February 6, 2025

Odia Express

Leading Odia News Portal of Odisha

ସ୍ୱାମୀଙ୍କ ବୟସ ୧୨୦ ବର୍ଷ ତ ସ୍ତ୍ରୀଙ୍କ ବୟସ ଅଟେ ୧୨୨ ବର୍ଷ, ଏମିତି ମନାଉଛନ୍ତି ନିଜ ବିବାହର ୧୦୦ ତମ ବିବାହ ବାର୍ଷିକୀ

ଏମିତି ତ ଏହି ଦୁନିଆଁରେ ବହୁତ କମ୍ ଲୋକ ଅଛନ୍ତି ଯିଏ ୧୦୦ ବର୍ଷର ବୟସର ସଂଖ୍ୟା ପାର୍ କରିବାପରେ ବି ବଞ୍ଚିଛନ୍ତି , କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ବ୍ୟକ୍ତିତ୍ୱଙ୍କ ସହ ଦେଖାକରାଇବାକୁ ଯାଉଛୁ ଯିଏକି ନିଜ ୧୦୦ ବର୍ଷ ବୟସର ଗଣନା ପାର୍ କରିଛନ୍ତି ବରଂ ନିଜ ସ୍ତ୍ରୀଙ୍କ ସହ ମିଶିକରି ନିଜ ବିବାହର ବାର୍ଷିକି ଉତ୍ସବ ପାଳିଛନ୍ତି , ହଁ ଏଥିପାଇଁ କାରଣ ତାଙ୍କ ସ୍ତ୍ରୀ ଏବେ ସୁଦ୍ଧା ବି ଜୀବିତ ଅଛନ୍ତି , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଯେଉଁ ବ୍ୟକ୍ତିଙ୍କ ବିଷୟରେ ଆମେ କଥା ହେଉଛୁ ତାଙ୍କର ବୟସ ୧୨୦ ବର୍ଷ ଅଟେ , କହିଦେବୁ କି ଏହି ବ୍ୟକ୍ତି ହରରଙ୍ଗପୁରାର ବାସିନ୍ଦା ଅଟେ, ଓ ତାଙ୍କର ନାଁ ଭଗବାନ ସିଂ ଅଟେ । ଏହା ଛଡା ତାଙ୍କ ସ୍ତ୍ରୀଙ୍କ୍ ନାଁ ଧନ କୌର ଅଟେ,  ଓ ତାଙ୍କ ବୟସ ଏବେ ୧୨୨ ବର୍ଷ ପର୍ଯ୍ୟନ୍ତ ପହଞ୍ଚିସାରିଛି, ମାନେ ସେ ତାଙ୍କ ଠାରୁ ବି ବଡ ଅଟନ୍ତି ।

ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏବେ ଏହି ଦୁହେଁ ନିଜର ୧୦୦ ତମ ବିବାହ ବାର୍ଷିକି ମନାଇଥିଲେ , ଯାହା ଏହି ଦିନରେ ବହୁତଧୁମ୍ ଧାମ୍ ରେ ପାଳିତ ହୋଇଥିଲା,  ସେମିତି ଖବରରୁ ଜଣାଯାଏ କି ଭଗବାନ ସିଂଙ୍କ ଆଇନଗତ ଦସ୍ତାବିଜରୁ ସେ ଏବେ ୧୧୮ ବର୍ଷର ଅଟନ୍ତି , ତାଙ୍କ ଆଧାର କାର୍ଡରେ ତାଙ୍କ ଜନ୍ମ ତିଥି ୧ ଜାନୁୟାରୀ ୧୯୦୦ ଲେଖାଯାଈଛି, ଭଗବାନ ସିଂଙ୍କ କହିବା କଥା କି ତାଙ୍କ ଜନ୍ମ ୧୮୯୮ ରେ ହୋଇଥିଲା,  ଓ ତାଙ୍କ ସ୍ତ୍ରୀ ୧୮୯୬ ରେ ହୋଇଥିଲା , ଏମିତି ଏହି କଥାର କିଛି ପ୍ରମାଣ ନାହିଁ କି ଦୁହେଁ ସତ କହୁଛନ୍ତି କି ମିଛ କହୁଛନ୍ତି , କିନ୍ତୁ ଦୁହେଁଙ୍କ ଛୁଆଙ୍କ ବୟସ ଦେଖିକରି ଓ ଗାଁ ଲୋକଙ୍କର କଥା ଶୁଣିକରି ଏହା ଲାଗୁଛି କି ଦୁହେଁ ସତ କହୁଛନ୍ତି ।

