ଦୁନିଆଁର ଏମିତି କିଛି ଦେଶ ଯେଉଁଠି ରାତି ହୁଏ ନାହିଁ , ସେଠାକାର ନଜାରା ହୋଇଥାଏ ପ୍ରକୃତରେ ମନୋମହକ – ଜାଣିରଖନ୍ତୁ ସେ ବିଷୟରେ..

କଣ ଆପଣ କେବେ ଭାବିଛନ୍ତି କି ସବୁଦିନ ବାହାରୁଥିବା ସୁର୍ଯ୍ୟ ଯଦି କେଉଁ ଦିନ ବୁଡି ହିଁ ନଥିବ ତେବେ କେମିତି ଦୃଶ୍ୟ ହୋଇଥିବ , କିନ୍ତୁ ଆପଣ ଭାବିବେ କିନ୍ତୁ ଏମିତି ହେବା ସଂମ୍ଭବପର ନୁହେଁ , କିନ୍ତୁ ଆମେ ଆପଣଙ୍କୁ କହିଦେବୁ କି ଏହି ଦୁନିଆଁରେ ଏମିତି ଜାଗା ଅଛି , ଯେଉଁଠି ଯାଇକରି ଆପଣ ନଜାରା ଦେଖିପାରିବେ , ହଁ ଆଜ୍ଞା ଆପଣ ଦୁନିଆଁର କିଛି ଇଲାକା ବି ଦେଖିପାରିବେ , ଯେଉଁଠି ରାତି ହୋଇନଥାଏ , ଓ ଯଦି ବି ହୋଇଥାଏ କିଛି ସମୟ ପାଇଁ , ତେବେ ଆସନ୍ତୁ ଆମେ କହିବୁ ଦୁନିଆଁର କିଛି ଏମିତି ସହରଗୁଡିକ ବିଷୟରେ ଯେଉଁଠି ସୁର୍ଯ୍ୟ ଅସ୍ତ କେବେ ହୋଇନଥାଏ , ଓ ରାତି ହୋଇନଥାଏ ।
୧)ନର୍ବେ- ଏହି ଦେଶ ଆର୍କ୍ଟିକ୍ ସର୍କଲ୍ ମଧ୍ୟରେ ଆସେ , ନର୍ଭେରେ ଜୁଲାଇର ପ୍ରାୟ ୭୬ ଦିନ ସୁର୍ଯ୍ୟ କେବେ ବୁଡିନଥାଏ , ଏହି କାରଣରୁ ଏହାକୁ ଲ୍ୟାଣ୍ତ ଅଫ୍ ମିଡନାଇଟ୍ ସନ୍ କୁହାଯାଏ , ଏମିତିରେ ଆପଣ ଏଠାକୁ ଲମ୍ବା ସମୟ ଯାଏଁ ସୁର୍ଯ୍ୟର ରଶ୍ମୀର ଅଲଗା ଆନନ୍ଦ ଉଠାଇପାରିବେ, ତେବେ ଆପଣଙ୍କୁ ଆସିବାକୁ ହେବ ଉତ୍ତରି ନର୍ବେ ଯେଉଁଠି ସୁର୍ଯ୍ୟ କେବେ ବୁଡେନାହିଁ ।
୨) ଆଇସଲ୍ୟାଣ୍ତ- ଗ୍ରେଟ୍ ବ୍ରିଟେନ୍ ପରେ ଆଇସଲ୍ୟାଣ୍ତ ୟୁରୋଫର ସବୁଠାରୁ ବଡ ଆଇସଲ୍ୟାଣ୍ତ ଅଟେ । ଏଠାରେ ଆପଣ ରାତିରେ ସୁର୍ଯ୍ୟର କିରଣ ଦେଖିପାରିବେ , ଏଠାରେ ୧୦ ମେ ର ଶେଷରୁ ଜୁଲାଇ ପର୍ଯ୍ୟନ୍ତ ସୁର୍ଯ୍ୟ ବୁଡେ ନାହିଁ , ଏଠାରେ ବୁଲିବା ଆପଣଙ୍କ ପାଇଁ ସ୍ମରଣୀୟ ହୋଇପାରିବ ।
