ଯଦି ଆପଣ ବି ଏହି ପ୍ରକାରର ମହିଳା ଅଟନ୍ତି ,ତେବେ ସଫଳତା ଆପଣଙ୍କ ବହୁତ ଜଲଦି ପାଦ ଚୁମିବ
ସଫଳତା ସମସ୍ତଙ୍କୁ ପସନ୍ଦ ହୋଇଥାଏ , କାହାକୁ ଜଲଦି ହିଁ ସଫଳତା ମିଳିଥାଏ ଓ କାହାକୁ ଜୀବନରେ ବହୁତ ଠୋକର୍ ଖାଇବାପରେ ମିଳିଥାଏ, କିନ୍ତୁ ଗୋଟେ କଥା ବିଲକୁଲ୍ ସତ ଅଟେ କି ଜୀବନର୍ ସଫଳ ହେବାକୁ ହେଲେ ଅସଲ ମଜା ତେବେ ଆସିଥାଏ ଯେବେ ଆପଣ ବହୁତ ଅସୁବିଧାର ସାମ୍ନା କରୁଥିବେ । କୁହାଯାଏ କି ଯେବେ କିଏ ଅସୁବିଧା କରିଥାଏ, ତେବେ ବହୁତ ପୀଡା ଦେଇଥାଏ, ସେ ମହିଳା ଦେଉ କିମ୍ବା ପୁରୁଷ, ସେମିତି ଏକ ରିସର୍ଚ୍ଚ ସାମ୍ନାରେ ଆସିଛି କି ଯେଉଁଥିରେ କୁହାଯାଇଛି କି ଯେଉଁ ମହିଳାଙ୍କୁ ଧୋକା ମିଳିଥାଏ ସେ ନିଜ ଜୀବନରେ ସବୁଠାରୁ ଅଧିକା ସଫଳ ହୋଇଥାନ୍ତି , ସେ ଚାହଁନ୍ତି କି ସେ ତାଙ୍କୁ ବହୁତ ପ୍ରେମ କରନ୍ତୁ , ରିସର୍ଚ୍ଚରେ ଏହା ବି ସାମ୍ନାକୁ ଆସିଛି କି ଧୋକା ଖାଇଥିବା ମହିଳା ପରେ ବହୁତ ଭଲ ଜୀବନସାଥୀ ମିଳିଥାଏ , ଯେବେ କି ଧୋକା ଦେଇଥିବା ପୁରୁଷଙ୍କ ସହ ସଂମ୍ପର୍କ ଛିନ୍ନ ହୋଇଯାଏ ।
ଏହି ରିସର୍ଚ୍ଚ ୯୬ଟି ଦେଶରୁ ପ୍ରାୟ ୬ ହଜାର ଲୋକଙ୍କ ଉପରେ କରାଯାଇଥିଲା, ଏହି ରିସଚ୍ଚ କହେ କି ବହୁତ ଲୋକ ପ୍ରେମରେ ଧୋକା ଖାଇବା ମହିଳାଙ୍କୁ ଆହୁରି ମଜବୁତ୍ କରାଇଥାଏ , ଓ ସେ ପ୍ରୋଫେସନରେସଫଳତା ପାଇଥାନ୍ତି , ଥଏ ଧୋକା ଦେଲେ ସେ ସାବଧାନ ହୋଇଯାଆନ୍ତି , ଓ ଆଗାମୀ ଥର୍ ଭଲ ପାର୍ଟନର ବାଛନ୍ତି , କିନ୍ତୁ ଏହି କଥା କେଉଁ ମହିଳାଙ୍କ ଉପରେ ଲାଗୁ ହୁଏ ନାହିଁ , କାରଣ କିଛି ମହିଳା ଏମିତି ହୋଇଥାନ୍ତି ଯିଏ ପ୍ରେମରେ ଧୋକା ଖାଇବାପରେ ସଂମ୍ଭାଳନ୍ତି , ବରଂ ଭାଙ୍ଗିପଡନ୍ତି , ନିଜ ସଫଳତା ପ୍ରେମ, ପରିବାର ସମସ୍ତଙ୍କୁ ହରାଇଦିଅନ୍ତି । ଏମିତିରେ ସେ ମହିଳା ଜଲଦି ହିଁ ସଫଳତା ପାଇଥାନ୍ତି , ଯିଏ ଧୋକା ଖାଇବାରେ ସଂମ୍ଭାଳିଯାଆନ୍ତି , ରାଗ୍ ଉପରେ କାବୁ କରିପାରି ସବୁ ଧ୍ୟାନ ସଫଳତାରେ ଲଗାଇଦିଅନ୍ତି , ଧୋକା ଏକ ଅନୁଭବ ମାନିକରି ନିଜ ଆଗର ଜୀବନ ବଞ୍ଚନ୍ତି ।