ସେମିତି ଆପଣଙ୍କୁ ଜଣେଇଦେବୁ କି ଏହି ଦୁହେଁଙ୍କର ପାଞ୍ଚଟି ଝିଅ ଓ ଗୋଟିଏ ପୁଅ ଅଛି , ଏବେ ଜାହିର୍ କଥା ଗୋଟେ ପୁଅର ଚକ୍କରରେ ଏହି ଦୁହେଁ ନିଜ ପରିବାରକୁ ବହୁତ ବଢାଇଦେଇଛନ୍ତି , ଏହି ଦୁହିଁଙ୍କର ବଡ ଝିଅ ଏବେ ୯୦ ବର୍ଷୟ ହୋଇଛନ୍ତି ଓ ସବୁଠାରୁ ଛୋଟ ପୁଅ ୫୫ ବର୍ଷର ଅଛି, ଏହା ସବୁ ଜାଣିବାପରେ ଆପଣଙ୍କୁ ଅଜବ ଲାଗୁଥିବ କି କିନ୍ତୁ ଏହା ଉପରେ ବିଶ୍ୱାସ କରିବା ମୁସକିଲ୍ ହେଉଛି, କିନ୍ତୁ ଏହା ସତ ଅଟେ,  ସେ କହନ୍ତି ନା ବହୁତଥର ମଣିଷ ଭଗବାନ ନିଜ ହାତ ଥୋଇଦେଲେ , ତାର ଘରର ରାସ୍ତା ଯମରାଜ ବି ଭୁଲିଯାଆନ୍ତି , ସେମିତି ଏହି ଦୁହେଁଙ୍କର ସହ ଏମିତି କିଛି ହୋଇଛି ।

ଜାଗୁରତା ନ ହେବା ଓ ନିଜ ଅଶିକ୍ଷିତ ହେବା କାରଣରୁ ଦୁହେଁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡରେ ନିଜ ନାଁ ଦର୍ଜ କରାଇପାରିଲେ ନାହିଁ , ଏହା ସହ ଭଗବାନ ସିଂ ଙ୍କ ପୁଅ ନଥ୍ୟା ସିଂଙ୍କ କହିବା କଥା କି ତାଙ୍କ ବାପା ଆରମ୍ଭରୁ ମଦରୁ ଦୁରେଇ ରହିଥିଲେ , ଓ ଏକ ଦମ୍ ସାଧା ଖାଦ୍ୟ ଖାଉଥିଲେ,  ଏହା ସହ ନଥ୍ୟା ସିଂ ଙ୍କ କହିବା କଥା କି ତାଙ୍କ ବାପା ସେମିତି ଏବେ କହିପାରୁନାହାନ୍ତି କିନ୍ତୁ ସେ ୧୦୦ ବର୍ଷର ବୟସରେ ନିଜ ସ୍ତ୍ରୀମାନେ ନଥ୍ୟା ସିଂଙ୍କ ମାଙ୍କ ସହ କ୍ଷେତରେ କାମ କରିଛନ୍ତି , ହଁ ଆଜ୍ଞା ମାନେ ଯେଉଁ ବୟସରେ ଲୋକେ ଭଗବାନଙ୍କ ପାଖକୁ ଚାଲିଯାଉଥିଲେ , ସେହି ବୟସରେ ସେମାନେ କ୍ଷେତରେ କାମ କରିଥିଲେ

ଏବେ ଆପଣ ନିଜେ ଅନ୍ଦାଜା ଲଗାଇପାରିବେ କି ଭଗବାନ କିଭଳି ଏମାନଙ୍କ ଉପରେ ନିଜ ହାତ ରଖିଛନ୍ତି , ଏହା ସହ ନଥ୍ୟା ସିଂଙ୍କ କହିବାକଥା କି ସେ ତାଙ୍କ ବାପା ୧୯୪୭ ର ହୋଇଥିବା ଦେଶ ବିଭାଜନକୁ ନେଇ ଉଦାସ ହୋଇଯାଆନ୍ତି , ତାଙ୍କ ଭାବନା ସବୁବେଳେ ସକରାତ୍ମକ ରହିଛି, କହିଦେବୁ କି ତାଙ୍କର ପରିବାରରେ ଏହି ସମୟରେ ୧୨ ଜଣ ଲୋକ ଅଛନ୍ତି , ଓ ଭଗବାନ ସିଂ ଓ ତାଙ୍କ ସ୍ତ୍ରୀ ଏହି ସମୟରେ ଚତୁର୍ଥ ପିଢି ଦେଖୁଛି , ହଁ ଆଜ୍ଞା ଭଗବାନ ସିଂଙ୍କ ପୁଅ ନଥ୍ୟା ସିଂଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଦୁଇ ପୁଅ ଓ ଦୁଇ ବୋହୁ, ଓ ଚାରି ଜଣ ନାତି ନାତୁଣୀ ଅଛନ୍ତି , ଆମେ ଏହା ହିଁ କହିବୁ କି ସୁଖି ପରିବାର ହେଉ ତ ଏମିତି ହେଉ । ସବୁବେଳେ ଏମିତି ଖୁସିରେ ରୁହନ୍ତୁ

Leave a Reply

Your email address will not be published. Required fields are marked *