୩) କାନାଡା- ଦୁନିଆଁର ସବୁଠାରୁ ବଡ ଦେଶ କାନାଡା ଯାହାକି ବହୁତ ଦିନ ଯାଏଁ ବରଫାବୃତ ହୋଇଥାଏ , ଏଠାରେ ଉତ୍ତରୀ –ପଶ୍ଚିମ ଭାଗରେ ଗରମ ଦିନରେ ୫୦ ଦିନ ଯାଏଁ ସୁର୍ଯ୍ୟ ଲଗାତାର ଚମକୁଥାଏ , ମାନେ ୫୦ ଦିନ ଯାଏଁ ଆପଣ ସୁର୍ଯ୍ୟଙ୍କୁ ଦେଖିପାରିବେ ।
୪) ଆଲାକ୍ସା- ଆଲାକ୍ସା ନିଜ ସୁନ୍ଦର ଗ୍ଲେସିଅର୍ ପାଇଁ ଜଣାଯାଏ , ଏଠାରେ ମେ ରୁ ଜୁଲାଇ ପର୍ଯ୍ୟନ୍ତ ସୁର୍ଯ୍ୟ ବୁଡେ ନାହିଁ , ଏହି ସମୟରେ ବରଫକୁ ରାତିରେ ଚମକୁଥିବାର ଦେଖିବା ଆନନ୍ଦଦାୟକ ହୋଇଥାଏ , ଏହାର କଳ୍ପନା ତେବେ ହିଁ କରିପାରିବେ ।
୫) ଫିନଲ୍ୟାଣ୍ତ- ବହୁତ ସାରା ହ୍ରଦଓ ଆଇସଲ୍ୟାଣ୍ତରେ ସଜେଇ ହୋଇଥିବା ଏହି ଦେଶ ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ , ଗରମର ଦିନରେ ଏଠାରେ ୭୩ ଦିନ ଯାଏଁ ସୁର୍ଯ୍ୟର ରଶ୍ନୀ ରାତିରେ ଦେଖିବାକୁ ମିଳେ , ଫିନଲ୍ୟାଣ୍ତର ଅଧିକାଂଶ ଭାଗରେ ଗରମ ଦିନରେ ୭୩ ଦିନ ଯାଏଁ ସୁର୍ଯ୍ୟ ଦେଖାଯାଏ , ଏଥିରେ ପର୍ଯ୍ୟଟକଙ୍କ ଜନସମାଗମ ହୋଇଥାଏ , ବୁଲିବାପାଇଁ ଏହି ଦେଶ ବହୁତ ଭଲ ଅଛି , ଏମିତି ମୌସୁମରେ ଆପଣ ସ୍କିଙ୍ଗ୍ ,ସାଇକେଲିଙ୍ଗ୍, ରକ୍ କ୍ଲାଇମ୍ବିଙ୍ଗ୍ ଓ ହାଇକିଙ୍ଗ୍ ପରି ଆକ୍ଟୀଭିଟିଜ୍ କରିପାରିବେ , ଏଠାରେ ମିଡ୍ ସମରରେ ହେଉଥିବା ଫିନିଶ୍ ନ୍ୟାଶନାଲ୍ ହଲିଡେ ସମୟରେ ଆପଣ ଛୁଟିରେ ଭରପୁର୍ ଆନନ୍ଦ ନେଇପାରିବେ ।
୬) ସ୍ୱିଡେନ୍ – ଏଠାରେ ଗରମଦିନରେ ବହୁତ ଦିନଯାଏଁ ସୁର୍ଯ୍ୟ ଅସ୍ତ ହୋଇନଥାଏ , ସ୍ୱିଡେନ୍ ରେ ମେ ମାସରୁ ଅଗଷ୍ଟ ମାସ ମଧ୍ୟରେ ୧୦୦ ଦିନ ଯାଏଁ ସୁର୍ଯ୍ୟ ଅସ୍ତ ହୋଇନଥାଏ, ଯେବେ ବୁଡିଥାଏ ତେବେ ଅଧାରାତିକୁ , ତାପରେ ସକାଳ ୪,୩୦ ମିନି ରେ ବାହାରି ଆସେ ।,
ତେବେ ପ୍ରକୃତରେ ଏହି ସହରଗୁଡୀକ ବୁଲିବା ଦରକାର, ପରିଶେଷରେ ଏହା ଦେଖିବା ପ୍ରକୃତରେ ମଜା ଆସିବ, ଯେବେ ରାତିକୁ ଆମେ ସୁର୍ଯ୍ୟଙ୍କୁ ଦେଖିପାରିବା, ତେବେ ଏହି ଗରମ ଦିନର ଛୁଟିରେ ଆସନ୍ତୁ ନିଶ୍ଚିତ ଏହି ଦେଶଗୁଡିକୁ