IAS ଇଣ୍ଟରଭ୍ୟୁ ରେ ଏହି ପ୍ରଶ୍ନ ପଚାରାଗଲା – ୧ ରୁ ୧୦୦ ପର୍ଯ୍ୟନ୍ତ ଗଣନାରେ ସ୍ପେଲିଙ୍ଗ୍ ରେ A ଅକ୍ଷର କେତେ ଥର ଆସିଥାଏ ? ଜବାବ ଶୁଣିଲେ ମୁଣ୍ଡରେ ହାତ ଦେଇଦେବେ ଆପଣ..
ୟୁପିଏସ୍ ଇଣ୍ଟରଭ୍ୟୁ ସିଭିଲ୍ ସେବା ନିଯୁକ୍ତି ପାଇଁ ସିଲେକ୍ସନର ଅନ୍ତିମ ଚରଣ ହୋଇଥାଏ , ସଂଘ ଲୋକ ସେବା ଆୟୋଗ ସିଭିଲ୍ ସର୍ବିସେସ୍ ପରୀକ୍ଷା ରେ ବହୁତ କଠିନ ପ୍ରଶ୍ନ ପଚାରାଯାଇଥାଏ । ପର୍ସନାଲିଟି ଟେଷ୍ଟରେ ଆପଣଙ୍କୁ କିଛି ବି ପଚାରାଯାଇପାରେ ଯାହା ଆପଣଙ୍କ ଭାବନା, ତର୍କଶକ୍ତି, ଓ ମିଜାଜକୁ ପରଖାଯାଇପାରିବ । ଏହି ପ୍ରଶ୍ନକୁ ଶୁଣିକରି ଭଲ ଭଲ ବ୍ୟକ୍ତିଙ୍କ ମୁଣ୍ତ କାମ କରିବା ବନ୍ଦ କରିଦିଏ । ବହୁତଥର ଏହି ପ୍ରଶ୍ନଗୁଡିକ ସିଚୁଏସନ୍ ବେଷଡ୍ ହୋଇଥାଏ । ଯାହା ଦ୍ୱାରା ଆପଣଙ୍କ ରିଜନିଙ୍ଗ୍ କ୍ଷମତାର କିମ୍ବା ହାଜିର୍ ଜବାବ୍ ହେବାରୁ ଜଣାପଡିଯାଏ । ଆପଣଙ୍କ ଆସେସମେଣ୍ଟ ଏହି ପ୍ରଶ୍ନଗୁଡିକ ଆଧାରରେ କରାଯାଏ । ଆପଣ କେତେ ଜଲଦି ଓ କେତେ ସ୍ମାର୍ଟ ଭାବେ ଏହାର ଉତ୍ତର ଦେଉଛନ୍ତି ଆପଣଙ୍କ ଚୟନ ସେହି ଆଧାରରେ ହୋଇଥାଏ , ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଖତରନାକ ପ୍ରଶ୍ନଗୁଡିକ ନେଇକରି ଆସିଛୁ, ଯାହା ଆପଣଙ୍କୁ ଭାବିବାକୁ ବାଧ୍ୟ ହେବେ ।
ପ୍ରଶ୍ନ-୧ : ୧ ରୁ ୧୦୦ ପର୍ଯ୍ୟନ୍ତ ଗଣନାରେ ସ୍ପେଲିଙ୍ଗ୍ ରେ A ଅକ୍ଷର କେତେ ଥର ଆସିଥାଏ ?
ଉତ୍ତର : ଥରେ ବି ନୁହେଁ ।
ପ୍ରଶ୍ନ-୨ : ସେ କେଉଁ ଜିନିଷ ଅଟେ ଯାହା ଖାଇବାପାଇଁ କିଣାଯାଇଥାଏ କିନ୍ତୁ ଖିଆଯାଏ ନାହିଁ ?
ଉତ୍ତର : ପ୍ଲେଟ୍
ପ୍ରଶ୍ନ-୩ : ବ୍ୟକ୍ତିର ଏମିତି କେଉଁ ଜିନିଷ ଅଛି ଯାହା ସବୁବେଳେ ବଢୁଥାଏ ?
