February 8, 2025

Odia Express

Leading Odia News Portal of Odisha

କାର୍ ବାଇକ୍ କିମ୍ବା ସ୍କୁଟରରେ ଲାଗିଥିବା ସ୍କ୍ରାଚ୍ ବା ଦାଗକୁ କେବଳ ୫ ଟଙ୍କାର ଏହି ସହଜ ତରିକାରେ କରନ୍ତୁ ଗାୟବ

ଆଜିକାଲି କାର୍ , ବାଇକ୍, କିମ୍ବା ସ୍କୁଟରରେ ସ୍କ୍ରାଚ୍ ଆସିବା ବହୁତ ସାଧାରଣ ସମସ୍ୟା ହୋଇଛି । ସେମିତି ଏହି ସମସ୍ୟା ଦୁର କରିବାପାଇଁ ବହୁତ ପଇସା ଖର୍ଚ୍ଚ ହୋଇଥାଏ , ହଁ ଆଜ୍ଞା ଏମିତି ବହୁତଥର ଭୁଲରେ ଓ ବହୁତଥର ଭୁଲରେ ଆପଣଙ୍କ ବାହାନରେ ସ୍କ୍ରାଚ୍ ଆସିଯାଏ , ତେବେ ତାହାର ବଡ ଭରପାଇ କରିବାକୁ ପଡିଥାଏ,  ଏହା ଛଡା ସ୍କ୍ରାଚ୍ ଆସିଲେ ଗାଡି କିମ୍ବା କେଉଁ ବାହାନର ସୁନ୍ଦରତା ବିଗିଡିଯାଇଥାଏ , ଏଥିପାଇଁ ଜରୁରୀ ଅଟେ କି ଆପଣ ନିଜ ବାହାନକୁ ସ୍କ୍ରାଚ୍ ଛଡେଇବାପାଇଁ ବହୁତ ଭଲ ସୁଚନା ଜାଣିବା ଦରକାର, ଆପଣ ଏହି ସମସ୍ୟାକୁ ଧ୍ୟାନରେ ରଖିକରି ଆଜି ଆମେ ଆପଣଙ୍କୁ ଏମିତି ଟିପ୍ସ ବିଷୟରେ କହିବାକୁ ଯାଊଛୁ, ଯାହାର ସାହାଯ୍ୟପାଇଁ ଆପଣ ଘରେ ବସି କେବଳ ପାଞ୍ଚ ଟଙ୍କାରେ ଏହି ସ୍କ୍ରାଚ୍ ର ଦାଗରୁ ମୁକ୍ତି ପାଇପାରିବେ । ସେମିତି ପଇସାର ଦାମିକା ବାହାନରେ ସ୍କ୍ରାଚ୍ ଉପରେ ବି ନିର୍ଭର କରିଥାଏ,  ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି କାର୍ କିମ୍ବା ବାଇକ୍ ରୁ ସ୍କ୍ରାଚ୍ ଛଡାଇବାପାଇଁ ଏଥିରୁ ଶସ୍ତାଓ ସହଜ ତରିକା କେଉଁଠି ବି ମିଳିବ ନାହିଁ

