February 12, 2025

Odia Express

Leading Odia News Portal of Odisha

ବହୁ ବର୍ଷ ଧରି ଲାଇମ୍ ଲାଇଟ୍ ରୁ ଗାୟବ ଥିଲେ ଏହି ଲୋକପ୍ରିୟ କଳାକାର, ଆଜି ଦେଖନ୍ତୁ ଏହି ଅବସ୍ଥାରେ ଆପଣ ବି ଚିହ୍ନିପାରିବେ ନାହିଁ ତାଙ୍କୁ

ବଲିଉଡ୍ ଓ ଏବେ ଟେଲିଭିଜନ ଦୁନିଆଁରେ ଏମିତି ଏକ ଦୁନିଆଁ ବାହାରି ଆସିଛି ଯାହା ସମସ୍ତେ ଜାଣିବାକୁ ଚାହଁନ୍ତି , ଆମେ ସବୁ ଯେବେ ଦୁରରୁ ଏହି ରଙ୍ଗିନ ଦୁନିଆଁକୁ ଦେଖିଥାଉ ତେବେ ଆମର ବି ମନ ହୋଇଥାଏ କି ଆମେ ବି ଏହି ଦୁନିଆଁରେ ଏକ ଅଂଶ ହୋଇଯାଉ , କିନ୍ତୁ କଣ ପ୍ରକୃତରେ ଏହି ଦୁନିଆଁର ସତ୍ୟତା ସେତେ ଭଲ ଅଛି ଯେତେ ଦୂରରୁ ଦେଖାଯାଏ ? ବୋଧେ ନୁହେଁ । ଆପଣଙ୍କୁ ଲାଗୁଥିବ କି ଏମିତି ଆମେ କଣ ପାଇଁ କହୁଛୁ , ଏହାର କାରଣ ଆମେ ଆପଣଙ୍କୁ କହିଦେବୁ , ଏବେ କିଛି ଦିନ ହେବ ସୋସିଆଲ୍ ମିଡିଆରେ ବଲିଉଡ୍ ଓ ଟେଲିଭିଜନର ଏକ ବଡ କଳାକାରଙ୍କ ଏକ ଫଟୋ ବହୁତ ଭାଇରାଲ୍ ହେଉଛି, ଯାହାକୁ ଦେଖିବା ପରେ ଲାଗୁଛି କି ଏହି ରଙ୍ଗୀନ ଦୁନିଆଁରୁ ସେ ଦୂରରେ ଅଛନ୍ତି । ଟିଭିର ଲୋକପ୍ରିୟ ଶୋ ସାରା ଭାଇ ଭର୍ସେସ୍ ସାରାଭାଇ ନଜର୍ ଆସୁଥିବା ଅଭିନେତା ରାଜେଶ କୁମାର  ଅଭିନୟ ଦୁନିଆଁରୁ ଦୂରେଇ ଯାଉଛନ୍ତି , ସାରାଭାଇ ରେ ରାଜେଶ ଓ ରୋସେଶଙ୍କ ଭୁମିକାରେ ନଜର ଆସିଥିଲେ,  ଏହି ଶୋରେ ସେ ଏକ କମେଡୀ ଅଭିନେତା ଭାବରେ ନଜର ଆସୁଥିଲେ ।

ଏବେ ସେ ଅଭିନୟ ଛାଡିକରି ବିହାରର ଗାଁ ବର୍ମାରେ ହାଲତ୍ ସୁଧାରିବାର ଫଇସଲା କରିଛନ୍ତି , ଓ ଏହି କାରଣରୁ ସେ କ୍ଷେତ ବିଷୟରେ ସୁଚନା ଦେବା ସହ ଶୁନ୍ୟ ବଜେଟ୍ ରେ ଆଧ୍ୟାତ୍ମିକ କ୍ଷେତି କରିବା ଆରମ୍ଭ କରିଦେଇଛନ୍ତି , ଓ ଏବେ ସେ ବିହାରର ଏକ ଗାଁକୁ ସେ ସ୍ମାର୍ଟ୍ ଗାଁ ବନାଇବାର ଫଇସଲା ନେଇଛନ୍ତି । ମାମଲା ଏହା କି ବହୁତ ବଲିଉଡ୍ ଫିଲ୍ମ ଓ ବହୁତ୍ ଚର୍ଚ୍ଚିତ ଟିଭି ଶୋରେ କାମ କରିଥିବା ରାଜେଶ୍ କୁମାର ଏବେ ଗାଁରେ ଦେଖାଦେଇଥିଲେ,  ଏବେ ସେ ଗାଁରେ ଯାଇକରି ମସ୍ତି କରୁଥିବାର ନୁହେଁ ବରଂ ସେ କ୍ଷେତି କରୁଥିବାର ନଜର ଆସିଲେ , ସେ ଗାଇ ଠାରୁ କ୍ଷୀର ବାହାର କରୁଥିବା ନଜର୍ ଆସିଥିଲେ,  ରାଜେଶଙ୍କ ଏହି ଫଟୋଦେଖିକରି ଲୋକେ ଆଶ୍ଚର୍ଯ୍ୟ ଓ ଚିନ୍ତାରେ ପଡୀଯାଇଥିଲେ,

