January 23, 2025

Odia Express

Leading Odia News Portal of Odisha

ଏହି କାରଗର ଉପାୟକୁ ଆପଣାଇ ମାତ୍ର ଗୋଟେ ମିନିଟ୍ ରେ ନିଜ କାନରୁ ଜମିଥିବା ମଇଳାକୁ କରନ୍ତୁ ସଫା..

ଆମର ଶରିରର ସବୁ ଅଙ୍ଗ ବହୁତ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ , ଏଥିପାଇଁ ଆମେ ନିଜ ଶରୀରର ସବୁ ଅଙ୍ଗକୁ ଧ୍ୟାନ ଦେବାକୁ ହେବ,  ସେମିତି ଆମ ଶରୀରରେଏମିତି ଅଙ୍ଗ ଅଛି ଯାହା ସଫା କରିବାରେ ଆମେ ବହୁତ ଅଧିକା ଅସୁବିଧା ଅନୁଭବ କରୁ, ଯେପରି ଆଖିରେ କିଛି ପଡିଗଲେ,  କିମ୍ବା କାନରୁ ମଇଳା ନାଭିରେ ମଇଳା, ଏମିତି ବହୁତ ଜାଗା ଅଛି ଯେଉଁଠି ଆମେ ମାଏ ତାହାର ସଫା କରିଲାବେଳେ ନାନାଦି ଅସୁବିଧାର ସାମ୍ନାକରିଥାଉ । ଦେଖିବାକୁ ଗଲେ ଆମେ ନିଜକୁ ସଫା ରଖିବାପାଇଁ ସବୁଦିନ ଗାଧୋଇଥାଉ, କିନ୍ତୁ ମାସରେ ଥରେ ବାଳ ବି କଟାଇଦେଉ, ସପ୍ତାହରେ ଥରେ ନଖ ବି କାଟିଦେଉ କିନ୍ତୁ ବହୁତଥର ଆମେ କାନକୁ ସଫା କରିବା ଭୁଲିଯାଉ, କିନ୍ତୁ ଏହା ଆମେ ସମସ୍ତେ ଜାଣିଛେ କି କାନକୁ ସଫା ନ ରଖିଲେ ମଣିଷକୁ ନାନାଦି ରୋଗର ସାମ୍ନା କରିବାକୁ ପଡିପାରେ , କାନର ସଫା ନ କଲେ ବଡ ବଡ ରୋଗ ହୋଇପାରେ, କାନର ସଫା ନ କଲେ ଭିତରେ ମଇଳା ଜମା ହୋଇଯାଏ , ତାପରେ ଦିନେ ନା ଦିନେ କାନ ପୀଡା ପରି ସମସ୍ୟା ଆସିଯାଏ ।

ଅଧିକା ମଇଳା ଜମା ହେଲେ ଆମର ଶ୍ରବଣଶକ୍ତି ହ୍ରାସ ପାଏ, କେବେ କେବେ ଏହା ଅସହନୀୟ ପୀଡା ବି ଦେଇଥାଏ, କାନର ମଇଳା ସଫା ନକଲେ କାଲା ହେବାର ବିପଦ ହେବାର ସଙ୍କେତ ଦେଇଥାଏ,  କାନ ଆମର ଶରୀରରେ ଏକ ସଂବେଦନଶୀଳ ଅଙ୍ଗ ଅଟେ, ଏଥିରେ କିଛି ଏମିତି ନ କରନ୍ତୁ ଯାହା ଆପଣଙ୍କୁ ପସ୍ତେଇବାକୁ ପଡିବ,  ଏହା ସତ କି କିଛି ଘରୋଇ ଉପାୟ ଦ୍ୱାରା ଆମେ କାନରୁ ମଇଳା ସଫା କରିପାରିବା , କିନ୍ତୁ ଏହି କାମକୁ ସାବଧାନୀ ସହ କରିବା ଉଚିତ୍ , ଆଜି ଆମେ ଆପଣଙ୍କ ପାଇଁ ଏକ ଏମିତି ଉପାୟ ନେଇକରି ଆସିଛୁ ଯାହା ୧ ମିନିଟ୍ ରୁ କାନରୁ ମଇଳା ପୁରା ସଫା କରିଦେବ ।

