କେବେ କରୁଥିଲା ୧୫୦ ଟଙ୍କାରେ ଢାବାରେ ଚାକିରି, ଆଜି ନେଇନେଲା ୧,୫ କୋଟିର କାର୍ ପାଇଁ ୧୬ ଲକ୍ଷର ନମ୍ବର ପ୍ଲେଟ୍ ନାଁ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

କହନ୍ତି ନା ଭାଗ୍ୟ ଉପରବାଲା ହାତରେ ଥାଏ, ଓ ମଣିଷ ତ କେବଳ ଏକ ଜରିଆ ଅଟେ ଯାହା ନିଜ ତରଫରୁ ପରିଶ୍ରମ କରିଥାଏ, ଓ ସଫଳତା ପାଇଥାଏ , କେବଳ ଭାଗ୍ୟ କେବେ ପଲଟିଯାଏ ଏହା କେହି ଜାଣିନଥାନ୍ତି , କେବେ କେବେ ଏମିତି ଶୁଣିବାକୁ ମିଳିଯାଏ କି ଯାହା ଉପରେ ଆମେ ବିଶ୍ୱାସ କରିନଥାନ୍ତି । ଆଜି ଆମେ ଆପଣଙ୍କ ପାଈଁ ଏମିତି ଏକ ଖବର ନେଇକରି ଆସିଛୁ ଯାହାକୁ ଶୁଣିବାପରେ ଆପଣ ଚକିତ ହୋଇଯିବେ , ଆଜି ଆମର ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ୍ କରିଦେବ , ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଯେଉଁ ବ୍ୟକ୍ତି ୧୫ ବର୍ଷ ପୁର୍ବରୁ ଢାବାରେ ୧୫୦ ଟଙ୍କାରେ ଚାକିରି କରୁଥିଲା, ଓ ନିଜ ଦିନ ଦାରିଦ୍ରତାରେ କାଟିଲା ଓ ମଙ୍ଗଳବାରକୁ ସେହି ବ୍ୟକ୍ତି ଦେଢ କୋଟିର ଲକ୍ଜୁରୀ ଗାଡି ପାଇଁ ୧୬ ଲକ୍ଷ ଟଙ୍କାର RJ 45 001 ନମ୍ବର କିଣିଲା, ଆପଣଙ୍କୁ ବିଶ୍ୱାସ ତ ହେବ ନାହିଁ କିନ୍ତୁ ଏହା ସତ ଅଟେ । ଆପଣଙ୍କୁ କହିଦେବୁ କି ସ୍ୱେଜ ଫର୍ମରେ ରହୁଥିବା ରାହୁଲ୍ ତନେଜା ଏହା ପୁର୍ବରୁ ୨୦୧୧ ରେ ନିଜ ବିଏମ୍ ଡବଲୁ ୭ ସିରିଜ୍ ପାଇଁ ୧୦ ଲକ୍ଷ ଟଙ୍କାର ଭିଆଇପି ୦୦୦୧ କିଣିଥିଲେ, ଯାହା ସମସ୍ତଙ୍କ ହାତରେ ନଥାଏ
ପରିବହନ ଅଧିକାରିଙ୍କ ମୁତାବିକ ଏବେ ପର୍ଯ୍ୟନ୍ତ ଏହା ଦେଶର ସବୁଠାରୁ ମହଙ୍ଗା କାର୍ ଅଟେ, ଏତେ ଜଲଦି କିଏ କିଣିବାର ସାହାସ ରଖେ ନାହିଁ ପୁର୍ବରୁ ୧୧ ଲକ୍ଷ ଟଙ୍କାର ନମ୍ବର ପ୍ଲେଟ୍ ବିକ୍ରି ହୋଇଛି, ରାହୁଲ୍ ଏବେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ୍ କମ୍ପାନୀ ଅଛନ୍ତି , ଆପଣଙ୍କୁ ଏହା ବି କହିଦେବୁ କି ସେ ମଧ୍ୟପ୍ରଦେଶର ବାସିନ୍ଦା ଅଟନ୍ତି , ଓ ଏଠାରେ କଟଲାରେ ରହୁଥିବା ରାହୁଲଙ୍କ ବାପା ଟାୟାର ପଙ୍କଚର୍ ବନାଇବା କାମ କରନ୍ତି , ଓ ଜୀବନରେ କିଛି କରିବାପାଇଁ ରାହୁଲ୍ ଛୋଟ ବୟସରୁ ଘର ଛାଡିକରି ଜୟପୁର୍ ଆସିଗଲେ , ଯେଉଁଠି ଆଦର୍ଶନଗରରେ ଏକ ଢାବାରେ ୧୫୦ ଟଙ୍କାରେ ଚାକିରି କଲେ , ଚାକିରି କରୁଥିବା ବେଲେ ରାହୁଲ୍ ରାଜାପାର୍କ ସ୍ଥିତ ଆଦର୍ଶ ବିଦ୍ୟା ମନ୍ଦିରରେ ନିଜ ପାଠପଢା ପୁରା କରିଲେ , ତାଙ୍କ ପାଖରେ ଅଧିକା ପଇସା ନଥିଲା , ନୁଆ ବହି କିଣିବାପାଇଁ ସେ ନିଜ ସାଙ୍ଗ ମାନଙ୍କ ଠାରୁ ବହି, କପି ଓ ପାସବୁକ୍ସ ମାଗିକରି ପଢୁଥିଲେ , ଓ ୯୨ ପ୍ରତିଶତ ଅଙ୍କ ହାସିଲ୍ କଲେ ।
ରାହୁଲଙ୍କ ଅନୁସାରେ ଦୁଇ ବର୍ଷ ପର୍ଯ୍ୟନ୍ତ ଢାବାରେ ଚାକିରି କରିବାପରେ ଦିପାବଳୀରେ ବାଣ ଓ ହୋଲିରେ ରଙ୍ଗ ତ ମକରସଂକ୍ରାନ୍ତିରେ ଗୁଡି ବିକ୍ରି କରିବା କାମ କରୁଥିଲେ , ନିଜ ସବୁଦିନ ଖର୍ଚ୍ଚ ଚଳାଇବାପାଇଁ ଘରେ ଘରେ ଖବର କାଗଜ ଦେଉଥିଲେ , ଓ ରାତିରେ ଅଟୋ ଚଲାଉଥିଲେ , ଯାହାଦ୍ୱାରା ତାଙ୍କ ଖର୍ଚ୍ଚ ପୁରା କରିଥିଲେ, ଓ ସେ ସାଙ୍ଗଙ୍କ କହିବା ଅନୁଯାୟୀ ମଡେଲିଙ୍ଗ୍ ଆରମ୍ଭ କରିଦେଲେ , ଓ ବନ୍ଧୁଙ୍କ କହିବାରେ ସେ ମଡେଲିଙ୍ଗ୍ ରେ ଲାଗିପଡିଲେ , ଓ ସବୁଠାରୁ ପ୍ରଥମେ ଏକ ଫ୍ୟାସନ୍ ଶୋରେ ଭାଗ ନେଇଥିଲେ । ୧୯୯୮ ରେ ଜୟପୁର୍ କ୍ଲବରେ ଏକ ଫ୍ୟାସନ୍ ଶୋ ରେ ଭାଗ ନେଇ ସେ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଖୋଲିଲେ, ଓ ତାପରେ ସେ ଆଉ ପଛକୁ ବୁଲି ଅନାଇନାହାନ୍ତି , ଓ ସଫଳତାର ସିଢି ଚଢିବାକୁ ଲାଗିଲେ , ଓ ନିଜ ଲକ୍ଷ୍ୟସ୍ଥଳ ହାସିଲ୍ କଲେ ।
ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ରାହୁଲ୍ ତନେଜା ନମ୍ବରର ଏତେ ଆଶା ରହୁଥିଲା କି ସେ ଏଇ ନମ୍ବର ସହ ଯୋଡି ହୋଇଥିବା ସବୁ କାମ କରୁଥିଲେ, ଏହା ପୁର୍ବରୁ ସେଏକ ଗାଡି ପାଇଁ ୧ ନମ୍ବର ହାସିଲ୍ କରିସାରିଛନ୍ତି , ଦଶ ଅଙ୍କର ମୋବାଇଲ୍ ରେ ୧ ନମ୍ବର ୭ ଥର ଅଛି, ଚାରୋଟି କାରର ନମ୍ବର ବି ୧ ହିଁ ଅଙ୍କର ଅଛି , ସେ ଦେଶର ସବୁଠାରୁ ମହଙ୍ଗା ନମ୍ବର କିଣୀଛନ୍ତି