IAS ଇଣ୍ଟରଭ୍ୟୁ ରେ ପଚରାଗଲା ଏପରି ପ୍ରଶ୍ନ : ପ୍ରଶ୍ନ- ବର୍ଷରେ ୧ ଥର , ମାସକୁ ୨ ଥର , ସପ୍ତାହରେ ୩ ଥର ଓ ଦିନରେ ଚାରିଥର କଣ ଆସିଥାଏ – ଉତ୍ତର ଶୁଣିକି ହେଇଗଲା ଚାକିରୀ..

ଏହି ସବୁ ପ୍ରଶ୍ନ ଯାହା ଆଇଏସ ଇଣ୍ଟରଭିଉରେ ପଚରାଯାଇଥାଏ। ଏହା ଅଟେ କଷ୍ଟ ନୁହଁ କି ସହଜ ବି ନୁହଁ।ଆପଣଙ୍କ ଙ୍କୁ ଏହାକୁ ଭଲସେ ଭାବିବା ଆବଶ୍ୟକ ।ଯଦି ଆପଣଙ୍କୁ ଏହି ଭିଡ଼ିଓ ପସନ୍ଦ ତ ଏହାକୁ ଲାଇକ କରନ୍ତୁ ଓ ସେୟାର ବି କରନ୍ତୁ ଧନ୍ୟବାଦ।ତେବେ ଏହି ପ୍ରଶ୍ନ ଉତ୍ତର ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ |ଏଗୁଡିକ ଉତ୍ତର ଦେଲେ ଆପଣ ମଧ୍ୟ ଟିକେ ହସିବାକୁ ଲାଗିବେ |ତେବେ ଏହା ପରୀକ୍ଷା ଦେଉଥିବା ଲୋକଙ୍କ ଉପସ୍ଥିତ ବୁଦ୍ଧି ଜାଣିବା ପାଇଁ ପଚରାଯାଏ
IAS ଇଣ୍ଟରଭ୍ୟୁରେ ଏପି ଗୋଟିଏ ଚତୁର ପ୍ରଶ୍ନ ପଚରାଗଲା ଯାହା ଶୁଣିଲେ ଆପଣ ଭାବି ଭାବି ଥକି ଯିବେ |ତେବେ ପଚରାଗଲା | ସେ କଣ ଅଛି ଯାହା ବର୍ଷକୁ ମାତ୍ର ଗୋଟିଏ ଥରେ, ସବୁ ମାସକୁ ଦୁଇଥର , ପ୍ରତେକ ସପ୍ତାହକୁ ତିନିଥର ଓ ସବୁ ଦିନକୁ ଚାରିଥର ଆସିଥାଏ, ତେବେ ଏହି ପ୍ରଶ୍ନ ନିଶ୍ଚୟ ଆପଣାକୁ ଭାବିବା ପାଇଁ ବାଧ୍ୟ କରିଥିବ | ତେବେ ଏହାର ସଠିକ ଉତ୍ତରଟି ହେଲା- F ଯିଏକି ବର୍ଷକୁ ଥରେ ମାନେ FEBRUARY ମାସ, ମାସରେ ଦୁଇଥର, ମାନେ FIRSTsaturday , ଓ FOURTH SATURDAY ସପ୍ତାହରେ ତିନିଥର୍ ମାନେ FIRST DAY, FOURTH DAY,FIFTH DAY , ଏବେ ଦିନରେ F ଚାରିଥର କିପରି ଆସିଥାଏ, ତେବେ ଏହାର ଜବାବ୍ ହେଲା FOUR FIVE, FOURTEEN ଓ FIFTEEN ଏହା ହେଲା ସଠିକ ଉତ୍ତର
IAS ରେ ଏହି ପ୍ରଶ୍ନ ପଚାରହେଲା କି ଯଦି ଆପଣଙ୍କୁ ତିନି ଟି ଘରକୁ ଯିବା ପାଇଁ କୁହାଯିବ ଆପଣ କେଉଁ ଘରକୁ ଯିବା ପସନ୍ଦ କରିବେ। ଏଠାରେ ତିନିଟି ଅପ୍ସନ ଦିଆଯାଇଥିଲା ପ୍ରଥମ ଯେଉଁଘରେ ନିଆଁ ଲାଗି ଯାଇଛି ସେଠାକୁ।ଦ୍ଵିତୀୟ ଅପ୍ସନ ଯେଉଁଠାରେ ୫ ଜଣ ହତ୍ୟାକାରୀ ବନ୍ଧୁକ ଧରି ବସିଛନ୍ତି।ତୃତୀୟ ଯେଉଁଠି ଏକ ସିଂହ ବିନା ଏକ ମାସ ହେବ ନ ଖାଇ ବସିଛି। ଏହି ପ୍ରଶ୍ନ ଶୁଣିକି ପ୍ରାୟ ସବୁ କଣ୍ଟେସ୍ଟେଣ୍ଟ ହଇରାଣ ରେ ପଡିଯାନ୍ତି କି ଏହାର କଣ ଉତ୍ତର ଦେବେ ଓ ଏହାର ଉତ୍ତର ଦେଇପାରିନଥାନ୍ତି କିନ୍ତୁ ଏହାର ସଠିକ ଉତ୍ତର ହେଉଛି ତିନି ଯେଉଁଠି ଏକ ଭୋକିଲା ସିଂହ ବସିଛି।
ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସିବ କି ଏହା କଣ ପାଇଁ ଠିକ ଉତ୍ତର। ଏଥିପାଇଁ ତାହା ସଠିକ ଉତ୍ତର କାରଣ ଏଠାରେ ସିଂହ ଏକ ମାସ ହେବ ନ ଖାଇ ଅଛି । ଗୋଟେ ସିଂହ ନ ଖାଇ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜୀବିତ ରହିପାରିବନି।ଓ ସେ ମରିଯାଇଥିବ ସେଥିପାଇଁ ଆପଣ ବଂଚିଯିବେ ।
IAS ରେ ଅନ୍ୟ ଏକ ପ୍ରଶ୍ନ ପଚରା ଯାଇଥିଲା କି HERE ଓ THERE ରେ କଣ ପାଥକ୍ୟ ଅଛି। ଏହି ପ୍ରଶ୍ନ ଶୁଣି କଣ୍ଟେସ୍ଟେଣ୍ଟ ସବୁ ଭାବିବାରେ ପଡିଯାଇଥାନ୍ତି। କିଛି ଏହାର ଉତ୍ତର ଓଡ଼ିଆ ରେ ଦେଇଥାନ୍ତି କି HERE ର ଅର୍ଥ ଏଠାରେ ଓ THERE ର ଅର୍ଥ ସେଠାରେ କିନ୍ତୁ ଭାବିଭା ଉଚିତ କି ଅଟେ ସହଜ ପ୍ରଶ୍ନ କେମିତି ପଚରାଗଲା। ଜଣେ ଭଲ କଣ୍ଟେସ୍ଟେଣ୍ଟ ଏହାର ସଠିକ ଉତ୍ତର ଦେଇଥିଲେ କି ଏହା ମଧ୍ୟରେ ପାଥକ୍ୟ କେବଳ T ହୋଇଥାଏ କାରଣ ଏଠାରେ ଏମାନଙ୍କ ଅର୍ଥ ପଚରାଯାଇନଥିଲା କେବଳ ପାଥକ୍ୟ ପଚାରାହୋଇଥିଲା।
ଆଉ ଏକ ପ୍ରଶ୍ନ ପଚରାଯାଇଥିଲା କି ଯଦି Z ର ଆଠ ଜଣ ପୁଅ ଅଛନ୍ତି ଓ ତାଙ୍କର ଗୋଟିଏ ଗୋଟିଏ ଭଉଣୀ ଅଛନ୍ତି, ତ Z ର ମୋଟ କେତେ ପିଲା ଅଛନ୍ତି। ଏହିଭଳି ପ୍ରଶ୍ନ ଶୁଣି ଅନେକ କଣ୍ଟେସ୍ଟେଟ ଭାବିବାରେ ଲାଗିଯାଇଥାନ୍ତି ଓ ଏହାର ଭୁଲ ଉତ୍ତର ଦେଇଦେଇଥାନ୍ତି। ସଠିକ ଉତ୍ତର ହେଉଛୁ ମୋଟ ନଅ ପିଲା ଅଛନ୍ତି । କାରଣ ସମସ୍ତଙ୍କ ର ଏକ ଏକ ଭଉଣୀ ମାନେ ଗୋଟେ ଭଉଣୀ ଅଟେ।
ଆଉ ଗୋଟେ ପ୍ରଶ୍ନ ଏହା କି ମାଇକେଲ ଙ୍କ ବାପା ଙ୍କ ତିନି ପୁଅ ଅଛନ୍ତି । ଦୁଇଜଣଙ୍କ ନାମ ହେଉଛି ମେ ଓ ଜୁନ ତ ତୃତୀୟ ପୁଅ ନାମ କଣ ଅଟେ ।ଏହାର ଉତ୍ତର ହେଉଛି ମାଇକେଲ । କାରଣ ପ୍ରଶ୍ନ ମଝିରେ କୁହାଯାଇଥିଲା ମାଇକେଲଙ୍କ ବାପା ମାନେ ମାଇକେଲ ବି ଜଣେ ପୁଅ