ଉତ୍ତର : ବୟସ
ପ୍ରଶ୍ନ-୪ : ଜାପାନର ଲୋକେ କଦଳି ଖାଇବାପରେ ତାର ଚୋପାକୁ କଣ କରନ୍ତି ?
ଉତ୍ତର : ପକାଇଦିଅନ୍ତି ।
ପ୍ରଶ୍ନ-୫ : ସେ କେଉଁ ଜୀବ ଅଛି ଯିଏ ନରରୁ ମାଦା ହୋଇପାରିବ ?
ଉତ୍ତର : ଅକ୍ଟୋପସ୍
ପ୍ରଶ୍ନ-୬ : କୋଲକତା ପୋଲିସ୍ ଧଳା ବର୍ଦୀ କଣ ପାଇଁ ପିନ୍ଦନ୍ତି ?
ଉତ୍ତର : ସମୁଦ୍ର ପାଖରେ ହେବାର କାରଣରୁ ଏଠାରେ ବହୁତ ଗର୍ମ ହୋଇଥାଏ , ଏଥିପାଇଁ ଇଂରେଜ ମାନେ ପୋଲିସ୍ ଙ୍କ ପାଇଁ ଧଳା ରଙ୍ଗ ବାଛିଥିଲେ, ଯାହା ଦ୍ୱାରା ୟୁନିଫର୍ସ ସୁର୍ଯ୍ୟଙ୍କ ରଶ୍ମୀରେ ରିଫ୍ଲେକ୍ଟ ହୋଇ କମ୍ ଗର୍ମ ଲାଗୁ ।
ପ୍ରଶ୍ନ-୭ : ଏମିତି କେଉଁ ଜିନିଷ ଅଛି ଯାହା ପାଣିରେ ବି ଜଳିଥାଏ ?
ଉତ୍ତର : ସୋଡିୟମ୍
ପ୍ରଶ୍ନ-୮ : କେଉଁ ଦେଶରେ କେବଳ ୪୦ ମିନିଟ୍ ରାତି ହୋଇଥାଏ ?
ଉତ୍ତର : ନର୍ବେରେ କେବଳ ୪୦ ମିନିଟ୍ ରାତି ହୋଇଥାଏ , ଏଥିପାଇଁ ସେହି ଦେଶକୁ Country of midnight Sun କୁହାଯାଏ ।
ପ୍ରଶ୍ନ-୯ : ପାଣିର ବୁନ୍ଦାକୁ କିପରି ଗୋଲ୍ କରାଯାଏ ?
ଉତ୍ତର : ସବୁ ଦ୍ରବ୍ୟର ସ୍ତରରେ ଏକ ବଳ କାମ କରିଥାଏ , ଯାହା ପୃଷ୍ଠ ତନାବ କହନ୍ତି । ଏମିତିରେ ଏବେ ପାଣି ପଡିଥାଏ , କିମ୍ବା ମାଟିରେ ତେବେ ପାଣି ପୃଥିବୀର ଗୁରୁତ୍ୱଆକର୍ଷଣ ବଳ କାରଣରୁ ଗୋଲ ଆକାର ବୁନ୍ଦାର ରୁପ ନେଇଯାଏ ।
ପ୍ରଶ୍ନ-୧୦ : ୧୧ ରେ କେବେ ୨ ଯୋଡିଲେ ୧ ଆସିଥାଏ ?
ଉତ୍ତର : ଯେବେ ଘଡିରେ ୧୧ ଟା ବାଜେ ତେବେ ୧୨-୧ ଜୋଡିଲେ ୧ ହୋଇଯାଏ , ଏହି ପ୍ରଶ୍ନକୁ ଦେଖିକରି ଲୋକ ଗଣିତର ଗୁଣା ଭାଗ କରିବାକୁ ଲାଗିଥାନ୍ତି କିନ୍ତୁ ଜବାବ୍ ଦେଖି ହସ ଆସିଯାଏ ,ବହୁତ ସହଜ ପ୍ରଶ୍ନ ଅଟେ ।