ଆଜିର ବୁଦ୍ଧି ପରୀକ୍ଷା – ଗୋଟେ ଘରରେ ୫ ଟି ପୁଅ ଅଛନ୍ତି – ଯାହାଙ୍କ ନାଁ RAJA,RAJE,RAJI,RAJO ଅଟେ, ତେବେ କୁହନ୍ତୁ ପଞ୍ଚମ ପୁଅର ନାଁ କଣ ? ବୁଦ୍ଧିମାନ ହେଇଥିଲେ କୁହନ୍ତୁ ସଠିକ ଉତ୍ତର
ବନ୍ଧୁଗଣ ଆମେ ଆପଣଙ୍କୁ ନେଇକରି ଆସିଛୁ, ଓଡିଆ ପହେଲି ଓ ତାହାର ଉତ୍ତର ଏହି ଓଡିଆ ପହେଲିକୁ ଆମେ ମଜାକିଆ ପ୍ରଶ୍ନ –ଉତ୍ତର ବି କହିପାରିବା , ଆମର ଏହି ଲେଖରେ ଏତେ ସାରା ପହେଲି ଅଛି ଯାହା ଆପଣଙ୍କୁ କେଉଁଠି ଦେଖିବାକୁ ମିଳିବ ନାହିଁ । ଆମର ଏହି ପଜଲ୍ ଗୁଡିକ ପଢିଲେ ଆପଣ ବହୁତ କିଛି ଜାଣିପାରିବେ ।ତେବେ ଯଦି ଏଗୁଡିକ ଆପଣାକୁ ଭଲ ଲାଗୁଚି ତେବେ ନିଶ୍ଚୟ କମେନ୍ଟ କରିବେ ଓ ଆମେ ଆଗାମୀ ଦିନରେ ଆଉ କିଛି ନୂଆ ଏଭଳି ଚତୁର କଥା ଆପଣଙ୍କ ପାଇଁ ନେଇ ଆସୁଛୁ
୧) ଦିଆଯାଇଥିବା ଚିତ୍ରର ଆଧାରରୁ କଣ ଆପଣ କହିପାରିବେ କେଉଁ ନାଁ କହୁଛି ?
ଉତ୍ତର – ଗଣପତି କି ଜୟ ଜୟକାର୍ ,
୨) ଆପଣଙ୍କ ମୁଣ୍ତ ଉପରେ ପଙ୍ଖା ବହୁତ ସ୍ପିଡରେ ବୁଲୁଛି, ଓ ଆପଣଙ୍କୁ ଦିଆସିଲି କାଠି ଜଳାଇବାର ଅଛି, କିନ୍ତୁ ଧ୍ୟାନ ରଖନ୍ତୁ ଦିଆସିଲି କାଠି ପୁରା ଜଳିବାର ଅଛି, ଓ ପଙ୍ଖା ବି ବୁଲିବ , କୁହନ୍ତୁ କିପରି ?
ଉତ୍ତର- ପଙ୍ଖାର ସ୍ୱିଚ୍ ଅଫ୍ କଲେ ପଙ୍ଖା ଧିରେ ହୋଇଯିବ, ତେବେ ମାଚିସ୍ କାଠି ଜଳାଇବେ , ଏଥିରେ ପଙ୍ଖା ବୁଲୁଥିବ, ଓ ଦିଆସିଲି କାଠି ପୁରା ଜଳିଯିବ ।
୩) ଗୋଟେ ଘରରେ ୫ ଟି ପୁଅ ଅଛନ୍ତି ।ଯାହାଙ୍କ ନାଁ RAJA,RAJE,RAJI,RAJO ଅଟେ, ତେବେ କୁହନ୍ତୁ ପଞ୍ଚମ ପୁଅର ନାଁ କଣ ? ଉତ୍ତର- ପଞ୍ଚମ ପୁଅର ନାଁ ରାଜୁ ଅଟେ, କାରଣ ଇଂରାଜୀରେ ପାଞ୍ଚଟି ସ୍ୱର (A,I,E,O,U) ହୋଇଥାଏ,
୪) ଦିଆଯାଇଥିବା ଏହି କାରର ନମ୍ବର ପ୍ଲେଟରେ କେଉଁ ନମ୍ବର ଲୁଚି ରହିଛି, କଣ ଆପଣ କହିପାରିବେ ?
ଉତ୍ତର- ୪୯୪୭
୫ )ଗୋଟେ ପୁଅ ଓ ଏକ ଝିଅ ଅଛି , ନା ସେ ସ୍ୱାମୀ ସ୍ତ୍ରୀ ଅଟନ୍ତି , ନା ସେ ଭାଇ ଭଉଣୀ ଅଟନ୍ତି , ନା ସେ ମା ପୁଅ ବି ଅଟନ୍ତି , କିନ୍ତୁ ଝିଅର ଶଶୁର ପୁଅର ଶଶୁରର ବାପା ଅଟେ , ତେବେ କୁହନ୍ତୁ ଝିଅର ସଂମ୍ପର୍କ କଣ ଅଟେ ।
ଉତ୍ତର- ଶାଶୁ ଓ ଜ୍ୱାଇଁର ସଂମ୍ପର୍କ ଅଟେ ,
୬ ) ମୁଁ କୋଲକାତା ଯାଉଛି, ମୋତେ ଜଣେ ବ୍ୟକ୍ତି ଦେଖାହେଲା ଯାହାର ୫ ଟି ପୁଅ ଅଛି, ସବୁ ପୁଅଙ୍କ ପାଖରେ ୭ ଟି ଥଳି ଅଛି, ଓ ସବୁ ଥଳୀରେ ୭ ଟି ବିଲେଇ ଅଛନ୍ତି, ସବୁ ବିଲେଇର ୭ ଟି ଛୁଆ ଅଛନ୍ତି , ତେବେ କୁହନ୍ତୁ ସବୁ ମିଶାଇକରି କେତେ ଲୋକ କୋଲକାତା ଯାଉଥିଲେ ,
ଉତ୍ତର- କେବଳ ମୁଁ କୋଲକାତା ଯାଉଛି