February 18, 2025

Odia Express

Leading Odia News Portal of Odisha

ଆୟଶା ଟାକିଆଙ୍କ ପୁଅ କ୍ୟୁଟ୍ ନେସ୍ ମାମଲାରେ ନୁହନ୍ତି ନିଜ ମାଙ୍କ ଠାରୁ କମ୍, ଫଟୋ ଦେଖିଲେ ଆପଣ ବି ଦିୱାନା ହୋଈଯିବେ..

ବଲିଉଡ୍ ଅଭିନେତ୍ରୀ ଆୟଶା ଟାକିଆ କେବେ ବଲିଉଡ୍ ଜଗତରେ ଜଣାଶୁଣା ନାଁ ଥିଲା , ସେ ବଲିଉଡ୍ ରେ ବହୁତ ଫିଲ୍ମରେ କାମ କରିଥିଲେ  ଗୋଟେ ସମୟ ଥିଲା ଯେବେ ବୋଧେ କେଉଁ ପୁଅ ଥିବ ଯିଏ ଆୟଶାଙ୍କ ପାଇଁ ଦିୱାନା ହୋଇନଥିବ , ସେ ତାଙ୍କର ସୁନ୍ଦର ଓ କ୍ୟୁଟ୍ ନେସ୍ ଯୋଗୁଁ ସମସ୍ତଙ୍କୁ ଦିୱାନା କରିଦେଇଥିଲେ , କିନ୍ତୁ ଏବେକାର କଥା କହିଲେ ଆଜି ଆମେ କଥା ହେବା ଏହି ସମୟରେ ଆୟଶା କଣ କରୁଛନ୍ତି ଓ ତାଙ୍କର ସ୍ୱାମୀ ଓ ତାଙ୍କର କ୍ୟୁଟ୍ ପୁଅ ବିଷୟରେ ଯିଏକି କ୍ୟୁଟନେସ୍ ମାମଲାରେ କରୀନାଙ୍କ ପୁଅ ତୈମୁରଙ୍କ ଠାରୁ ବି କମ୍ ନୁହନ୍ତି ।ଆୟଶା ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି ଓ ନିଜ ପୁଅର ଲାଟେଷ୍ଟ ଫଟୋଗୁଡିକ ସୋସିଆଲ୍ ମିଡିଆରେ ସେୟାର୍ କରିଥାନ୍ତି , ତାଙ୍କ ପୁଅଙ୍କ ନାଁ ମିଖାଇଲ୍ ଅଟେ ଯିଏ ଦେଖିବାକୁ ବହୁତ୍ ହିଁ କ୍ୟୁଟ୍ ଲାଗେ

କହିଦେବୁ କି ଆୟଶା ୨୦୦୯ ରେ ସମାଜବାଦୀ ପାର୍ଟିର ନେତା ଅବୁ ଆଜମୀଙ୍କ ପୁଅ ଫରହାନ୍ ଆଜମୀଙ୍କ ସହ ବିବାହ କରିଥିଲେ , ମହାରାଷ୍ଟ୍ରରେ ସମାଜବାଦୀ ପାର୍ଟିର ପ୍ରମୁଖ ନେତା ଅବୁ ଆଜମୀଙ୍କ ପୁଅ ଫରହାନ୍ ଆଜମୀ ଙ୍କୁ ବିବାହ କରିବାପରେ ଆୟଶା କହିଲେ କି ସେ ନିଜକୁ ବଦଳାଇବା ଓ ବୁଝିବାପାଇଁ କିଛି ସମୟ ଚାହୁଁଛନ୍ତି , ଆୟଶାଙ୍କ ଅନୁସାରେ ଏହା ମୋର ଜୀବନର ଏକ ଅଲଗା ସମୟ ଥିଲା , ବିକାଶର ,, ପରିବର୍ତ୍ତନ ର ଓ ମୁଁ କିଏ ?ଏହା ବୁଝିବାକୁ । ଅଭିନେତ୍ରୀ କହିଲେ କି ବିବାହ କରିବା , ଏକ ଛୁଆ ହେବା , ବୁଲିବା, ଅଲଗା ପ୍ରକାରର କାର୍ଯ୍ୟ କରିବା ମୋର ଜୀବନର ଏକ ଅଲଗା ପହଲୁ ବିଷୟରେ ଶିଖାଇଛି , ମୁଁ କିଏ ଥିଲି, ମୋର୍ ଜୀବନରେ କଣ ପାଇଲି