ଯଦି ଆପଣ କେଉଁ କମ୍ପାନୀ କିମ୍ବା ଶୋ ରୁମରେ ଯାଇକରି ସ୍କ୍ରାଚ୍ ଠିକ୍ କରନ୍ତି , ତେବେ ବହୁତ ସାରା ପଇସା ଦେବାକୁ ପଡିଥାଏ, ଏହା ଛଡା ଆପଣଙ୍କୁ ଏହା ଜାଣିବା ଦରକାର ଆପଣଙ୍କ ଗାଡିରେ ବାସ୍ତବରେ ସ୍କ୍ରାଚ୍ ହୋଇଛି କି କେବଳ ଡେଣ୍ଟ୍ ହୋଇଛି, ଆପଣଙ୍କୁ ଜଣେଇଦେବୁ କି ଯେବେ କେଉଁ ଗାଡିରେ ଡେଣ୍ଟ ପଡିଥାଏ , ତେବେ ଏହି ସମୟରେ ଗାଡିର ରଙ୍ଗ ଛାଡିଯାଏ, ଓ ଏହିପରି ଆପଣ ଡେଣ୍ଟ ଓ ସ୍କ୍ରାଚ୍ ରେ ଫରକ୍ ଜାଣିପାରିବେ । ଏହା ଛଡା ସ୍କ୍ରାଚ୍ ଗାଡିର କଲର ଉପରେ ବି ପଡିଥାଏ,  ଯାହା ଆପଣ ସହଜରେ ହଟାଇପାରିବେ , ଆଜି ଯେଉଁ ଟିପ୍ସ ଦେବାକୁ ଯାଉଛୁ, ଏଥିରେ ସ୍କ୍ରାଚ୍ ପୁରା ଗାୟବ ହେବ କି ନାହିଁ ଏହା ତ ସ୍କ୍ରାଚ୍ ଉପରେ ନିର୍ଭର କରିଥାଏ

ଏହି ଟିପ୍ସରୁ ସ୍କ୍ରାଚ୍ ପୁର୍ବ ଅପେକ୍ଷା କମ୍ ଦେଖାଯିବ୍ , ଏହା ତ ପକ୍କା ତୟ ଅଛି ତେବେ ଆସନ୍ତୁ ଜାଣିବା ଏହି ଚମତ୍କାରୀ ଟିପ୍ସ ବିଷୟରେ, ଗାଡି କିମ୍ବା କେଉଁ ବି ବାହାନରେ ଲାଗିଥିବା ସ୍କ୍ରାଚ୍ ହଟାଇବାପାଇଁ ଆପଣଙ୍କୁ କୋଲଗେଟ୍ କିମ୍ବା ଏହାପରି କିଛି ଟୁଥପେଷ୍ଟର ଦରକାର ପଡିବ , ଟୁଥପେଷ୍ଟରେ କାଲସିୟମ୍ କାର୍ବୋନେଟ୍ ହୋଇଥାଏ , ଯାହା ଦାଗ ଓ ମଇଳାକୁ ସଫା କରିଥାଏ । ଏମିତିରେ ଟୁଥପେଷ୍ଟକୁ ଆପଣ ଗାଡିରେ ଲାଗିଥିବା ସ୍କ୍ରାଚ୍ ଜାଗାରେ ଏହି ପେଷ୍ଟ୍ ଲଗାଇଦିଅନ୍ତୁ, ତାହାପରେ ଧିରେ ଧିରେ ସେହି ସ୍ଥାନକୁ ରଗଡନ୍ତୁ , ପ୍ରାୟ ଦୁଇ ତିନି ମିନିଟ୍ ରଗଡିବାପରେ ଏହାକୁ ଭଲ ଭାବେ ସଫା କପଡାରେ ସଫା କରିଦିଅନ୍ତୁ

ଏହାପରେ ଦେଖିବେ ସ୍କ୍ରାଚ୍ ଠିକ୍ ହୋଇଯୀବ, ଓ ହୋଇପାରେ କି ସ୍କ୍ରାଚ୍ କମ୍ ନଜର ଆସିବ , ଏହା ଛଡା ଯଦି ଆପଣ ସ୍କ୍ରାଚ୍ ର ଦାଗକୁ ପୁରା ଗାୟବ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ପ୍ରକିୟା କୁ ଦୋହରାଇପାରିବେ , ଏଥିରେ ଆପଣଙ୍କୁ ବହୁତସାରା ପଇସା ଖର୍ଚ୍ଚ୍ଚ ହେବାରୁ ମୁକ୍ତି ମିଳିବ । ଏଥିପାଇଁ ଯେଉଁ ଲୋକ ପଇସାକୁ ନେଇ ଅଧିକା ଚିନ୍ତିତ ସେମାନେ ଏହି ଟିପ୍ସକୁ କରିପାରିବେ

Leave a Reply

Your email address will not be published. Required fields are marked *