December 9, 2024

Odia Express

Leading Odia News Portal of Odisha

ଏମିତି କିଛି ମିନିଟ୍ ମଧ୍ୟରେ ମୁକ୍ତି ପାଆନ୍ତୁ ଥଣ୍ତା ଜ୍ୱରରୁ , ଆପଣାନ୍ତୁ ଏହି କାରଗର ପ୍ରକିୟା…

ଥଣ୍ତାର ଦିନ ଆରମ୍ଭ ହୋଇଯାଈଛି, ଓ ତାହା ସହ ଲୋକେ ଥଣ୍ତା ଓଜ୍ୱର ହେବାର ଆଶଙ୍କା ଆହୁରି ବଢିଯାଈଛି, ଆଜିକାଲି ପ୍ରାୟତଃ ସମସ୍ତଙ୍କୁ ଥଣ୍ତା,କାଶ,ଜ୍ୱର ହେବାର ଅଭିଯୋଗ ଶୁଣିବାକୁ ମିଳେ , ଆଜି ଆମେ ଆପଣଙ୍କୁ ଥଣ୍ତା ଜ୍ୱରରୁ ମୁକ୍ତିପାଇବାର ଏମିତି ଏକ କାରଗର ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣାଇଲେ ଆପଣ ଥଣ୍ତା,ଜ୍ୱରରୁ କିଛି ମିନିଟ୍ ମଧ୍ୟରେ ଆଶ୍ୱସ୍ତି ପାଇବେ , ଓ ଆପଣ ବିନା ଚିନ୍ତାରେ ନିଶ୍ୱାସ ନେଇପାରିବେ , ତେବେ ଆସନ୍ତୁ ଜାଣିବା କଣ ସେହି କାରଗର ଉପାୟ ।ଥଣ୍ତା ଦିନରେ ଥଣ୍ତା, କିମ୍ବା ଶ୍ୱାସଜନିତ ରୋଗ ହେବା ଏକ ସାଧାରଣ ସମସ୍ୟା ଅଟେ । ଆସିବା ଦିନଉ ଏହା କାହାକୁ ବି ହୋଇପାରେ

ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଊଛୁ, ତାହାକୁ ଆପଣାଇବାପରେ ଆପଣଙ୍କ ଥଣ୍ତା ଜ୍ୱର କିଛି ମିନିଟ୍ ରେ ଭଲ ହୋଇଯିବ ଆମେ ଯେଉଁ ଘରୋଇ ଉପାୟ କହିବାଉ ଯାଉଛୁ ତାହା ହେଲା ଆପଣଙ୍କୁ ଦରକାର୍ ଦୁଇଟି ଲେମ୍ବୁ, ଏକ ଇଞ୍ଚର ଅଦାର ଖଣ୍ତ, ଓ ଏକ ଚାମଚ ମହୁ, ଆପଣଙ୍କୁ କହିଦେବୁ କି ଅଦା,ଲେମ୍ବୁ, ଓ ମହୁ ତିନୋଟି ଏମିତି ପଦାର୍ଥ ଅଟେ ଯାହା ଗଳାରେ ହୋଇଥିବା ଥଣ୍ତା କାଶର ବ୍ୟାକ୍ଟେରିଆକୁ ଜଡରୁ ମିଟାଇଦିଏ , ଆଜି ଯେଉଁ ଖାସ୍ ଡ୍ରିଙ୍କ୍ସ ଆମେ ଆପଣଙ୍କୁ କହିବୁ ତାହାର ପ୍ରୟୋଗ ଛୋଟ ଛୁଆରୁ ନେଇକରି ବଡ ବୟସ୍କ ଲୋକ ବି କରିପାରିବେ , ମହଙ୍ଗା ଏଲୋପାଥି ମେଡିସିନ୍ ରୁ ବହୁତ ସାଇଡ୍ ଇଫେକ୍ଟ ହୋଇଥାଏ,  ଓ ଏଥିରୁ ଲକ୍ଷାଧିକ ଗୁଣା ଭଲ ହୋଇଥାଏ ଘରୋଇ ଉପାୟ ।

ଏହି ଖାସ୍ ଡ୍ରିଙ୍କ୍ସ ବନାଇବାପାଇଁ ଆପଣଙ୍କୁ ଦରକାର ପଡିବ ଲେମ୍ବୁର ପତଳା ପତଳା ସ୍ଲାଇସ୍ , ଏହାପରେ ଏକ ଇଞ୍ଚ କିମ୍ବା ଅଧିକା ଅଦା ମାତ୍ରା ସ୍ୱାଦ ଅନୁସାରେ ବଢାଇପାରିବେ , ଅଦାକୁ ପତଳା ପତଳା ସ୍ଲାଇସ୍ କରି କାଟୀଦିଅନ୍ତୁ ,  ଓ ଏହା ପରେ ଏକ ଛୋଟ ଜାର୍ ନିଅନ୍ତୁ, ଓ ସେଥିରେ ଲେମ୍ବୁର ସ୍ଲାଇସ୍ ପକାନ୍ତୁ , ଓ ଅଦାର ସ୍ଲାଇସ୍ ପକାନ୍ତୁ , ଓ ଉପରେ ଏକ ଚାମଚ ମହୁ ମିଶାଇଦିଅନ୍ତୁ , ଏବେ ଜାର୍ ର ଘୋଡଣୀ ବନ୍ଦ କରିଦିଅନ୍ତୁ, ଓ ୨୪ ଘଣ୍ଟା ପାଇଁ ଫ୍ରିଜରରେ ରଖିଦିଅନ୍ତୁ

୨୪ ଘଣ୍ଟାପରେ ତାହାକୁ ଫ୍ରିଜରରୁ ବାହାର କରି ଏହି ଡ୍ରିଙ୍କ୍ସକୁ ନଖ ଉଷୁମ ପାଣିରେ ପିଇଲେ ଆପଣଙ୍କୁ ନିଜର ଫରକ ଅନୁଭବ ହେବ , ଯଦି ଆପଣଙ୍କ ଘରେ କେବେ ବି ଥଣ୍ତା କାଶ କିମ୍ବା ଜ୍ୱରର ସମସ୍ୟା ଆସେ ତେବେ ଏହି ଉପାୟ ଆପଣାନ୍ତୁ , ଏଥିରେ କୌଣସି ସାଇଡ୍ ଇଫେକ୍ଟ ହୁଏ ନାହିଁ , କାରଣ ଏହି ସବୁ ତତ୍ତ୍ୱ ବିଲକୁଲ୍ ଆୟୁର୍ବେଦିକ ଅଟେ , ଓ ଏଥିରେ ଆପଣଙ୍କୁ ନିଶ୍ଚିତ ଲାଭ ମିଳିବ , ଛୋଟ ଛୁଆଙ୍କୁ ଆପଣ ଏହି ଡ୍ରିଙ୍କ୍ ପିଆଇପାରିବେ

Leave a Reply

Your email address will not be published. Required fields are marked *