ଏବେ ଆମେ ଆପଣଙ୍କୁ ଦେଖାଉଛୁ ସେ କ୍ୟୁଟ୍ ଛୁଆକୁ ଯିଏ ଏବେ ୪ ବର୍ଷର ହୋଇସାରିଛି,  ତାର କିଛି ବଛା ବଛା ଫଟୋ ନେଇକରି ଆସିଚୁ ,ଯାହାକି ଆପଣ ଦେଖିପାରୁଥିବେ , ବିବାହ କରିବାପରେ ଆୟଶା ଫିଲ୍ମ ଜଗତରୁ ଦୂରେଇଗଲେ , ଯାହାପରେ ଫ୍ୟାନ୍ସଙ୍କୁ ବହୁତ ନିରାଶା ହେଲା ,କହିଦେବୁ କି ସେ ବଲିଉଡ୍ ଫିଲ୍ମର ଆରମ୍ଭ ଅଜୟ ଦେବଗନଙ୍କ ଫିଲ୍ମ ଟାର୍ଜନ ଦି ୱାଣ୍ତର୍ କାର୍ ରୁ କରିଥିଲେ , ଏହି ଫିଲ୍ମ ପଇଁ ତାଙ୍କୁ ଫିଲ୍ମ ଫେୟାର୍ ଆୱାର୍ଡ ପ୍ରଥମ ମହିଳା ଭାବେ ବିବେଚିତ ହୋଇଥିଲେ ।

ଆୟଶାଙ୍କ ଲୋକପ୍ରିୟ ଫିଲ୍ମ ୱାଣ୍ଟେଡ୍ ଥିଲା ଯାହାକି ସୁପରଷ୍ଟାର୍ ସଲମାନଙ୍କ ସହ ଅଭିନୟ କରିଥିଲେ , କିନ୍ତୁ ବିବାହ ପରେ ସେ ଫିଲ୍ମ ଜଗତରୁ ଦୂରେଇଗଲେ , କହିଦେବୁ କି ଆୟଶା ଟାକିଆ ତାଙ୍କର୍ ଆସୁଥିବା ଫିଲ୍ମ ବୋରିବଲି କା ବ୍ରୁସ୍ ଲି ର୍ ସୁଟିଙ୍ଗ୍ ୭୦ ପ୍ରତିଶତ୍ ପୁରା କରିଦେଇଛନ୍ତି , ଶେଷଥର ତାଙ୍କୁ ଫିଲ୍ମ ତୁମ୍ (୨୦୧୩) ରେ ନଜର ଆସିଥିଲେ , ଆୟଶା ବୋରିବଲି କା ବ୍ରୁସ୍ ଲି ସହ ଫିଲ୍ମ ପର୍ଦାରେ ଫେରିବେ

ଫିଲ୍ମ ବିଷୟରେ ଆୟଶା ଏକ ସାକ୍ଷାତକାରରେ କହିଲେ କି ବୋରିବଲି କା ବ୍ରୁସ୍ ଲି ଫିଲ୍ମ ଏବେ କିଛି ପରିମାଣରେ ପୁରା ହୋଈଯାଇଛି , ଏହା ବହୁତ ଭଲ ଫିଲ୍ମ ଅଟେ ,ଯେମିତି ଏହି ଫିଲ୍ମର ନାଁ ଅଟେ, ଏହା ଏକ ମନୋରଞ୍ଜକଫିଲ୍ମ ଅଟେ, ଯେଉଁଥିରେ କୁଙ୍ଗ୍ ଫୁ ସାମିଲ୍ ଅଛି , ଏହାକୁ ନେଇ  ମୁଁ ବହୁତ ରୋମାଞ୍ଚିତ ଅଛି ।

Leave a Reply

Your email address will not be published. Required fields are marked *