ନଭେମ୍ବର ମାସରେ ଏହି ୪ ଟି ରାଶି ବାଲାଙ୍କୁ ମିଳିବ ସଚ୍ଚା ପ୍ରେମ, ଜାଣନ୍ତୁ କେଉଁଠି ଓ କିପରି ହେବ ମିଳନ
ଆପଣମାନେ ଏହି ଲୋକକଥା ତ ନିଶ୍ଚିତ ଶୁଣିଥିବେ କି ଭଗବାନ ଏହି ଦୁନିଆଁରେ ସମସ୍ତଙ୍କୁ କେହି ନା କେହି ସାଥି ନିଶ୍ଚିତ ଦେଇଛନ୍ତି , ଯେବେ ସଠିକ ଯୋଗ ହୋଇଥାଏ , ତେବେ ଆପଣଙ୍କୁ ନିଜ ସ୍ୱପ୍ନର ରାଜକୁମାର କିମ୍ବା ରାଜକୁମାରୀ ମିଲିଯାଇଥାଏ , ଯଦି ଆପଣ ସେହି ଲୋକଙ୍କ ମଧ୍ୟରେ ଅଛନ୍ତି ଯିଏକି ସିଙ୍ଗଲ୍ ଅଛନ୍ତି କିମ୍ବା ନିଜ ଜୀବନସାଥୀ ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସିଖବର ଅଛି, ଏହିଥର ନଭେମ୍ବର ୨୦୨୦ ମାସରେ କିଛି ବିଶେଷ ରାଶିମାନଙ୍କ ପାଇଁ ଫାଈଦା ହେବାର ଅଛି, ଏହି ମାସରେ ୪ ଟି ରାଶିର ଲୋକଙ୍କ ଜୀବନରେ ସଚ୍ଚା ପ୍ରେମ ମିଳିପାରିବ ।
୧) ମେଷ ରାଶି- ଏହି ରାଶିର ଜାତକ ପାଇଁ ନଭେମ୍ବର ମାସ ବହୁତ ଭଲ ନେଇକରି ଆସୁଛି, ଯେଉଁ ଲୋକ ବହୁତ ଦିନରୁ ନିଜ ଲଭ୍ ଲାଇଫ୍ ପାଇଁ ଅପେକ୍ଷା କରୁଛନ୍ତି , ସେ ନଭେମ୍ୱର ମାସରେ ନୁଆ ଆଶାର୍ ସଂଚାର ହେବ , ମେଷ ରାଶିର ବାଲାଙ୍କ ପାଇଁ ତାଙ୍କ ସଚ୍ଚା ପ୍ରେମ ଏହି ମାସରେ କେଉଁ ଏକ ବ୍ୟକ୍ତିଙ୍କ ଜରିଆରେ ମିଳିପାରିବ , ମାନେ ଆପଣଙ୍କୁ କେଉଁ ବନ୍ଧୁ କିମ୍ବା ସଂମ୍ପର୍କୀୟ ଆପଣଙ୍କୁ ଖାସ୍ ମିଳିପାରିବ , ଏହି ଖାସ୍ ବ୍ୟକ୍ତି ଆପଣଙ୍କ ଆଡକୁ ଆକର୍ଷିତ ହୋଇପାରେ , ଓ ଏହି ପ୍ରକାରର ଆପଣ ଦୁହେଁ ଲଭ୍ ଷ୍ଟୋରି ଆରମ୍ଭ ହୋଇପାରେ,