ଲୋକେ ବୁଝିପାରୁନଥିଲେ କି ଅସଲରେ କଣ୍ ହୋଇଥିଲା?  କଣ ପାଇଁ ସେ ଏମିତି ନିଷ୍ପତି ନେଇଥିଲେ । ଏବେ ପର୍ଯ୍ୟନ୍ତ ସୁଚନା ଅନୁଯାୟୀ କୁହାଯାଉଛି କି ରାଜେଶ୍ ଏହି ଦିନରେ ଫିଲ୍ମ ଓ ଅଭିନୟରୁ ଦୂରେଇ ଯାଉଛନ୍ତି , ଓ ସେ ଏବେ ୧୨୫ କିମି ଦୂର ବର୍ମା ଗାଁରେ ସ୍ମାର୍ଟ ଗାଁ କରିବାରେ ଲାଗିପଡିଛନ୍ତି , ସେ ଯେବେ ଏହି ଗାଁ ବିଷୟରେ ସୁଚନା ଏକାଠି କଲେ , ତେବେ ତ୍ଙ୍କୁ ଜଣାପଡିଲା କି ଏହି ଗାଁରେ ଦରକାର ମୁତାବିକ ଜିନିଷ୍ ନାହିଁ , ସେ ସେଥିପାଇଁ ନିଷ୍ପତ୍ତି କଲେ କି ସେ ଏହି ଗାଁକୁ ସ୍ମାର୍ଟ ଗାଁ ବନାଇବେ , ନିରନ୍ତର୍ ପ୍ରୟାସ ରୁ ଏହି ଗାଁକୁ ସୁଧାରୁଛନ୍ତି , ସେ ଏଠାରେ କ୍ଷେତି, ଗାଇ ଠାରୁ କ୍ଷୀର ବାହାର କରିବା, ଯେପରି କାମ କରୁଛନ୍ତି ।

ଜଣେଇଦେବୁ କି ରାଜେଶ୍ ୧୯୯୮ ରେ ନିଜ ଗର୍ଭବତୀ ଭଉଣୀଙ୍କୁ ଦେଖିକରି ମୁମ୍ବାଇ ଆସିଥିଲେ,  ଓ ସେ ନିଜ ଗ୍ରାଜୁଏସନ୍ ବିହାର ୟୁନିଭରସିଟି ରୁ ପୁରା କରି ମୁମ୍ବାଇର ସେଣ୍ଟ୍ ଜାଭିୟର୍ କଲେଜରେ ମାସ୍ କମ୍ୟୁନିକେଶନ୍ କରିବାକୁ ଚାହୁଁଥିଲେ

ଏହି ମଧ୍ୟରେ ତାଙ୍କର ଏକ ସାଙ୍ଗ ଏକ ଛୋଟ ରୋଲ୍ ପ୍ଲେ କରିବାକୁ କହିଲେ  ଏଥିରୁ ରାଜେଶଙ୍କୁ ଏକ ଛୋଟ ଲାଇନ୍ କହିବାର ଥିଲା  ହ୍ୟାପି ମ୍ୟାରେଜ୍ ଆନିଭରସରି କଂଗ୍ରାଚୁଲେସନ୍ ୟେ ରହି ଆପକି ଟିକେଟ୍ ,ଏହି ଲାଇନ୍ କହିବାକୁ ସେ ୨୦ ଟି ରିଟେକ୍ ନେଇଥିଲେ,  ଓ ଏହି ରୋଲ୍ ପାଇଁ ତାଙ୍କୁ ୧ ହଜାର ଟଙ୍କା ପାଇଥିଲେ,  ଏହାପରେ ରାଜେଶ୍ ଅଭିନେତା ହେବାର ଯାତ୍ରା ଆରମ୍ଭ ହୋଇଥିଲା ।

Leave a Reply

Your email address will not be published. Required fields are marked *