା ବହୁତ ସହଜ ହୋଇଥାଏ।ଆସନ୍ତୁ ଜାଣିବା ଏହାର ଖରାପ ହେବାର ଲକ୍ଷଣ ଆଉ ଏହାକୁ ଠିକ କରିବାର ଉପାୟ।
ମୁହଁରୁ ଦୁର୍ଗନ୍ଧ ଆସିବା ପାଟିର ସ୍ୱାଦ ଖରାପ ହୋଇଯିବା,ଯଦି ଦ୍ଵିତୀୟ ଲଖଣ ନଜର ନଆସେ ତାହେଲେ ମଧ୍ୟ ପ୍ରଥମ ଲଖଣ ସିଧାସଳଖ ଦେଖାଯାଏ।କିଡ୍ନୀ ଖରାପ ହେବା ଦ୍ୱାରା ରକ୍ତରେ ୟୁରିଆ ସ୍ତର ବଢିଯାଏ ଆଉ ଯାହା କାରଣରୁ ମୁହଁରୁ ଦୁର୍ଗନ୍ଧ ବାହାରେ ଓ ଜିଭର ସ୍ୱାଦ ମଧ୍ୟ ଖରାପ ହୋଇଯାଏ।ଏଡିମା ର ପ୍ରଥମ ଲକ୍ଷଣ ରେ କେବଳ ପାଦ ଫୁଲିଯାଏ,ଏହା ହେବାର ମୁଖ୍ୟ କାରଣ ହେଉଛି କିଡ୍ନୀ ଶରୀରରୁ ପାଣି ବାହାରକୁ କାଢି ପାରେ ନାହିଁ।ଏହାଦ୍ୱାରା ଶରୀରରୁ ପାଣି ବାହାରକୁ ନଜୀବାର ସମସ୍ୟା ଦେଖାଯାଏ।ଏନିମିଆ,କିଡ୍ନୀର ମୁଖ୍ୟ କାମ ଶରୀରରେ ଲାଲ ରକ୍ତ କୋଶିକାର ଗଠନକୁ ବ୍ୟବସ୍ଥିତ ରଖିଥାଏ।ଦୁର୍ଭାଗ୍ୟରୁ ଯେତେବେଳେ କିଡ୍ନୀ ଫେଲ ହୁଏ ସେତେବେଳେ ଲାଲ ରକ୍ତ ଗଠନ ହେବାରେ ଅସୁବିଧା ହୋଇଥାଏ,ଯେଉଁ କାରଣରୁ ଆମକୁ ଏମିନିଆ ହୋଇଥାଏ।
ଏମଟରିଆ ଯେତେବେଳେ କିଡ୍ନୀ ଫେଲ ହେବା ଆରମ୍ଭ ହୋଇଥାଏ ଆମ ପରିଶ୍ରାରେ ରକ୍ତର ନାଲି ଦାଗ ଦେଖାଯାଇଥାଏ।କିଡ୍ନୀ ସମସ୍ୟା ହେବା ଦ୍ୱାରା ବିଭିନ୍ନ ଲୋକଙ୍କୁ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଇଥାଏ।ଯେମିତି ମନ ଖରାପ ରହିବା ଓ ମତି ଭ୍ରମିତ ହେବା।ପିଠିରେ ବହୁତ ଜୋରରେ ବିନ୍ଧାବିନ୍ଧି ହେବା।ଏହି ବିନ୍ଧା ପିଠିର ଗୋଟେ ପଟର କେବଳ ପିଠି ତଳକୁ ଅଣ୍ଟା ପାଖରେ ହୋଇଥାଏ।ଆଉ ଏହା ଧୀରେ ଧୀରେ ଅଣ୍ଡକୋଷ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ।ଆଉ ଏକ ଅସୁବିଧା ହେଉଛି ମୂତ୍ର ତ୍ୟାଗରେ ଅସୁବିଧା ହେବା ମାନେ ପରିଶ୍ରା କରିବା ସମୟରେ ଅଳ୍ପ ପରିଶ୍ରା ବାହାରିବା।ଯଦି ଆପଣ ଦେଖିବେ ଆପଣଙ୍କ ଶରୀରରେ ମୂତ୍ର କମ ବାହାରୁଚି ତାହେଲେ ଆପଣ ଡାକ୍ତରଙ୍କ ପାଖରୁ ପରାମର୍ଶ ନେବା ନିହାତି ଆବଶ୍ୟକ।
