ଆଜିର ସବୁଠୁ ୧୦ ମଜାଦାର୍ ଜୋକ୍ସ : ଗୋଟେ ଭିକାରୀ ଭିକ ମାଗିବାପାଇଁ ବ୍ୟାଙ୍କର ଲାଇନ୍ ରେ ଗଲା, ସେ ଶେଷରେ ଠିଆ ହୋଇଥିବା ଆଉ ତାପରେ ଯାହା ହେଲା ଜାଣିଲେ ଆପଣ ହସି ହସି ବେଦମ ହେଇଯିବେ..
ଆଜି କାଲିର କର୍ମବ୍ୟସ୍ତ ଜୀବନ ମଧ୍ୟରେ ପ୍ରାୟ ସବୁ ବ୍ୟକ୍ତି ଚିନ୍ତାଗ୍ରସ୍ତରେ ରହିଥାଏ, ଚିନ୍ତାରେ ରହିଲେ ବ୍ୟକ୍ତିକୁ ନାନାଦି ରୋଗ ଘେରେଇନିଏ , ଡାକ୍ତରଙ୍କ କଥା ମାନିଲେ ବ୍ୟକ୍ତି ସେତେବେଳେ ଖୁସିରେ ରହିବ ଯେବେ ତାର ଭିତର ମନ ଖୁସିରେ ଥିବ ଓ ସେ କଥା ତ ଆପଣ ଶୁଣିଥିବେ କି “Laughter is the best medicine”ଏଥିପାଇଁ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ , ଯାହା ଆଜିକାଲି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି , ଆସନ୍ତୁ ଜାଣିବା ସେହି ମଜାଦାର୍ ଜୋକ୍ସ ଗୁଡିକ ଉପରେ ନଜର ।
୧) ସ୍ତ୍ରୀ- ମୁଁ ତୁମ ସହ କଥା ହେଇପାରିବି ନାହିଁ , ସ୍ୱାମୀ –ଠିକ୍ ଅଛି , ସ୍ତ୍ରୀ-ତୁମେ କଣ କାରଣ ଜାଣିବାକୁ ଚାହୁଁନ ? ସ୍ୱାମୀ- ନା ତୁମର ଫଇସଲାର ମୁଁ ଇଜ୍ଜତ କରେ ।
୨) ଗାଁରେ ଏକ ବାଟୋଇ ଯାଉଥିଲା, ସେ ଗୋଟେ ଛୁଆକୁ ଖେଳୁଥିବାର ଦେଖିଲା ଓ କହିଲା- ପୁଅ ତୁ ମୋତେ ଟିକିଏ ପାଣି ପିଆଇଦେବୁ ? ଛୁଆ- ଯଦି ଆପଣଙ୍କୁ ମୁଁ ଲସି ଦିଏ ? ବାଟୋଇ- ତେବେ ବହୁତ ଭଲ ହେବ । ଛୁଆ ଦୌଡିକରି ଗଲା ଓ ଲସି ନେଇକରି ଆସିଲା, ବାଟୋଇ ପାଞ୍ଚ ମଗ୍ ଲସି ପିଇବାପରେ ଛୁଆକୁ ପଚାରିଲା କଣ ତୁମ ଘରେ କଣ କେହି ଲସି ପିଉନାହାନ୍ତି କି ? ଛୁଆ କହିଲା ପିଅନ୍ତି ତ ସମସ୍ତେ କିନ୍ତୁ ଆଜି ଲସିରେ ଏକ ମୁଷା ପଡିଯାଈଥିଲା, ଓ ସେଥିରେ ମରିଗଲା, ବୋଟୋଇକୁ ରାଗ ଆସିଲା ଓ ସେଇ ମଗ୍ କୁ ତଳେ ପକାଇଦେଲା, ଛୁଆ କାନ୍ଦିକାନ୍ଦି କହିଲା- ମା ଏଇ ଲୋକ ଆମର ମଗ୍ ଭାଙ୍ଗିଦେଲେ, ଏବେ ଆମେ ସେହି ମଗରେ ଝାଡା କେମିତି ଯିବା ?