ସୋଧରୁ ସାମିଲ୍ ହୋଇଥିବା ବହୁତ ମହିଳାଙ୍କ ମାନିବା କଥା କି ମନ ଭାଙ୍ଗିଗଲେ ବହୁତ ମୁସକିଲ୍ ହୋଇଥାଏ, ଓ ତାହାଠାରୁ ବାହାରିବାପରେ ସେ ଭାବିବିଚାରି ସାଥୀ ବାଛିଲେ ଯାହା ବାଛିବେ ତାହା ଭଲ ନିର୍ଣ୍ଣୟ ହେବ , ଏହା ମଜବୁତ୍ଓ ସଶକ୍ତ ମହିଳା ହୋଇଥାନ୍ତି , ଯାହାଙ୍କୁ ଧୋକା ଭଲ ପ୍ରମାଣିତ ହୋଇଛି, କାରଣ ଧୋକା ଖାଇବା ତାଙ୍କୁ ମଜବୁତ୍ କରିଛି, ସୋଧର ଅନୁସାରେ ଧୋକା ଖାଇଥିବା ମହିଳା ଭିତରୁ ପ୍ରାୟ ବର୍ଷସାରା ଅଧିକା ଭାବନାତ୍ମକ ମଜବୁତ୍ ଓ ଅଧିକା ଆତ୍ମବିଶ୍ୱାସରେ ରୁହନ୍ତି , ଏହା ଛଡା ମିଳିଛି କି ଧୋକା ଦେଇଥିବା ପୁରୁଷ ପାର୍ଟନରଙ୍କ ନୁଆ ସଂମ୍ପର୍କ ଅଧିକା ଦିନ ରହିପାରେ ନାହିଁ ।
ଏହା ଥିଲା ରିସର୍ଚ୍ଚ, କିନ୍ତୁ ଯଦି ଆପଣ ଏମିତି ମହିଳା ଅଟନ୍ତି ଯାହାଙ୍କୁ ତଳେ ପଇ ଉଠିବା ଜଣାଅଛି ଯିଏ କେବେ ସାହାସ ହାରନ୍ତି ନାହିଁ, ବରଂ ଜୀବନରେ ସବୁ ଅଭାବ ଅସୁବିଧାକୁ ଲଢିବା ଜାଣିଛନ୍ତି ଯାହାଙ୍କ ପାଇଁ ଦୁଃଖ ହିଁ ମଜବୁତି ଦେଇଛି, ତେବେ ଆପଣ ଶତପ୍ରତିଶତ ନିଜ ଜୀବନରେ ସଫଳ ହୋଇଥାନ୍ତି । ସଫଳତା ହେବାପାଈଁ ଏକ ନିର୍ଦ୍ଧାରିତ ସଂୟମ, ଆତ୍ମବିଶ୍ୱାସ, ନିୟନ୍ତ୍ରଣ ବହୁତ ଜରୁରୀ ହୋଇଥାଏ, ବହୁତଥର ମାନାଯାଏ କି ମହିଳା ଭାବାତ୍ମକ ରୁପରେ ଦୁର୍ବଲ ହୋଇଥାନ୍ତି , ଯେଉଁ ମହିଳା ନିଜ ଭାବନାରେ କାବୁ କରିପାରିନିଅନ୍ତି , ଆତ୍ମବିଶ୍ୱାସରେ ଲବରେଜ୍ ହୋଇଯାଆନ୍ତି , ସେ ଜୀବନରେ କେବେ ମାତ୍ ଖାଆନ୍ତି ନାହୀଁ , ଓ ସଫଳତା ନିଶ୍ଚିତ ଭାବେ ତାଙ୍କ ପାଦ ଚୁମେ