ତାପରେ ଆପଣ ଦେଖିବେ ଯେତେବେଳେ ମୂତ୍ର ତ୍ୟାଗ କରିବା ସମୟରେ ସେଥିରେ ଫେଣ ଭଳି ତତ୍ୱ ବାହାରିଥାଏ ତାହେଲେ ଏହା କିଡ୍ନୀ ଖରାପ ହେବାର ପ୍ରଥମ ଲକ୍ଷଣ ଭିତରୁ ଗୋଟେ ହୋଇଥାଏ।ଭୋକ କମ ଲାଗିବା,ଏହାର କାରଣ ହେଲା ଶରୀରରେ ଏବାଂଛିତ ପଦାର୍ଥ ଜନ୍ମ ହୋଇଥାଏ ଆଉ ଏହାକୁ ଆମ ଶରୀରରୁ ବାହାରକୁ ନିଯିବାରୁ ଆମକୁ ଭୋକ କମ ଲାଗିଥାଏ।ତାପରେ ଆସିବ ନିଶ୍ୱାସ ନେବାରେ ଅସୁବିଧା ହେବା।ଯେତେବେଳେ କିଡ୍ନୀ ଅଵସ୍ଥା ଖରାପ ହେବାରେ ଲାଗିବ ତାହଲେ ଫୁସଫୁସ ରେ ଫ୍ଲୁଇଡ଼ ଜମା ହୋଇଥାଏ ତାହେଲେ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ।
ଯେତବେଳେ କିଡ୍ନୀ ଫେଲ ହବା ଆରମ୍ଭ ହୋଇଥାଏ ତାହେଲେ ଶରୀରରେ ଅଳ୍ପ ଅଳ୍ପ ସ୍ଥାନରେ କମ୍ପନ ଆଉ ଅନୈଛିକ କମ୍ପନ ମଧ୍ୟ ହୋଇଥାଏ।ଯେଉଁ ମାନଙ୍କ କିଡ୍ନୀ ଫେଲ ହୋଇଥାଏ ସେମାନଙ୍କ ମୂତ୍ରରୁ ଖରାପ ଗନ୍ଧ ଆସିଥାଏ।କିଡ୍ନୀ ଖରାପ ହେବା କାରଣରୁ ଶରୀରରେ ବିଶାକ୍ତ ପଦାର୍ଥ ଜମା ହେବା କାରଣରୁ ଆମ ଶରୀର କୁଣ୍ଡେଇ କାଣ୍ଡେଇ ହେଇ ଫଳିଯାଏ ଆଉ ତାସହିତ ଆମର ସମୟ ସମୟରେ ବାନ୍ତି ହୋଇଥାଏ।ଆଉ ମଳରେ ରକ୍ତ ଆସିବା ମଧ୍ୟ ଆମ କିଡ୍ନୀ ଫେଲ ହେବାର ସଙ୍କେତ ଆସିଥାଏ।ଆପଣଙ୍କ ପାଖରେ ଏହି ସବୁ ଲକ୍ଷଣ ଦେଖାଗଲେ ଆପଣ ନିଜର ଜି.ଏଫ.ଆର ଟେଷ୍ଟ କରନ୍ତୁ।ଆଉ ଏହା ୧୫ ତଳକୁ ଆସିଲେ ଆମର କ୍ରେଡ଼ନିନ ଟେଷ୍ଟ କରିବାକୁ ଡାକ୍ତର କରିବା ପାଇଁ ଡାକ୍ତର କହିଥିଲା।
ଯାହାକୁ ଏହି କିଡ୍ନୀ ଜନିତ ସମସ୍ୟା ଦେଖାଯାଏ ତାହେଲେ ଆପଣ ସେ ରୋଗୀର ଚା ଓ ଚିନି ଖାଇବା ବନ୍ଦ କରେଇ ଦିଅନ୍ତୁ କାରଣ ତାଙ୍କ ପାଇଁ ଏହା ବିଷ ସଦୃଶ କାମ କରିଥାଏ।ସାକାଳୁ ଉଠି ଲାଟିନ ଯିବା ସମୟରେ ଆମେ ଆପଣ ଗରମ ପାଣିରେ ଲେମ୍ବୁ ପକେଇ ମିଠା ସୋଢ଼ା ମିଶେଇ ତାକୁ ପିଅନ୍ତୁ।ଯଦି ଆପଣଙ୍କ ଶରୀରରେ ପୋଟାସୀୟମ ମାତ୍ରା ଅଧିକ ଥାଏ ତାହେଲେ ଆପଣ ଲେମ୍ବୁ ନପକାଇ ଖାଲି ସୋଢ଼ା ପକେଇ ପିବେ।ତାପରେ ଲାଟିନ ଆସି କୋକୃଟ କଣ୍ଟା ଵାଲା ଚା ପିଇବେ।ଆଉ ମାତ୍ର ୫୦ ଗ୍ରାମ କୋକୃଟ,୧୦ ଗ୍ରାମ ଭୁଣା ଲୁଣ,୧୦ ଗ୍ରାମ ଖସା ମିଶେଇବେ।ଆଉ ଏହାକୁ ୫୦୦ ଗ୍ରାମ ପାଣିରେ ପକେଇ ୧୦୦ ଗ୍ରାମ ହେଲା ପର୍ଯ୍ୟନ୍ତ ଫୁଟେଇବେ।ଆଉ ଏହାକୁ ସକାଳ ଓ ସନ୍ଧ୍ୟା ଦୁଇ ଟାଇମ ସେବନ କରି ସାରିବା ପରେ ୧ ଘଣ୍ଟା ପର୍ଯ୍ୟନ୍ତ ନା କିଛି ଖାଇବେ ନା କିଛି ପିଇବେ।ଏହି ସବୁ ଉପାୟ ଆପଣ ପ୍ରୟୋଗ କରିବା ଦ୍ୱାରା ଆପଣ ନିଜ ଶରୀରକୁ ସୁସ୍ଥ ସବଳ ରଖି ପାରିବେ।