୩) ଏଇ ଯେଉଁ କୁଲଫି ଖାଇକରି ଗୋଟେ ହାତରେ କୁଲଫି ତଳେ ଲଗାଉଛ ନା, ଏହାକୁ ଗୀତାରେ ଶ୍ରୀକୃଷ୍ଣ ମୋହ କହିଛନ୍ତି, ଓ କୁଲଫି ଶେଷ ହେବାପରେ ଯେଉଁ କାଠିକୁ ଚାଟୁଛ , ଏହାକୁ ଗୀତାରେ ଶ୍ରୀକୃଷ୍ଣ ଲୋଭ ବୋଲି କହିଛନ୍ତି । ଓ କୁଲଫିର କାଠି ଫିଙ୍ଗିବା ପରେ ସାମ୍ନା ବାଲାର କୁଲଫି ଦେଖିକରି ଭାବିବା ଓ ତାହାର କଣ ପାଇଁ ଶେଷ ହେଉନି, ଏହାକୁ ଗୀତାରେ ଇର୍ଷା ବୋଲି କୁହାଯାଇଚି, ଓ କୁଲଫି ଶେଷ ହେବାପୁର୍ବରୁ କାଠିରୁ କୁଲଫି ପଡିଗଲେ , ତୁମରେ ମନରେ ଯାହା ଆସେ ତାହାକୁ ଗୀତାରେ କ୍ରୋଧ ବୋଲି କୁହାଯାଏ ।
୪) ସ୍ତ୍ରୀ ବାପଘରୁ ସ୍ୱାମୀ ପାଖକୁ ଫୋନ୍ କଲା, ସ୍ତ୍ରୀ-କେମିତି ଅଛ? ସ୍ୱାମୀ-ଠିକ୍ ଅଛି, ସ୍ତ୍ରୀ-ମୋର କଥା ମନେ ପଡୁଛି କି ନାହୀଁ ଓ ମନେ ପଡିଲେ କଣ କରୁଛ ? ସ୍ୱାମୀ-ତୁମର ପସନ୍ଦର ଆଇସକ୍ରିମ୍ କେଶର ପିସ୍ତା ଖାଇନିଏ , ଓ ମୋର କଥା ମନେ ପଡିଲେ କଣ କରୁଛ ? ସ୍ତ୍ରୀ- ମୁଁ ବି ରୋୟାଲ୍ ଷ୍ଟାଗ୍ ର ଗୋଟେ କ୍ୱାଟର୍ ଓ ତିନୋଟି ସିଗାରେଟ୍ ପିଇକରି ରଜନୀଗନ୍ଧା ଖାଇନେଉଛି , ସ୍ୱାମୀ ଏବେ କୋମାରେ ।
୫) ମୁଣ୍ତ ବିନ୍ଧା ହେଉଥିଲେ, କିମ୍ବା ଦେହ ଦରଜ ହେଉଥିଲେ, ଆଖି ପୀଡା କରୁଥିଲେ, ଅଳସୁଆ ଲାଗୁଥିଲେ, ଏବେ ସବୁ ରୋଗର ରାମବାଣ ଚିକିତ୍ସା, ନିଜ ମୁଣ୍ତରେ ସାତଥର ମୋବାଇଲ୍ ବୁଲାଇକରି ପୋଖରୀରେ ପକାଇଦିଅନ୍ତୁ ।
୬) ମ୍ୟାଡାମ୍ –କ୍ଲାସରେ ପଢାଉଥିଲେ , ମ୍ୟାଡାମ୍- ଯଦି ଇରାଦା ପକା ଅଛି ତ ସେ ଯାହା ଚାହିଁବ ପାଇପାରିବ ପପୁ- ଛାଡନ୍ତୁ ମ୍ୟାଡାମ୍ ସବୁ କହିବାକଥା, ମ୍ୟାଡାମ୍- କଣ କହିଲୁ ଏହା ସତ ଅଟେ , ପପୁ- ଯଦି ଏମିତି ହୁଅନ୍ତା , ତେବେ ଆପଣ ମୋର ମ୍ୟାଡାମ୍ ନୁହେଁ ବରଂ ମୋର ମିସେସ୍ ହୋଇଥାନ୍ତେ , ମ୍ୟାଡାମ୍ ବେହୋସ୍ ।
