February 8, 2025

Odia Express

Leading Odia News Portal of Odisha

ଜାଣନ୍ତୁ ଫଳ ଉପରେ ଲାଗିଥିବା ଷ୍ଟିକରର ମତଲବ କଣ ହୋଇଥାଏ ? ଫଳ କିଣିବା ସମୟରେ ଏହି କଥା ବିଲକୁଲ୍ କରନ୍ତୁ ନାହିଁ ଅଣଦେଖା

ଆଜିର ସମୟରେ ଏମିତି ବହୁତ ଲୋକ ଅଛନ୍ତି ଯାହାଙ୍କ ସବୁଦିନର ଜୀବନରେ ଫଳର ବ୍ୟବହାର୍ କରିବା ଅଧିକା ପସନ୍ଦ ହୋଇଥାଏ , ହଁ ଆଜ୍ଞା କିଛି ଲୋକ ଏପରି ହୋଇଥାନ୍ତି , ଯାହା ଖାଈବା ପରିବର୍ତ୍ତେ ଫଳ ଖାଇବା ଅଧିକା ପସନ୍ଦ କରନ୍ତି , ଏଥିପାଇଁ କାରଣ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ହୋଇଥାଏ , ଓ ଏହା ଦ୍ୱାରା କ୍ୟାଲୋରି କମ୍ ହୋଇଥାଏ,  ଯାହାକୁ ନେଇ ଲୋକେ ମୋଟାପାର ଭୟ ରୁହେ ନାହିଁ , ଅଧିକାଂଶ ଲୋକ ପରିବା ମାର୍କେଟ୍ କିମ୍ବା ବଜାରରେ ଆସୁଥିବା ଠେଲାରୁ ଫଳ କିଣିବା ପସନ୍ଦ କରନ୍ତି , କିନ୍ତୁ କିଛି ଲୋକ ଯିଏ ଦୋକାନରୁ ଯାଇ ଫଳ କିଣିଥାନ୍ତି , ହଁ ସେ ଦୋକାନରୁ ବିଦେଶୀ ଫଳ ହିଁ ବିକ୍ରି କରାଯାଏ , ଏହି ଫଳରେ ଏକ ଖାସ୍ ପ୍ରକାରର ଷ୍ଟିକର୍ ସ ଲଗାହୋଇଥାଏ , ସେମିତି ଆପଣଙ୍କୁ ଷ୍ଟିକର୍ ସହ କଣ ମତଲବ, କାରଣ ଆପଣଙ୍କୁ କେବଳ ଫଳ ଖାଇବାର ମତଲବ ହୋଇଥାଏ , ଏମିତିରେ ଆପଣ କେବେ ଭାବନ୍ତି ନାହିଁ କି ଏହି ଫଳରେ ଷ୍ଟିକର୍ କଣ ପାଇଁ ଲଗା ହୋଇଥାଏ

ଆମେ ଏହି ବିଷୟରେ କିଛି ଖାସ୍ ସୁଚନା ଦେବୁ , ଯାହା ପିଏଲ୍ ୟୁ ମାନେ ପ୍ରାଇସ୍ ଲୁକ୍ ଆପ୍ କୁହାଯାଇଥାଏ , ଏମିତିରେ ଯଦି ଆମେ ଏହି ଫଳଏ ଲଗାହୋଇଥିବା ଷ୍ଟିକର୍ କୋଡ୍ ବିଷୟରେ ଜାଣିନେବା ତେବେ ଆମେ ଫଳ ବିଷୟରେ ବହୁତ କିଛି ଜାଣିପାରିବା , ହଁ ଆଜ୍ଞା, ମାନେ ସିଧା ଶବ୍ଦରେ କହିଲେ ଆମକୁ ଜଣାପଡିଯିବ କି ଫଳ ଆମେ ଯାହା ନେବାକୁ ଯାଊଛୁ ତାହା କଣ ନେବା ଉଚିତ୍ କି ନାହି, ଆସନ୍ତୁ ଏହି ବିଷୟରେ ବିସ୍ତାରରେ ଜାଣିବା । ଯେଉଁ ଫଳ କିମ୍ବା ପରିବାରେ ଷ୍ଟିକର୍ ରେ ଚାରି ଡିଜିଟ୍ ର କୋଡ୍ ହୋଇଥାଏ