୨) ମିଥୁନ ରାଶି- ମିଥୁନ ରାଶିଙ୍କୁ ତାଙ୍କ ସ୍ୱପ୍ନର ରାଜକୁମାର କିମ୍ବା ରାଜକୁମାରୀ ପ୍ରାକୃତିକ ଜାଗାରେ ମିଳିବାର ପୁରା ଆସାର ଅଛି, ମାନେ ଏକ ଏମିତି ଜାଗା ଯେଉଁଠି ସବୁଆଡେ ସବୁଜ ବର୍ଣ୍ଣାନୀ ନଦୀ ପାହାଡ ହୋଇପାରେ, ଏହି ଜାଗାରେ ଆପଣଙ୍କ ଏକ ଖାସ୍ ବ୍ୟକ୍ତି ସହ ସାକ୍ଷାତ ହେବ , ଯାହା ଆଗକୁ ଯାଇକରି ଆପଣଙ୍କ ଜୀବନସାଥୀ ହୋଇପାରେ, ଏଥିପାଇଁ ମିଥୁନ ରାଶିର ଲୋକେ ନଭେମ୍ବର ମାସରେ କେଉଁ ପ୍ରାକୃତିକ ଜାଗା ବୁଲିଯିବାର ପ୍ଲାନ୍ କରନ୍ତୁ ।
୩) ତୁଳା ରାଶି- ଏହି ରାଶିର ଲୋକେ କେଉଁ ସ୍କୁଲ, କଲେଜ କିମ୍ବା ଅଫିସ୍ ପରି ଜାଗାରେ ନିଜ ସଚ୍ଚା ପ୍ରେମ କୁ ପାଇପାରିବେ , ଯଦି ଆପଣ ପୁର୍ବରୁ କେଉଁ ବ୍ୟକ୍ତିକୁ ଚାହୁଁଛନ୍ତି ତେବେ ଏହି କଥାର ପୁରା ଚ୍ୟାନ୍ସ ଅଛି କି ସେ ଆପଣଙ୍କୁ ଇମ୍ପ୍ରେସ୍ ହୋଇଯିବେ , ଓ ଆପଣଙ୍କ ଲଭ ଷ୍ଟୋରୀ ଆଗକୁ ବଢିଯାଉ, ଏହାପାଇଁ ଆପଣ ଖାଲି ଗୋଟେ କଥାକୁ ଧ୍ୟାନ ରଖିବେ କି ନଭେମ୍ବର ମାସରେ ଆପଣ ନିଜ ପର୍ସନାଲିଟିକୁ ଲୋକଙ୍କ ସାମ୍ନାରେ ଟିକିଏ ଭଲ ଭାବରେ ଦେଖାଇବେ , ନିଜ ବ୍ୟବହାରକୁ ସୁଧାରିବେ , ଓ ନିଜ ଲୁକ୍ କୁ ଆକର୍ଷକ କରାଇବେ , ତାପରେ ଆପଣଙ୍କ ଲଭ୍ ଷ୍ଟୋରୀ ଆଗକୁ ବଢିଯିବ ।
୪) କୁମ୍ଭ ରାଶି- କୁମ୍ଭ ରାଶିର ଜାତକରେ ନିଜ ସଚ୍ଚା ପ୍ରେମର ଖୋଜା ଡିଜିଟାଲ୍ ମାଧ୍ୟମରେ କରିବେ , ଏହି ନଭେମ୍ବର ମାସରେ ଆପଣ ଯେତେ ବି ହୋଇପାରିବ , ଡିଜିଟାଲି ସଂମ୍ପର୍କ କରନ୍ତୁ , ଏଥିପାଇଁ ସୋସିଆଲ୍ ମିଡିଆ ଏକ ଭଲ ଜାଗାଅଟେ, ଯଦି ଆପଣ ଏହି ମାସରେ ସୋସିଆଲ୍ ମିଡିଆରେ ଅଧିକା ଆକ୍ଟିଭ୍ ରହୁଛନ୍ତି, ତେବେ ଆପଣଙ୍କ ନିଶ୍ଚିତ କେହି ପସନ୍ଦର ଲୋକ ମିଳିଯିବେ , ଏହି ସମୟରେ ଆପଣଙ୍କ ଭଦ୍ରାମୀ ସହ କଥାବାର୍ତ୍ତା କରନ୍ତୁ ।