December 8, 2024

Odia Express

Leading Odia News Portal of Odisha

ଗ୍ୟାସ୍, କବଜ୍, ଓ ମୋଟାପାରୁ ଚାହୁଁଛନ୍ତି ବଞ୍ଚିବା, ତେବେ ଆଜି ହିଁ ଆପଣାଇ ନିଅନ୍ତୁ , ରାତିରେ ଶୋଇବାର ଏହି ତରିକା, କେବେ ପଡିବେ ନାହିଁ ରୋଗାଗ୍ରସ୍ତ

ଆଜିକାଲି ବଦଳୁଥିବା ଜୀବନଶୈଳୀକୁ ନେଇ ଆମ ମାନଙ୍କୁ ବହୁତ ସାରା ରୋଗ ଗ୍ରସ୍ତ କରିନେଉଛି , ଏହି ରୋଗ ଆମର ସ୍ୱାସ୍ଥ୍ୟର୍ ବହୁତ ହାନି ପହଞ୍ଚାଉଛି, ଯାହାଙ୍କ ଏକ ସିଧା କାରଣ ଆମର ଖାଦ୍ୟପେୟ ଓ ରହିବା ଚଳିବା ଓ ଶୋଇବା ଉପରେ ହୋଇଥାଏ , ଯଦି ଆମେ ଠିକ୍ ରେ ନ ଶୋଇପାରିବା ତେବେ ପୁରା ନିଦ ନନେଲେ ଆମର ପେଟ୍ ସହ ଯୋଡି ହୋଇଥିବା ବହୁତ ସାରା ସମସ୍ୟାର ସାମ୍ନାକରିବାକୁ ପଡିପାରେ,  ଯଦି ଆପଣ ଏହି ରୋଗରୁ ବଞ୍ଚିବାକୁ ଚାହୁଁଛନ୍ତି , ତେବେ ଆପଣ ଭରପୁର୍ ନିଦ ନେବା ବହୁତ ଜରୁରୀ, ଯଦି ଆପଣ ଭରପୁର ନିଦ ସହ ଶୋଇବାର ସଠିକ୍ ଭାବେ ଆଅଣାନ୍ତି , ତେବେ ଏଥିରୁ ଆପଣ ବହୁତ ରୋଗରୁ ଦୁରରେ ରହିପାରିବେ । ହଁ ଆଜ୍ଞା, ବହୁତଥର ଆମେ ଭୁଲ୍ ତରିକାରେ ଶୋଇଥାଉ, ଯାହାର କାରଣରୁ ଆମ ସ୍ୱାସ୍ଥ୍ୟ ଉପରେ ଏହାର ବହୁତ ଖରାପ ପ୍ରଭାବ ପଡିଥାଏ,  ଏମିତିରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଆପଣ କିପରି ଶୋଇବେ , ଯାହାଦ୍ୱାରା ବହୁତ ରୋଗରୁ ଦୁର ହୋଇପାରିବ

ଶୋଇବା ସମୟରେ ଆପଣଙ୍କୁ ଏହା ଧ୍ୟାନଦେବାକୁ ପଡିବ କି କେଉଁ ପଟେ କର ଲଉଟାଇ ଶୋଇଥାନ୍ତି , ହଁ ଆଜ୍ଞା, ଆପଣ କେଉଁ ପଟକୁ ଲେଉଟିକରି ଶୋଇଥାନ୍ତି , ଏହା ଆମ ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପକାଇଥାଏ,  ଏମିତିରେ ଆମେ ଆପଣଙ୍କୁ କହିଦେବୁ କି ଯଦି ଆପଣ ଶୋଇବା ସମୟରେ ବାମ ପଟକୁ କଡେଇ ହୋଇ ଶୁଅନ୍ତି , ତେବେ ଏହା ଶରୀର ପାଇଁ ବହୁତ ଫାଇଦାଦାୟକ ହେବ । ବହୁତଥର ଏମିତି ଦେଖାଯାଇଛି କି ବହୁତ ଲୋକ ଚେତା ଭାବେ ଶୋଇପଡନ୍ତି, ଯାହା ତାଙ୍କ ପାଇଁ ଠିକ୍ ନୁହେଁ, କାରାଣ ଏମିତି କରିଲେ ତାଙ୍କୁ ଆସ୍ତମା ହେବାର ଚ୍ୟାନ୍ସ ଅଧିକା ହୋଇଯାଏ

ଯଦି ଆପଣ ପେଟର ସମସ୍ୟାକୁ ନେଇ ଚିନ୍ତିତ ରହୁଛନ୍ତି, ଆପଣଙ୍କ ପାଚନ ଶକ୍ତି ଠିକ୍ ଢଙ୍ଗରେ କାମ କରିବନାହିଁ , ଏମିତିରେ ଭଲ ପାଚନ ଶକ୍ତି ପାଇଁ ଶୋଇବା ସମୟରେ ଆପଣଙ୍କୁ ବାମ କଡକୁ ଲେଉଟି ଶୋଇବା ଦରକାର , ଏମିତି କରିଲେ ପେଟ ସହ ଯୋଡି ହୋଇଥିବା ସବୁ ସମସ୍ୟା ଦୁର ହୋଇଯିବ , ଯଦି ଆପଣଙ୍କ ପେଟ ବହୁତଥର ଖରାପ ରହୁଛି, ତେବେ ଏହାସବୁଠାରୁ ମୋଟା ରୋଗ ବିନା କେମିକାଲ୍ ଭରା ମେଡିସିନ୍ ଖାଇ ଦୁର ହୋଇପାରିବ,  କେବଳ ବାମ କଡେ ଶୋଇବାଦ୍ୱାରା ।

ଏହା ଛଡା ଆପଣଙ୍କୁ ଜଣେଇଦେବୁ କି  ଯଦି ଏହି ସ୍ଥିତିରେ ଶୋଇଥାନ୍ତି , ତେବେ ଏହା ପୋଜିସନରେ ଆପଣଙ୍କୁ ଶୋଇବା ଦ୍ୱାରା ଭୋଜନ ସହଜରେ ଅନ୍ତକୁ ପହଞ୍ଚିଯାଏ , ଯାହାକୁ ନେଇ ପେଟ ସକାଳ ପର୍ଯ୍ୟନ୍ତ ଭଲ ଭାବେ ସଫା ହୋଇଯାଏ , କିନ୍ତୁ ଯେଉଁ ଲୋକ ରାତିରେ ଭୁଲ୍ ପୋଜିସନରେ ଶୋଇଥାନ୍ତି , ତାଙ୍କୁ ହାର୍ଟ ଆଟାର୍କ ପରି ସମସ୍ୟା ଉପୁଡିପାରେ,  କେବଳ ବାମ କଡ ଦେଇ ଶୋଇଲେ ପେଟରେ ହେଉଥିବା ଏସିଡ୍ ଉପରକୁ ଯିବା ବଦଳରେ ତଳକୁ ଖସିଯାଏ,  ଯାହାକୁ ନେଇ ବହୁତଥର ଏସିଡିଟି ପରି ସମସ୍ୟାରୁ ମୁକ୍ତି ମିଲିଥାଏ

Leave a Reply

Your email address will not be published. Required fields are marked *