ହୋଇପାରିବ ଭଗବାନ ଶିବଙ୍କର ପ୍ରାପ୍ତି, ଥରେ ସଂକଳ୍ପ ନେଇକରି ଏହି ମନ୍ତ୍ରର କରନ୍ତୁ ଜପ…

ଧାର୍ମିକ ଶାସ୍ତ୍ର ଅନୁସାରେ ସବୁ ଦେବତାଙ୍କ ମଧ୍ୟରୁ କେବଳ ଭଗବାନ ଶିବ ଏମିତି ଜଣେ ଦେବତା ଅଟନ୍ତି ଯିଏ ଏକ ଲୋଟା ଜଳ ଅର୍ପଣ କରିଲେ ପ୍ରସନ୍ନ ହୋଇଯାଆନ୍ତି , ତାହା ସହ ମନମୁତାବିକ ଫଳ ବି ଦେଇଥାନ୍ତି , ଆଜି ଆମେ ଆପଣଙ୍କୁ ଭଗବାନ ଶିବଙ୍କର ଏମିତି ଏକ ମନ୍ତ୍ର ବିଷୟରେ କହିବୁ ଯାହାପରେ ଆପଣ ଭଗବାନ ଶିବଙ୍କର ପ୍ରାପ୍ତି କରିପାରିବେ , ତେବେ ଆସନ୍ତୁ ଆମେ ଆପଣଙ୍କୁ କହୁଛୁ, ଆପଣଙ୍କୁ ପୁଜା କିପରି କରିବାର ଅଛି, ଭୋଳାନାଥଙ୍କ ପୁଜା କରିବାପାଇଁ ସବୁଠାରୁ ଏକ ଶିବଲିଙ୍ଗର ନିର୍ମାଣ୍ କରିବାକୁ ହେବ । ଏହାପରେ ଶ୍ମଶାନରୁ ମାଟି, ପାଉଁଶ, କଳା ଗାଇର ଗୋବର, କ୍ଷୀର କିମ୍ବା ଘିଅ, ମହୁ, ବିଳ୍ପପନ୍ନ, ଦୁଦୁରା, ଫଳ ଶ୍ୱେତର୍କ ଫୁଲ, ଭାଙ୍ଗ, ରୁଦ୍ରାକ୍ଷ ମାଳା ଓ ଲାଲ ବସ୍ତ୍ର ନିଅନ୍ତୁ, ଏହାପରେ ଶିବଲିଙ୍ଗ ଯେଉଁଠି ସ୍ଥାପନା କରିବାର ଅଛି ,ସେହି ଜାଗାରେ ଗୋବରରେ ଲେପିକରି ଭଲ ଭାବରେ ପବିତ୍ର କରିନିଅନ୍ତୁ, ତାପରେ ସ୍ନାନ କରିବାପରେ ମାଟି, ଭସ୍ମ, ଓ ଗୋବରରେ ଗଙ୍ଗାଜଳ ମିଶାଇକରି ଷୋଳହ ଇଞ୍ଚର ଲମ୍ବା କରନ୍ତୁ , ପାଞ୍ଚ ଇଞ୍ଚର ମୋଟା ଆକାରର ଶିବଲିଙ୍ଗ ନିର୍ମାଣ କରନ୍ତୁ , କହିଦେବୁ କି ଭଗବାନ ଶିବଙ୍କ ଏହି ପୁଜା ପୁର୍ଣ୍ଣିମାରେ ଆରମ୍ଭ୍ କରିବାର ଅଛି , ଏଥିପାଇଁ ପ୍ରଥମେ ଜ୍ୟୋତିଷ୍ୟଙ୍କ ଠାରୁ ଏହାର ଶୁଭ ମୁହୁର୍ତ୍ତ ବାହାର କରିଦିଅନ୍ତୁ ।
ପୁଜାରେ ସର୍ବପ୍ରଥମେ ଗଣେଷ, ମାତା ପାର୍ବତୀଓ ନିଜ ଗୁରୁଙ୍କ ପୁଜା କରି ଆଶିର୍ବାଦ ନିଅନ୍ତୁ , ଏହାପରେ ଉତ୍ତର ଦିଗରେ ମୁହଁ କରି ହଳଦିଆ ଆସନରେ ବସନ୍ତୁ , ଓ କେତେ ଜପ କରିବାର ଅଛି ତାହାର ସଂକଳ୍ପ କରିନିଅନ୍ତୁ , ପୁରା ବିଧାନ ପାଞ୍ଚ ଲକ୍ଷ ଜପରୁ ହୋଇଥାଏ, ଏହାପରେ ଗୁରୁମନ୍ତ୍ରର ଚାରି ମାଳା ଜପ କରନ୍ତୁ , ତାପରେ ଶ୍ରୀଗଣେଷଙ୍କ ସ୍ଥାପନା ସୁପାରୀରେ ଗୋଡାଇଦିଅନ୍ତୁ , ଓ ପୁଜା ସଂମ୍ପର୍ଣ୍ଣ କରନ୍ତୁ, ଏହା ଛଡା ନିଜ ଡାହାଣ ପଟେ ଭୈରବଙ୍କ ସ୍ଥାପନା କରିପାରିବେ , ଏମିତିରେ ଯଦି ଭୈରବ ମନ୍ତ୍ର ଅଛି ତେବେ ଶୁଭ ଅଟେ, କିନ୍ତୁ ଯଦି ନାହିଁ ତେବେ ସୁପାରୀର ଉପଯୋଗ କରିପାରିବେ । ଏହାପରେ ଭଗବାନ ଭୈରବଙ୍କ ପୁଜା ସିନ୍ଦୁର ଓ ଲାଲ ଫୁଲରେ କରନ୍ତୁ , ତାପରେ ଗୁଡର ଭୋଗ ଲଗାନ୍ତୁ , ଏହାସହ ଭୈରବ ବାବାଙ୍କ ସାମ୍ନାରେ ତେଲର୍ ଦିପ ଲଗାନ୍ତୁ , କହିଦେବୁ କି ଏହି ଦିପ ତେବେ ପର୍ଯ୍ୟନ୍ତ ପ୍ରଜ୍ଜଳନ କରିବେ ଯେବେ ଆପଣଙ୍କ ମନ୍ତ୍ର ପୁରା ହୋଇନଥିବ , ଏହାପରେ ନିଜ ବାମ କଡେ ଏକ ଘିଅର ଦିପ ଲଗାନ୍ତୁ , ଏହି ଦିପ ସାଧନା କାଳରେ ଅଖଣ୍ତ ପ୍ରଜ୍ଜଳିତ ରହୁ, ଏହି ମନ୍ତ୍ରର ଜପ କରି ଭଗବାନ ଶିବଙ୍କର ପୁଜା କରନ୍ତୁ ।
ଧ୍ୟୋୟେନିତ୍ୟ ମହେଶଂ ରଜତଗିରିନିଭଂ ଚାରୁଚନ୍ଦ୍ରାବତଂସଂ ରତ୍ନାକଳ୍ପୋଜ୍ଜବଲାଡଗ୍, ପରଶୁମୃଗବରାଭିତି ହସ୍ତଂ ପ୍ରସନ୍ନମ୍ , ପଦ୍ମସିନଂ ସମନ୍ୟାତ ସ୍ତୁତମମରଗଣେବ୍ୟାଘ୍ରକୃତିତଂ ବସାନଂ , ବିଶ୍ୱବାଧ୍ୟାମ ବିଶ୍ୱବଧ୍ୟମ ନିଖୀଳ ଭୟହରଂ ପଚ୍ଚବକଂନ୍ନ ତ୍ରିନେତ୍ର, ଓଁ ଶ୍ରୀ ଉମାମହେଶ୍ୱରାଭ୍ୟାଂ ନମଃ, ଆବାହୟାମି ସ୍ଥାପନାମି ପୁଜୟାମି ।
ଏହି ମନ୍ତ୍ରର ଜପ କରିବାପରେ ପଞ୍ଚାମୃତ, ଗଙ୍ଗାଜଳ, ଫୁଲ ଓ ନୈବେଦ ଆଦିରେ ଭୋଳାନାଥଙ୍କ ପୁଜା କରନ୍ତୁ , ଓ ତାପରେ ପଞ୍ଚମୁଖୀ ରୁଦ୍ରାକ୍ଷ୍ୟ ଛୋଟ ଦାନା ବାଲା ମାଳା ଭୋଳାନାଥଙ୍କୁ ପିନ୍ଧାନ୍ତ୍ , ଓ ଦ୍ୱିତୀୟ ମାଳାରୁ ଜପ କରନ୍ତୁ, ସାଧନା ପରେ ଏହି ମାଳା ଦିବ୍ୟ ହୋଇଯିବ , ଏହାପରେ ଏକ ପାଠ ରୁଦ୍ରାଷ୍ଟକ କରନ୍ତୁ , ଓ ମନ୍ତ୍ର ଜପ ସିଦ୍ଧି ପାଇଁ ପ୍ରାର୍ଥନା କରନ୍ତୁ , ତାପରେ ନିଜ ସଂକଳ୍ପ ଶକ୍ତି ଅନୁସାରେ ଓଁ ନମ୍ଃ ଶିବାୟ ଜପ କରନ୍ତୁ , ଏବେ ମନ୍ତ୍ର ଜପ ପୁରା ହେବାପରେ ଏକ ପାଠ ରୁଦ୍ରାଷ୍ଟକ ଓ ଆଉଥରେ ଗୁରୁ ମନ୍ତ୍ର ଜପ କରନ୍ତୁ , କହିଦେବୁକି ଆପଣଙ୍କୁ ପୁରା ଦିନ ଏହି କ୍ରମରେ କରିବାର ଅଛି , ମନ୍ତ୍ରର ସାଧନାରେ ପୁର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ ଓ ଭୁମିଶୟନ କରନ୍ତୁ , ଏହା ଏକ ଅଘୋର ସାଧନା ଅଟେ, ଏମିତିରେ ଏହାପାଇଁ କେଊଁ କୁଶଳ ଗୁରୁ ରହିବା ଜରୁରୀ, ଏହା ଛଡା ଏହା ସାଧାନା ପୁର୍ଣ୍ଣିମାରୁ ଆରମ୍ଭ କରି ସଂକଳ୍ପ ପୁରା ହେବା ଯାଏଁ କରିବାର ଅଛି, ଏଥିପାଇଁ ଏହି ସାଧନାର ସଂକଳ୍ପ ଭାବିବିଚାରି କରନ୍ତୁ କାରଣ ଏହା ମଝିରେ ଭାଙ୍ଗିବା ଉଚିତ୍ ନୁହେଁ ।