କେମିତି ଘରୋଇ ଉପଚାରରେ ଆପଣଙ୍କ ଶରୀରରେ ଥିବା ଲିଭରକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିପାରିବେ..
ଆସନ୍ତୁ ଜାଣିବା ମାତ୍ର ତିନି ମିନିଟରେ କେମିତି ଆମ ଶରୀରରେ ଥିବା ଲିଭରକୁ ନିର୍ମଳ ଏବଂ ସଫା ରଖିପାରିବା। ପେଟର ଡାହାଣ ପଟ ତଳ ଭାଗରେ ଥିବା ଲିଭର୍ ଆମ ଶରୀରର ଏକ ବଡ ଗ୍ରନ୍ଥି ଅଟେ ଏହା ଖାଦ୍ୟ ପାଚନର ମୁଖ୍ୟ ଭୂମିକା ଗ୍ରହଣ କରି ଥାଏ ଏବଂ ତା ସହ ଶରୀରରେ କୌଣସି କ୍ଷତ ବିକ୍ଷତ ହେଲେ ତାହାକୁ ସୁଖେଇବାରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ସେଥିପାଇଁ ଲିଭରରେ କୌଣସି ବି କ୍ଷତି ପହଁଚିଲେ ବହୁତ ପ୍ରକାର ରୋଗ ଦେଖା ଦେଇଥାଏ, ଏଥିପାଇଁ ଲିଭର୍ ଜଡିତ କୌଣସି ବି ସମସ୍ୟାକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ଲିଭରକୁ ସଫା ରଖିବା ପାଇଁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏଜ ସହଜ ଘରୋଇ ଉପାଚାର ଏହା ହେଉଛି ଏକ ଜୁସ
ଏହି ଉପାଚାରକୁ ଆପଣ ଦିନ ମଧ୍ୟରେ ଥରୁଟିଏ ଆପଣେଇବେ, ଆଉ ମାତ୍ର ତିନି ଦିନ ହିଁ ଦେଖିବେ ଆପଣଙ୍କ ଲିଭର୍ ପୁରା ପୁରି ସଫା ହେବାରେ ଲାଗିବ ଆଉ ସପ୍ତାହ ଦୁଇ ସପ୍ତାହ ମଧ୍ୟରେ ଆପଣଙ୍କ ଲିଭର୍ ସୁସ୍ତ ଆଉ ମଜବୁତ ହେଇଯିବ । ତ ଚାଲନ୍ତୁ ଜାଣିବା ଏହି ଜୁସକୁ ଆପଣ କେମିତି ବନେଇବେ, ଏହାକୁ ବନାଇବା ପାଇଁ ପ୍ରଥମେ ଆପଣଙ୍କୁ ନବାକୁ ହେବ ଚାରିରୁ ପାଞ୍ଚ ଗୋଟି ଅଁଳା, ବନ୍ଧୁ ଗଣ ଅଁଳା ଆମ ଶରୀରର ପାଇଁ ଏବଂ ଲିଭର୍ ବହୁତ ଉଅପକାରୀ ଅଟେ ଏହା ନାନାଦି ପ୍ରକାର ରୋଗରୁ ଆମକୁ ସୁରକ୍ଷା ଥାଏ ଏହା ସହ ଏଥିରେ ବହୁତ ପ୍ରକାର ଭିଟାମିନ ଅଛି ଯାହା ଆମ ଲିଭର୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ , ଏବେ ନେଇଥିବା ସେହି ଅଁଳାକୁ ଛୁରୀ ସାହାଯ୍ୟରେ ଛୋଟ ଛୋଟ କରି କାଟି ଦିଅନ୍ତୁ , ଏବଂ ତାକୁ ଗୋଟିଏ ପତ୍ର ରେ ରଖି ଦିଅନ୍ତୁ ଏବଂ ତା ପରେ ନିଅନ୍ତୁ କିଛି ଧନିଆ ପତ୍ର, ଏହା ଆମ ପାଚନ କ୍ରିୟାକୁ ବହୁତ ମଜବୁତ କରିଥାଏ ଏଥି ପାଇଁ ଆମ ଲିଭର୍ରେ କମ ଚାପ ପଡିଥାଏ।
ଧନିଆର ପତ୍ର ଚିଣ୍ଡେଇ ଗୋଟିଏ ତାଟିଆରେ ଭର୍ତି କରି ରଖନ୍ତୁ ଏହା ପରେ ନିଅନ୍ତୁ କିଛି ଆଲୋଭେରା , ଯଦି ଆପଣ ସୁସ୍ତ ଏବଂ ମଜବୁତ ରହିବାକୁ ଚାହୁଁଛନ୍ତି ତେବେ ଆପଣ ଙ୍କ ପାଇଁ ଏହା ଆପଣଙ୍କ ପାଇଁ ଏହା ବହୁତ ଲାଭ ଦାୟକ ହେବ ଏବଂ ତା ସହ ଏହା ଆପଣଙ୍କ ପେଟ ସଫା ରଖିଥାଏ, ସେହି ଆଲୋଭେରକୁ କାଟି କରି ସେଥିରୁ ଜେଲକୁ କାଢି ନିୟନ୍ତୁ ଏବଂ ଜୁସରେ କଟାଯାଇଥିବା ଅଁଳା ଏବଂ ଗୋଟେ ତାଟିଆ ଧନିଆ ପତ୍ର ଏବଂ ଏଲୋଭେର ଜେଲ ରୁ ଦୁଇ ଚାମଚ ନିଅନ୍ତୁ ଆଉ ତା ସହ ଅଧା ଗ୍ଲାସ ପାଣି ମିଶାଇ ଦିଅନ୍ତୁ ଏବଂ ଏହାକୁ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ, ଗ୍ରାଇଣ୍ଡିଙ୍ଗ କରି ସରିବା ପରେ ଏହାକୁ ଏକ ଗ୍ଲାସରେ ଛାଣି ଦିଅନ୍ତୁ, ଏବଂ ସେହି ଜୁସରେ ଅଧା ଚାମଚ ହଳଦୀ ପକାଇ ଦିଅନ୍ତୁ, ସ୍ୱାଦ ପାଇଁ ଆପଣ ଏଥିରେ କିଛି ଲୁଣ ମଧ୍ୟ ପକାଇ ପାରିବେ, ପ୍ରସ୍ତୁତ ହେଇ ଥିବା ସେହି ଜୁସକୁ ଦିନକୁ ଗୋଟିଏ ବେଳା ସେବନ କରନ୍ତୁ ଦେଖିବେ ଆପଣଙ୍କ ଲିଭର୍ ସ୍ୱଚ୍ଛ ଏବଂ ନିର୍ମଳ ରହିବ ।