ଯେବେ ପର୍ଯ୍ୟନ୍ତ ଆପଣ ଏହି ୩ ଟି କଥାକୁ ନିଜ ଜୀବନରୁ ତ୍ୟାଗ ନ କରିଛନ୍ତି ତେବେ ପର୍ଯ୍ୟନ୍ତ ଖୁସିରେ ରହିପାରିବେ ନାହିଁ ଆପଣ
ଆଜି କାଲି ଲୋକଙ୍କ ଜୀବନରେ ଚିନ୍ତା ଏତେ ବଢିଯାଇଛି କି ମୁସକିଲ୍ ରେ କେବଳ କିଛି ମୁହୁର୍ତ୍ତ ପାଇଁ ଖୁସି ମିଳିପାରୁଛି, ହଁ ଆଜ୍ଞା ଆଜିର ସମୟରେ କାହାକୁ ଚାକିରିର ଚିନ୍ତା ହୋଇଥାଏ , ତ ଆଉ କାହାକୁ ଘର କିଣିବାର ମନରେ ଚିନ୍ତା ଥାଏ, ଯଦି ଆମେ ସିଧା ଶବ୍ଦରେ କହିବା ତେବେ ଆଜିର ଦୁନିଆଁରେ ସବୁ ମଣିଷ କେଉଁ ନା କେଉଁ ଚିନ୍ତାରେ ଘେରେଇ ହୋଇ ରହିଥାଏ, ପୁର୍ବର ସମୟରେ ମଣିଷ ପାଖରେ ବହୁତ କମ୍ ସୁବିଧା ଥିଲା , କିନ୍ତୁ ତାପରେ ସେ ଖୁସି ଥିଲା, କିନ୍ତୁ ଆଜି ଯେବେ ବ୍ୟକ୍ତି ପାଖରେ ବଞ୍ଚିବାପାଇଁ ଏତେ ସାରା ସୁବିଧା ଅଛି ତାପରେ ବି ସେ ଖୁସିରେ ରହିପାରୁଛି, ସେ କହନ୍ତି ନା ଯେବେ କେଉଁ ବ୍ୟକ୍ତିର ଇଚ୍ଛା ପୁରା ହୋଇଯିବ , ତେବେ ତାର ମନରେ ଅଲଗା ଇଚ୍ଛା ଜାଗୃତ ହୋଇଯାଏ , ବୋଧେ ଏହି ଅବସ୍ଥା ମାନଙ୍କର ବି ଅଛି । ଏହା ଛଦା ଯେବେ ବ୍ୟକ୍ତି କେଉଁ ଜିନିଷ ବିଷୟରେ ଅଧିକା ଭାବିଥାଏ, ତେବେ ତାର ଦିମାଗ ଓ ମନ କେବେ ଖୁସି ରହିପାରେ ନାହିଁ , ଏଥିପାଇଁ ଆଜି ଆମେ ଆପଣଙ୍କୁ ତିନୋଟି କଥା ବିଷୟରେ କହିବୁ, ଯାହାକୁ ଆପଣ କେବେ ନିଜ ଜୀବନରେ ବାହାରକୁ କରିଦେଲେ ତେବେ ଯାଇ ଆପଣ ନିଜ ଜୀବନରେ ଖୁସିରେ ରହିପାରିବେ , ହଁ ଆଜ୍ଞା ଆପଣ ବି ଜାଣିବାକୁ ଚାହୁଁଥିବେ କି ସେ ତିନୋଟି କେଉଁ ଜିନିଷ ଅଟେ , ତେବେ ଆସନ୍ତୁ ଆପଣଙ୍କୁ ଏହା ବିଷୟରେ ବିସ୍ତାରରେ କହିବୁ ।
