January 19, 2025

Odia Express

Leading Odia News Portal of Odisha

ବାସ୍ତବରେ କଣ ହୋଇଥାଏ ଯେବେ ଆପଣ ହାତ ପାଦର ଆଙ୍ଗୁଠିକୁ ଫୁଟାଇଥାନ୍ତି, ଜାଣନ୍ତୁ କେତେ ଖତରନାକ ଅଟେ

ବହୁତଥର ଆମ ସହ ଏମିତି ହୋଇଥାଏ କି ଯେବେ ଆମେ ବିନା ଅଟକି ଲଗାତାର କିଛି କାମ କରିଥାନ୍ତି, ତେବେ ଆମ ଶରୀରର କିଛି ଅଙ୍ଗ ଏମିତି ହୋଇଥାଏ , ଯାହା ଥକିଯାଇଥାଏ , ଓ ଯାହାଙ୍କୁ ଆରାମର ବହୁତ ଦରକାରିତା ଥାଏ ,କିନ୍ତୁ ଆମ ଶରୀର ବିଷୟରେ କେହି ଭାବନ୍ତି ନାହିଁ , ନିଜ କାମ ଭଲ ଓ ପୁରା ରଖିବା ଚକ୍କରରେ ନିଜ ଶରୀରର ଖରାପ ଅବସ୍ଥା କରିବସନ୍ତି , ଆଜିକାଲି ଏହି କର୍ମବ୍ୟସ୍ତ ଜୀବନରେ ମଣିଷ ନିଜ କାମରେ ବ୍ୟସ୍ତ ରହୁଛି, ସେ ମୋବାଇଲ୍ କିମ୍ବା ଲାପଟପ୍ ଯାହା ଲୋକ ଘଣ୍ଟାଏ ପର୍ଯ୍ୟନ୍ତ କାମ କରିଥାନ୍ତି , ଓ ଲୋକେ ଥକି ଯାଈଥାନ୍ତି ଓ ସେମାନେ ଆଙ୍ଗୁଠି ଫୁଟାଇବାକୁ ମନ କରିଥାଏ,  ଓ ଯେବେ ଆମେ ଆଙ୍ଗୁଠି ଫୁଟାଇଥାଉ, କିନ୍ତୁ ଅଫିସ୍, ମିଟିଙ୍ଗ୍ ରେ ବସିଥିଲେ ଏମିତି କରିଲେ ଟିକିଏ ଅସହଜ ପରି ମନେ ହୁଏ , କିନ୍ତୁ ଏମିତି କରିଲେ ବହୁତ ମଜା ଆସିଥାଏ , ଓ ବୋଧେ ଆପଣଙ୍କୁ ଏମିତି ମଜା ଆସୁଥିବ , ଆଙ୍ଗୁଠି ଫୁଟାଇଲେ ଆଖପାଖ ମାଂସପେଶୀ ବହୁତ ଆରାମ ମିଳିଥାଏ , ଏଥିପାଇଁ ଆଙ୍ଗୁଠି ଫୁଟାଇବା ଅଭ୍ୟାସରୁ ସବୁ ଲୋକଙ୍କୁ ହୋଇଥାଏ , କିନ୍ତୁ କଣ ଆପଣଙ୍କୁ ଜଣାଅହି କି ଏହି ଅଭ୍ୟାସ ଗଣ୍ଠିଆ ରୋଗକୁ ଜନ୍ମ ଦେଇଥାଏ ।