ଯଦି ଆପଣଙ୍କ କାନରେ ମଇଳା ଜମି ରହିଛି ତେବେ ଟିକିଏ ନଖଉଷୁମ ତେଲକୁ ସେଥିରେ ପକାଇ କିଛି ସେକେଣ୍ତରେ ୱାକ୍ସକୁ ବାହାର କରିପାରିବେ ,ତାପରେ ଇୟର୍ ବର୍ଡସ୍ କୁ ତେଲରେ ପକାଇ ସଫା କରିଦେବେ , ଆପଣ ଏଥିପାଇଁ ବାଦାମ ତେଲ କିମ୍ବା ସୋରିଷ ତେଲର ବ୍ୟବହାର କରିପାରିବେ । କାନରେ ଜମି ରହିଥିବା ମଇଳା କୁ ବେବି ଅୟେଲ୍ ମାଧ୍ୟମରେ ବି ସଫା କରିପାରିବା,  ଏଥିରେ କୌଣସି ସାଇଡ୍ ଇଫେକ୍ଟ ବି ହେବନାହିଁ,  ଏହି ଉପାୟକୁ କରିବାକୁ ହେଲେ ଆପଣଙ୍କୁ ବେବି ଅୟେଲ୍ ଓ ଏକ ଡ୍ରପର୍ ଆବଶ୍ୟକତା ହେବ , ସବୁଠାରୁ ପ୍ରଥମେ ଏହି ଉପାୟ କରିବାକୁ ହେଲେ ୧-୨ ଟେବୁଲସ୍ପୁନ୍ ଚାମଚରେ ବେବି ଅୟେଲ୍ ଶାରରୀକ ତାପମାନ ଅନୁସାରେ ଗରମ କରନ୍ତୁ , ଏକ ସୋଧ ଅନୁସାର୍ କିଛି ଦ୍ରବ୍ୟ ଆପଣଙ୍କ ଶରିରରେ ତାପମାନରୁ ଅଧିକା ଗରମ କିମ୍ବା ଥଣ୍ତା ହୋଇଥାଏ, ଆପଣଙ୍କ କାନକୁ କ୍ଷତି କରିପାରେ

ଏଥିପାଇଁ ତେଲକୁ ଶାରରୀକ ତାପମାନ ଭାବେ ଗର୍ମ କରନ୍ତୁ , ନିଜ ମୁଣ୍ତକୁ ଛାତ ଆଡକୁ ମୋଡନ୍ତୁ , କାନର ବାହାର ଭାଗକୁ ଧରି ଟାଣନ୍ତୁ । ଏଥିରେ ଆପଣଙ୍କ କାନର କ୍ୟାନେଲ୍ ସଫା ହୋଇଯିବ , ଓ ବେବି ଅୟେଲ୍ ସହଜରେ କାନରେ ଯାଇପାରିବ, ଆଇଡ୍ରପର୍ ସାହାଯ୍ୟରେ କାନରେ ବେବି ଅୟେଲ୍ ର କିଛି ବୁନ୍ଦା ପକାନ୍ତୁ , ଡ୍ରପର୍ କୁ କାନର ବାହାରେ ରଖନ୍ତୁ , ଟିକିଏ ସମୟ ପାଇଁ ମୁଣ୍ତକୁ ଏମିତି ରଖନ୍ତୁ, ଯାହା କିଛି ସମୟ ପରେ ଆପଣ ଦେଖିବେ କି କାନରୁ ମଇଳା ଆପେ ଆପେ ବାହାରି ଆସିବ,  ଏହି ପରି ଯେବେ ଆପଣଙ୍କ କାନରେ ମଇଳା ଜମା ହେଉଛି ତେବେ ଏହି ପ୍ରକିୟା ନିଶ୍ଚିତ ଆପଣାନ୍ତୁ ଯଦି ଆପଣଙ୍କ ବହୁତ ଦିନରୁ ମଇଳା ଜମି ରହିଛି ତେବେ ଡାକ୍ତରଙ୍କୁ ପରାମର୍ଶ କରି ମଇଳା ସଫା କରିଦିଅନ୍ତୁ

Leave a Reply

Your email address will not be published. Required fields are marked *