୧) ଜଣେଇଦେବୁ କି କେବେ ଏମିତି ହୋଇଥାଏ କି ଆମେ ଛୋଟ ଛୋଟ୍ କଥାକୁ ମନରେ ଲଗାଇନେଇଥାଉ, ଓ ଏହି ଛୋଟ ଛୋଟ କଥା ଆମର ଦିମାଗରେ ବି ବହୁତ ପ୍ରେସର୍ ପକାଇଦେଇଥାଏ , ଯାହାର କାରଣରୁ ଆମର ମନରେ କେବେ ଶାନ୍ତି ମିଳିପାରେ ନାହିଁ , ଏବେ ଜାହିର୍ କଥା ଆମର ମନରେ ଶାନ୍ତି ମିଳିପାରିନଥାଏ , ତେବେ ଆମେ ଖୁସି କିପରି ରହିବା , ଏଥିପାଇଁ ଜରୁରୀ ଅଟେ କି ଛୋଟ ଛୋଟ କଥାକୁ ମନରେ ନ ନିଅନ୍ତୁ , କାରଣ ଏଥିରୁ ଆପଣଙ୍କ ଜୀବନରୁ ଖୁସି ଦୁରକୁ ଚାଲିଯିବ ।
୨) ଏହା ଛଡା ମନର ଅଶାନ୍ତି ସବୁଠାରୁ ବଡ କାରାଣ ହୋଇଥାଏ କି ମଣିଷର ନକରାତ୍ମକ ଭାବନା , ଯାହାକୁ ସେ ଚାହିଁକରି ନିଜ ଦିମାଗରୁ ବାହାର କରିପାରେ ନାହିଁ । ଆପଣଙ୍କୁ ଜଣେଇଦେବୁ କି ଯେବେ ଏହି ନକରାତ୍ମକ ଭାବନା ବ୍ୟକ୍ତିର ଦିମାଗରେ ରହିଯାଏ , ତେବେ ତାର ସୁଖ ଓ ଚିନ୍ତା ସବୁ କିଛି ଛଡେଇନେଇଯାଏ , ଏଥିପାଇଁ ସବୁଠାରୁ ପ୍ରଥମେ ଦିମାଗରୁ ଏହି ନକରାତ୍ମକ ଭାବନାକୁ ବାହାର କରିଦିଅନ୍ତୁ , ଓ ଖୁସିରେ ବଞ୍ଚିବା ଆରମ୍ଭ କରିଦିଅନ୍ତୁ ।
୩) ଏହା ଛଡା ମନର ଅଶାନ୍ତିର ତୃତୀୟ କାରଣ ନିଜର ତୁଳନା ଅନ୍ୟଙ୍କ ସହ କରିବା, ହଁ ଆଜ୍ଞା , ଆମେ ବହୁତଥର ଏହା ଭାବିଥାନ୍ତି କି ଆମେ ଅନ୍ୟଙ୍କ ପରି ହୋଇଥାଉ ଦ୍ୱିତୀୟ ଲୋକ ଆମଠୁ ଅଧିକା ଧନୀ ଅଛନ୍ତି, କିମ୍ବା ଅଧିକା ଭାଗ୍ୟବାନ ଅଟନ୍ତି, ଏହି ସବୁ ଜିନିଷ ଆମ ଦିମାଗରେ ଆସିଥାଏ, ଯାହା ଆମର ଦିମାଗରେ ଓ ମନରେ ଖାଲି କରିଦିଏ , ଯଦି ଆପଣ ଏହି ପ୍ରକାରର ନିଜର ତୁଳନା ଅନ୍ୟଙ୍କ ସହ କରିବେ , ତେବେ କେବେ ବି ଖୁସିରେ ରହିପାରିବେ ନାହିଁ , କୁହନ୍ତି ନା ସବୁ ମଣିଷର ମଧ୍ୟରେ କିଛି ନା କିଛି ଦକ୍ଷତା ନିଶ୍ଚିତ ଥାଏ, ଯାହା ଅନ୍ୟଙ୍କୁ ଅଲଗା କରିଥାଏ, ଏଥିପାଇଁ କାଲି ଠାରୁ ନିଜର ତୁଳନା ଅନ୍ୟଙ୍କ ସହ କରିବା ବନ୍ଦ କରିଦିଅନ୍ତୁ , ଓ ତାପରେ ଦେଖନ୍ତୁ ଜୀବନ କେତେ ଖୁସିରେ କଟିଚାଲିବ