୭) ଆଜିର ଜ୍ଞାନ, ପୁରୁଷ କେବେ ବି ଏତେ ମିଛୁଆ ହୋଇନଥାନ୍ତା , ଯଦି ମହିଳା ଏତେ ପ୍ରଶ୍ନ କରନ୍ତେ ନାହୀଁ ।
୮)ସ୍ୱାମୀ ଓ ସ୍ତ୍ରୀ ବାଇକ୍ ରେ କେଉଁଆଡେ ଯାଊଥିଲେ, ସ୍ୱାମୀ ପାନର ଦୋକାନରେ ଗାଡି ଅଟକାଇଲା, ସ୍ୱାମୀ –ଭାଇ ଗୋଟେ ପାନ ଦେବ , ସ୍ୱାମୀ ପାନ ନେଇକରି ସ୍ତ୍ରୀକୁ ଖୁଆଇଦେଲା, ପାନବାଲା- ଆପଣ ପାନ ସ୍ତ୍ରୀକୁ କଣ ପାଇଁ ଖୁଆଇଦେଲେ ? ସ୍ୱାମୀ –କାରଣ ମୁଁ ବିନା ପାନ ଖାଇ ଚୁପ୍ ରହିପାରିବି ।
୯) ଗୋଟେ ଭିକାରୀ ଭିକ ମାଗିବାକୁ ବ୍ୟାଙ୍କ୍ ଲାଇନ୍ ରେ ଠିଆ ହୋଇଗଲା, ସେ ଶେଷରେ ଠିଆ ହୋଇଥିବା ବ୍ୟକ୍ତିକୁ ଭିକ ମାଗିଲା ସେ କହିଲା ଆଗକୁ ଯା , ସେ ଆଗକୁ ଗଲା , ସେମିତି ଆଗ ଲୋକ କହିଲା ଆଗକୁ ଯା , ଏମିତି କରି କରି ସେ ବ୍ୟାଙ୍କର କ୍ୟାଉଣ୍ଟର୍ ପାଖରେ ପହଞ୍ଚିଗଲା, ଓ ନିଜ ପଇସା ବାହାରକରି ଦୁଇ ମିନିଟ୍ ରେ ବାହାରକୁ ଆସିଗଲା
୧୦) ସାନ୍ତା ପଞ୍ଜାବ ପୋଲିସ୍ ରେ ଭର୍ତ୍ତି ହୋଇଗଲା, ଚୋର ପୋଖରୀରେ ଗାଧୋଉଥିଲା, ସାନ୍ତ- ଆରେ କଣ କରୁଛୁ? ଚୋର- ପୋଖରୀରେ ବିନା କପଡାରେ ଗାଧୋଉଛି, ସାନ୍ତା- ଶଳା, ଜଲଦି ବାହାରକୁ ଆସେ କପଡା ପିନ୍ଧିଦେ , ତୋର ତଲାସି ହେବ ।
୧୧) ଗଳିରେ ଗୋଟେ ଭିକାରୀ ଯାଉଥିଲା , ଗୋଟେ ଘରର କବାଟ ଖୋଲା ଥିଲା, ଓ ଭିତରୁ ଗୋଟେ ବୁଢି ବସିଥିଲା ତାହାକୁ ଦେଖି ଭିକାରୀ କହିଲା ଖାଇବାକୁ ରୁଟି ଦେଇଦିଅ ମା , ବୁଢି –ରୁଟି ତ ଏବେ ହେଇନି ପରେଆସିଯିବ , ଭିକାରୀ ଠିକ୍ ଅଛି, ଏଇ ନିଅ ମୋର ମୋବାଇଲ୍ ନମ୍ବର ଯେବେ ହୋଇଯୀବ ମୋତେ ମିସ୍ କଲ୍ କରିଦେବ , ଏହା ଶୁଣିକରି ବୁଢିର ହୋସ୍ ଉଡିଗଲା, କହିଲା ମିସ୍ କଲ୍ କଣପାଇଁ କରିବି, ଯେବେ ହୋଇଯିବ ହ୍ୱାଟ୍ସ ଆପ୍ ରେ ପକାଇଦେବି, ସେଠାରୁ ଡାଉନଲୋଡ୍ କରି ଖାଇଦେବ , ଏହା ଶୂଣୀକରି ଭିକାରୀ ବେହୋସ୍ ହୋଇଗଲା ,