ଆଜିର ମଜାଦାର ହସକଥା – ରେଲୱେ ଷ୍ଟେସନରେ ପପୁର ସ୍ତ୍ରୀ-ଶୋଷ ଲାଗୁଛି, ପାଣି ପିଇବାକୁ ଦିଅ, ପପୁ- ତୁମ ପାଇଁ ଚିକେନ୍ ବିରିଆନୀ ଆଣିବି କି, ସ୍ତ୍ରୀ-ଆରେ ବାଃ ମୁହଁରେ ପାଣି ଆସିଗଲା ତାପରେ ପପୁ ଯାହା କହିଲେ…
୧) ଦ୍ୱିପହର ଚାହା ସହ ସ୍ତ୍ରୀ ବହୁତ ସାରା ଟାବଲେଟ୍ସ ନେଇକରି ଆସିଲା , ସ୍ତ୍ରୀ- ଏଇ ନିଅ ଚାହା ସହ କୋଲପୋଲ୍ ଖାଇଦିଅ, ସ୍ୱାମୀ- ନା ମୋତେ ଜ୍ୱର ହେଇନି, ସ୍ତ୍ରୀ-ତେବେ ନିଜ ଡାଇଜିନ୍ ଖାଇଦିଅ, ସ୍ୱାମୀ-ଆରେ ନାହିଁ ମୋତେ ଗ୍ୟାସ ହେଇନି । ସ୍ତ୍ରୀ- ନିଅ ପୁଦିନ୍ ହରା ଖାଇଦିଅ, ସ୍ୱାମୀ- ନା ମୋର ପେଟ ଠିକ୍ ଅଛି, ସ୍ତ୍ରୀ- ନିଅ କମ୍ବିଫ୍ଲେମ୍ ହାତ ଗୋଡ ବିନ୍ଧିବା କମ୍ ହୋଇଯିବ, ସ୍ୱାମୀ- ଆରେ ମୋତେ କିଛି ହେଇନି ଏକ ଦମ୍ ଠିକ୍ ଅଛି ସୁସ୍ଥ୍ୟ ଅଛି, ସ୍ତ୍ରୀ- ତେବେ ଫଟାଫଟ ଉଠ ଦିପାବଳୀର କିଣାକିଣି କରିବାର ଅଛି ।
୨) ଜଣେ ମହିଳା କଷ୍ଟମର୍ କେୟାର୍ କୁ ଫୋନ୍ କରି ରାଗିକରି କହିଲା ଗତ ତିନି ଘଣ୍ଟାରୁ ଆପଣଙ୍କ କମ୍ପାନୀର ଇଣ୍ଟରନେଟ୍ ଚାଲୁନି, କୁହନ୍ତୁ କଣ କରିବି ? କଷ୍ଟମର୍ କେୟାର୍- ଭଉଣୀ, ତେବେ ପର୍ଯ୍ୟନ୍ତ କିଛି ଘରର କାମ କରିଦିