ଶିଳପୁଆ ବିକ୍ରି କରୁଥିବା ମହିଳା ହୋଇଗଲେ ହୋଇଗଲେ ସବ୍-ଇନସିପେକ୍ଟର, ଆଇପିଏସ୍ ସେୟାର୍ କଲେ ସଂଘର୍ଷ ଓ ସାହାସର କାହାଣୀ..
ଯଦି ମଣିଷ ନିଜ ମନରେ କିଛି କରିବାକୁ ନିଷ୍ପତି ନେଇଯାଏ ତେବେ ସେ ଅସଂମ୍ଭବ ହୋଇଥିଲେ ବି ସଂମ୍ଭବ ହୋଇଯାଏ , ଏଇ ଦୁନିଆଁରେ ଏମିତି ବହୁତ ଲୋକ ଅଛନ୍ତି , ଯିଏ କଠିନ ପରିସ୍ଥିତିକୁ ପାର୍ କରି ନିଜ ଲକ୍ଷ୍ୟ ହାସିଲ୍ କରିଛନ୍ତି , ସୋସିଆଲ୍ ମିଡିଆରେ ଆସିବା ଦିନରୁ କିଛି ନା କିଛି ସୁଚନା ଲୋକଙ୍କ ଦ୍ୱାରା ସେୟାର୍ କରାଯାଏ , ଯାହା ବହୁତ ପ୍ରେରଣାଦାୟକ ହୋଇଥାଏ, ଆଜି ଆମେ ଏକ ଏମିତି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ସୋସିଆଲ୍ ମିଡିଆରେ ବହୁତ ଚର୍ଚ୍ଚିତ ହୋଇଛନ୍ତି , ତାଙ୍କର ସଂଘର୍ଷ ଓ ସାହାସ କଥା ଏବେ ସେୟାର୍ କରାଯାଉଛି । ଏହି ମଧ୍ୟରେ ଏକ କାହାଣୀ ପୋଲିସ୍ ସବ୍ ଇନସିପେକ୍ଟର ପଦ୍ମଶୀଳା ତିରପୁଡେ ଭାଇରାଲ୍ ହେଉଛି, ଏହି କାହାଣୀ ଙ୍କୁ ଆଇପିଏସ୍ ଅଧିକାରୀ ଦିପାଶୁଂ କାବରା ତାଙ୍କ ଫଟୋ ସେୟାର୍ କରିଛନ୍ତି, ଏହା ସହ ସେ ଦାବି କରିଛନ୍ତି କି ଏହି ମହିଳା କଠିନ ପରିସ୍ଥିତିରେ ସାମ୍ନା କରି ସଫଳତା ପାଇଛନ୍ତି । ଦିପାଶୁଂ କାବରା ଏକ ଫଟୋ ସେୟାର୍ କରି କହିଥିଲେ କି ପରିସ୍ଥିତିରେ ଆପଣଙ୍କ ଉଡାନ୍ ଅଟକିନାହିଁ , ଭାଗ୍ୟ ସେମିତି ଆପଣଙ୍କ ମୁଣ୍ତ୍ ଉପରେ ଭାରି ପଥର ରଖୁ କିନ୍ତୁ ସେ ସଫଳତା କିପରି ମିଳିଥାଏ, ଏହା ଭଣ୍ତାରା, ମହାରାଷ୍ଟ୍ର,ର ପଦ୍ମଶୀଳା ତିରୁପୁଡେଙ୍କ ଠାରୁ ଶିଖନ୍ତୁ , ପଥରର ଶିଳପୁଆ ବନାଇକରି ବିକ୍ରି କରୁଥିବା ପଦ୍ମଶୀଳା ପରିଶ୍ରମ କରି MPACରେ ଉତ୍ତୀର୍ଣ୍ଣ ହୋଇକରି ପୋଲିସ୍ ଉପନିରିକ୍ଷକ ହୋଇଗଲେ ।
परिस्थितियाँ आपकी उड़ान नहीं रोक सकती.
किस्मत भले आपके माथे पर भारी पत्थर रखे लेकिन उनसे कामयाबी का पुल कैसे बनाना है ये भंडारा, महाराष्ट्र की #पद्मशीला_तिरपुडे से सीखें. पत्थर के सिलबट्टे बनाकर बेचने वाली पद्मशीला ने मेहनत की और MPAC में उत्तीर्ण होकर पुलिस उपनिरीक्षक बनीं pic.twitter.com/TjIUMBSkjH
— Dipanshu Kabra (@ipskabra) October 22, 2020
ଆଗକୁ ଆଇପିଏସ୍ ଦୀପାଶୁଂ ଏକ ଟ୍ୱିଟ୍ ରେ ଲେଖିଥିଲେ କି ତାଙ୍କ ସଂଘର୍ଷରେ ତାଙ୍କ ସ୍ୱାମୀଙ୍କ ପୁରା ସାଥ୍ ମିଳିଲା, ଆରମ୍ଭର ଦିନରୁ ସ୍ୱାମୀଙ୍କ ସହ ସେ ମଜୁରି କାମ କରୁଥିଲେ, ଆର୍ଥିକ ଅସୁବିଧାକୁ ନେଇ ସ୍ୱାମୀ ଏହା ତୟ କଲେ କି ସେ ସ୍ତ୍ରୀକୁ ଆଗକୁ ବଢାଇବେ , ଓ ପାଠପଢା କରାଇବେ , ଶୀଳବଟା ଓ ଫଳ ବିକ୍ରି କରୁଥିବା ପଦ୍ମଶୀଲା ବ୍ୟାଚେଲର୍ ପୁରା କରିଲେ , ଓ MPAC କ୍ଲିଅର୍ କରି ଆଜି ପୋଲିସ୍ ଉପନିରିକ୍ଷକ ହେଲେ । ସୋସିଆଲ୍ ମିଡିଆରେ ଏହି ଫଟୋ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି, ଲୋକେ ଏହି ମହିଳାଙ୍କୁ ବହୁତ ପ୍ରଶଂସା କରୁଛନ୍ତି , ଏହି ଫଟୋ ମଧ୍ୟରେ ଲାଲ ଶାଢୀ ପିନ୍ଧିଥିବା ମହିଳା ଏକ ଛୁଆକୁ କୋଳେଇବାର ନଜର ଆସୁଛି, କିନ୍ତୁ ଦ୍ୱିତୀୟପଟେ ମହିଳା ପୋଲିସ୍ ବର୍ଦୀରେ ପରିବାର ସହ ନଜର ଆସୁଛନ୍ତି , ଏହି ଦୁଇଟି ଫଟୋ ସହ ଏହି ସନ୍ଦେଶ ପୁରା ବହୁତ ଭାଇରାଲ୍ ହେଉଛି ।
ମିଡିଆରେ କଥାବାର୍ତ୍ତା କରୁଥିବା ସମୟରେ ପଦ୍ମଶୀଲାର ତିରୁପୁଡେ କହିଲେ କି ସେ ନିଜ ଜୀବନରେ ବହୁତ୍ ଅଧିକା ସଂଘର୍ଷ କରିଥିଲେ ତାଙ୍କ ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା, ସେ ଲଭ୍ ମ୍ୟାରେଜ୍ କରିତିଲେ, ତାପରେ ସେ ନାସିକ୍ ସିଫ୍ଟ ହୋଇଗଲେ, ସେ ୟଶବନ୍ତରାଓ ଚୌହାନ୍ ମୁକ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍ ସମୟରେ କମ୍ପିଟେଟିଭ୍ ପରୀକ୍ଷା ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ , ୨୦୦୭-୨୦୦୯ ପର୍ଯ୍ୟନ୍ତ ଗ୍ରାଜୁଏସନ୍ କଲେ , ୨୦୧୨ ରେ ମୁଖ୍ୟ ପ୍ରତିଯୋଗି ପରୀକ୍ଷାପାସ୍ କଲେ , ୨୦୧୩ ରେ ପୋଲିସ୍ ସବଇନସିପେକ୍ଟର ହେଲେ , ସେ କହିଲେ କି ତାଙ୍କ ଅତୀତ ବହୁତ ସଂଘର୍ଷ ଓ ଭୁଲ୍ ତରିକାରେ ପେଶ୍ କରାଯାଉଛି, ଏହି ଫଟୋ ସହ ଶିଳପୁଆ ବିକ୍ରି କରୁଥିବା ଫଟୋକୁ ଯୋଡିକରି ଏହା ମୋର ସଂଘର୍ଷର କାହାଣୀ କୁହାଯାଉଛି, ଏହି ସଂଯୋଗ ଅଛି ଏହି ମହିଳା ମୋର ପରି ଦେଖାଯାଏ