ବହୁତଥର ଆପଣ ଦେଖିଥିବେ କି ଅଫିସ୍ କିମ୍ବା ବସି ବସି କିଛି ପଢୁଥିବା ବେଳେ ଲୋକେ ନିଜ ଆଙ୍ଗୁଠି ଫୁଟାଇବାକୁ ଲାଗନ୍ତି , ଓ ଏମିତି ଦେଖିଲେ ପ୍ରାୟ ସବୁ ଲୋକ କରିଥାନ୍ତି , ଓ ଏଥିରୁ ବହୁତ ଆରାମ ଲାଗିଥାଏ, ଓ ବହୁତ ଲୋକ ଅଛନ୍ତି ଯିଏ କି ବେକ ହାତ ସକାଳୁ ସକାଳୁ ଫୁଟାଇଥାନ୍ତି  ଯେବେ କି ହାଡକୁ କିମ୍ବା ଆଙ୍ଗୁଠିକୁ ଫୁଟାଇବା ଆପଣଙ୍କ ପାଇଁ କ୍ଷତିକାରକ ଅଟେ । ଆଙ୍ଗୁଠିର ଯୋଡା ଓ ଆଣ୍ଠୁ ଓ କହୁଣୀର ଯୋଡା ଏକ ଖାସ୍ ପ୍ରକାରର ଲିକ୍ୱିଡ୍ ମିଳିଥାଏ, ଏହାର ନାଁ ହୋଇଥାଏ ହେସିନୋବିଅଲ୍ ଫ୍ଲୁଇଡ୍ ଏହି ଲିକ୍ୱିଡ୍ ଆମର ହାଡି ଯୋଡାରେ ଗ୍ରୀସ୍ ପ୍ରକାର କାମ କରିଥାଏ,  ହାଡକୁ ଗୋଟେ ଅନ୍ୟ ସହ ରଗଡିବାରେ ବଞ୍ଚାଇଥାଏ , ଠିକ୍ ସେପରି ଯେପରି ଗାଡିରେ ଗ୍ରିସ୍ ଦିଆଯାଏ , ସେହି ଲିକ୍ୱିଡ୍ ରେ ମହଜୁଦ୍ ଗ୍ୟାସ୍ ପରି କାର୍ବନ୍ ଡାଇ ଅକ୍ସସାଇଡ୍ ନୁଆ ଜାଗା ବନାଇଥାଏ , ଏଥିରେ ଫୋଟକା ହୋଇଯାଏ । ଓ ଯେବେ ଆମେ ହାଡକୁ ଫୁଟାଇଥାଉ ତେବେ ସେହି ଫୋଟକା ଫୁଟିଯାଇଥାଏ, ଓ ତେବେ ଯାଇ ଆମକୁ ହାଡ ଫୁଟିଲା ଭଳି ଆବାଜ୍ ଆସିଥାଏ ।

ଡାକ୍ତରଙ୍କ ଏକ ରିପୋର୍ଟ ମୁତାବିକ ହାଡ ପରସ୍ପର ଲିଗାମେଣ୍ଟ ସହ ଯୋଡି ହୋଇଥାଏ, ବାରମ୍ବାର ଆଙ୍ଗୁଠି ଫୁଟାଇଲେ ତାଙ୍କ ମଧ୍ୟରେ ପରସ୍ପର ଲିଗାମେଣ୍ଟ ଯୋଡି ହୋଇଥାଏ, ଓ ବାରମ୍ବାର ଆଙ୍ଗୁଠି ଫୁଟାଇଲେ ତାଙ୍କ ମଧ୍ୟରେ ଥିବା ଲିକ୍ୱିଡ୍ କମ୍ ହେବାକୁ ଲାଗିଥାଏ , ଯଦି ପୁରା ଶେଷହୋଇଯାଏ ତେବେ ଗଣ୍ଠିରୋଗ ବାହାରିଥାଏ, ଏହା ସହ ଆଣ୍ଠୁଗଣ୍ଠିରେ ପୀଡା ଆସିଯାଏ , ଯେବେ ଥରେ ଆଣ୍ଠୁଗଣ୍ଠିରେ ଫୋଟକା ଫୁଟିଯାଇଥାଏ, ତେବେ ତାପରେ ଲିକ୍ୱିଡ୍ ରେ ପୁଣି ଗ୍ୟାସ୍ ମିଶିବାରେ ୧୫-୩୦ ମିନିଟ୍ ସମୟ ଲାଗିଥାଏ,  ଏଥିପାଇଁ ଥରେ ଯେବେ ଆଙ୍ଗୁଠି ଫୁଟିଯାଇଥାଏ, ତେବେ ଆଉଥରେ ଫୁଟାଇବାରେ ଆବାଜ୍ ଆସେ ନାହିଁ । ସେମିତି ଯେତେ ଚେଷ୍ଟାକଲେ ଆଉ ତାହା ଫୁଟିନଥାଏ, କି ଆବାଜ୍ ଆସେନାହିଁ , କିଛି ଲୋକ ଏହା ବି କହନ୍ତି କି ଆଙ୍ଗୁଠି ଫୁଟାଇଲେ ଗଣ୍ଠିଆ ପରି ରୋଗ ହୋଇପାରେ ।

Leave a Reply

Your email address will not be published. Required fields are marked *