ସେଥିରୁ ଜଣାପଡେ କି ଫଳ ଉତ୍ପାଦନ ସମୟରେ ଟ୍ରାଡିସନାଲ୍ କିଟନାଶକ, କିମ୍ବା କେମିକାଲ୍ ବ୍ୟବହାର୍ କରାଯାଈଛି, ହଁ ଏହି ପରି ଆପଣ ତୟ କରିପାରିବେ କି ଆପଣ କଣ ଏହି ଫଳ ନେବାର ଅଛି କି ନାହିଁ , ଏହା ଛଡା ଯଦି କେଉଁ ଫଳ କିମ୍ବା ପରିବାରେ ପାଞ୍ଚଟି ଅଙ୍କର ଡିଜିଟ୍ ବାଲା କୋଡ୍ ଥାଏ ,ଓ ତାହା ସହ ଏହ ଆଠନମ୍ବରରୁ ଆରମ୍ଭ ହୋଇଥା , ତେବେ ଏହାର ମତଲବ ହୋଇଥାଏ କି ଏହା ଜୈବିକ ରୁପରେ ଉତ୍ପାଦନ କରାଯାଇଛି, ମାନେ ଏହା ଜେନେଟିକାଲି ରୁପରେ ମୋଡିଫାୟ କରାଯାଇପାରିବ ।

ଏହା ଛଡା ଯଦି କେଉଁ ଫଳରେ ପାଞ୍ଚଟି ଡିଜିଟ୍ ବାଲା କୋଡ୍ ହୋଇଥାଏ , ଯାହା ନଅ ନମ୍ବରରୁ ଆରମ୍ଭ ହୋଇଥାଏ , ତେବେ ଏହାର ମତଲବ ହୋଇଥାଏ କି ଏହି ଫଳ ଜୈବିକ ରୁପରେ ଉତ୍ପାଦିତ ହୋଇଛି, କିନ୍ତୁ ଏଥିରେ ଜେନେଟିକାଲି ରୁପରେ ମୋଡିଫାୟ୍ କରାଯାଇନି, ସେମିତି ଆପଣଙ୍କୁ ଏହି ସୁଚନା ପଢିବାପରେ ବୁଝାପଡିଥିବ କି ଫଳରେ ଲଗା ହୋଇଥିବା ଷ୍ଟିକରର ଅସଲ ମତଲବ କଣ ହୋଇଥାଏ,  ଓ ଷ୍ଟିକର୍ ଫଳ ଉପରେ କଣ ପାଇଁ ଲଗା ହୋଇଥାଏ , ତେବେ ଆଗାମୀ ଥର ଯେବେ ମାର୍କେଟ୍ ଯିବେ ତେବେ ଫଳର ଲାଗିଥିବା ଷ୍ଟିକର୍ କୋଡ୍ ଦେଖନ୍ତୁ , ତେବେ ଆପଣ ତୁରନ୍ତ ବୁଝିଯିବେ କି କେଉଁ ଫଳ କେଉଁ ଶ୍ରେଣୀର ଆସୁଛି, ହଁ ଏହା ପରେ ଆପଣ ନିଜେ ତୟ କରିବେ , ଆପଣଙ୍କୁ କେଉଁ ଫଳ କିଣିବାର ଅଛି , ଓ କେଉଁ ଫଳ ଆପଣଙ୍କ ପାଇଁ ସଠିକ୍ ନୁହେଁ

Leave a Reply

Your email address will not be published. Required fields are marked *