February 12, 2025

Odia Express

Leading Odia News Portal of Odisha

ସବୁଠାରୁ ମଜାଦାର୍ ହସକଥା -ଗୁରୁଜୀ- ପପୁ ମେଡିକାଲ୍ ରେ ଯେଉଁ +ର ଚିହ୍ନ ହୋଇଥାଏ ତାହାର କଣ ମତଲବ ହୋଇଥାଏ ? ତାପରେ ଉତ୍ତର ଶୁଣିଲେ ଆପଣ ବି ହସି ହସି ହୋଇଯିବେ ବେଦମ୍

ଆମେ ସମସ୍ତେ ଏହା ଚାହିଁଛନ୍ତି କି କିଛି ହିଁ ସମୟ ପାଇଁ ସଠିକ୍ କିନ୍ତୁ ନିଜ ଚିନ୍ତା ଭରା ଜୀବନରୁ ମୁକ୍ତି ମିଳିପାରୁ । ଏଥିପାଇଁ ଆଜି ଆମେ ଆପଣଙ୍କୁ ନିଜ ଚିନ୍ତାଭରା ଦୁର କରିବାପାଇଁ ପ୍ରୟାସ କରିବାକୁ ଯାଉଛୁ , ହଁ ଆଜ୍ଞା, ଆଜି ଆମେ ଆପଣଙ୍କୁ କିଛି ଏମିତି ମଜାଦାର୍ ଚୁଟକୁଲା ନେଇକରି ଆସିଛୁ , ଯାହାକୁ ପଢିବାପରେ ଆପଣ ନିଜ ହସ ଅଟକାଇପାରିବେ ନାହିଁ । ଆମେ ତ ଏହା କହିପାରିବୁ ଯିଏ ବି ଏହି ଚୁଟକୁଲା ଆବିଷ୍କାର କରିଥିବେ ସେ ବହୁତ ହିଁ ପୁଣ୍ୟ କାମ କରିଥିବେ , କାରଣ ଆଜିର ସମୟରେ ଲୋକ ନିଜ କାମରେ ଏତେ ବ୍ୟସ୍ତ ରୁହନ୍ତି ଯାହାର କାରଣରୁ ସେ ପୁରା ଦିନ ଚିନ୍ତାରେ ରୁହନ୍ତି ଯାହାର କାରାଣରୁ ସେ ହସିବା ଭୁଲି ଗଲେଣୀ ,ଏମିତି ସମୟରେନଜର ଯଦି କେଉଁ ଚୁଟକୁଲା ଉପରେ ପଡିଗଲେ ଆପେ ଆପେ ହସ ଆସିଯାଏ । କିନ୍ତୁ କେହି ବ୍ୟସ୍ତତା ଭିତରେ ସେହି ଚୁଟକୁଲାକୁ ଦେଖିବାପାଇଁ ସମୟ ବାହାର କରେ , ବ୍ୟକ୍ତି ନିଶ୍ଚିତ ହସିବ , ଆପଣଙ୍କୁ ବୋଧେ ଏମିତି କରିବା ସମୟ ମିଳିପାରିବ , ଆଜିକାଲି ଇଣ୍ଟରନେଟ୍ ରେ ବହୁତ ଚୁଟକୁଲା ଦେଖିବାକୁ ମିଳିଯାଏ , କିନ୍ତୁ ଆଜି ଆମେ ଯେଉଁ ଚୁଟକୁଲା ନେଇକରି ଆସିଛୁ, ତାହା ଶୁଣିଲେ ପେଟ ପୀଡା ହୋଇଯିବ ।

୧) ସ୍ୱାମୀ ନିଜ ସ୍ତ୍ରୀକୁ ମେସେଜ୍ କଲା, ଶେଷ ପ୍ୟାକ୍ ଚଲାଉଛି, ଅଧଘଣ୍ଟାରେ ପହଞ୍ଚୁଛି। ଯଦି ପହଞ୍ଚିଲିନି ଏହି ମେସେଜ୍ କୁ ଆଉଥରେ ପଢିନେବ ।

୨) ଡାକ୍ତର ସାହେବ ଚେକ୍ ଅପ୍ କରିବାର୍ ଅଛି, ଡାକ୍ତର- କଣ ଅସୁବିଧା ହେଇଛି, ରୋଗୀ- ଦୁଇ ଚାରି ଦିନରୁ ଲିଭରରେ ପିଡା ହେଉଛି,  ଡାକ୍ତର-ମଦ ପିଉଛ କି ? ରୋଗୀ- ହଁ କିନ୍ତୁ ପ୍ୟାଗ୍ ୩୦ ଏମ୍ ଏଲ୍ ର ହିଁ ବନାଇବ ।

୩) ସ୍ତ୍ରୀ- ଫୋନ୍ ରେ ଏତେ କମ୍ ଆବାଜ୍ ରେ କାହା ସହ କଥା ହେଉଛ ? ହର୍ଷ- ଭଉଣୀ ସହ , ସ୍ତ୍ରୀ- ତେବେ ଏତେ କମ୍ ଆବାଜ୍ କଣ ପାଇଁ ? ହର୍ଷ- ତୋର ଭଉଣୀ ନା ସେଥିପାଇଁ ।

୪) ଗୁରୁଜୀ- ପପୁ ମେଡିକାଲ୍ ରେ ଯେଉଁ +ର ଚିହ୍ନ ହୋଇଥାଏ ତାହାର କଣ ମତଲବ ହୋଇଥାଏ ? ପପୁ- ଯିଏ ଠିଆ ହୋଇଛି, ସେ ଡାକ୍ତର ଓ ଯିଏ ଶୋଇଛି ସେ ରୋଗୀ ।

୫) ବିବାହ କରିବାପରେ ଓ ମୋବାଇଲ୍ ନେଲାପରେ ଗୋଟେ କଥାର ଅଫସୋସ୍ ହୋଇଥାଏ , କି କିଛି ଦିନ ଆଉ ଅପେକ୍ଷା କରିଦେଇଥାନ୍ତି ଭଲ ମଡେଲ୍ ମିଳିଯାଇଥାନ୍ତା ।

୬) କନ୍ୟାର ବାପା- କଣ କରୁଛ ? ପୁଅ- ବେପାର କରୁଛି ଆଜ୍ଞା, ବାପା- ଜିଏସ୍ ଟି ବିଷୟରେ କୁହ ? ପୁଅ- ବିବାହ କରାଇବନି ତ ସିଧା ମନା କରିଦିଅ ,ଏପଟ ସେପଟ୍ ପ୍ରଶ୍ନ କାହିଁକି ପଚାରୁଛ ?

୭) ଛୁଆ ବେଲରେ ଦିପାବଳୀରେ ରକେଟ୍ ଛାଡିକରି ଅଦ୍ଭୁତ ଜ୍ଞାନ ମିଳିଥିଲା,  ଆକାଶ ଛୁଇଁବା ପାଇଁ ବୋତଲ ବହୁତ ଜରୁରୀ ହୋଇଥିଲା ।

୮) ସ୍ୱାମୀ-ଆଜିକାଲି ତୁମେ ନା ସିଗାରେଟ୍ ପିଇବାକୁ ମନା କରିଛ ନା ମଦ ପିଇବାକୁ , କଣ ସବୁ ଅଭିଯୋଗ ଶେଷ ? ସ୍ତ୍ରୀ- ନା ଏଲ୍ ଆଇସି ବାଲା ପରଦିନ ସବୁ ଫାଇଦା କହିକିଯାଈଛି ।

Leave a Reply

Your email address will not be published. Required fields are marked *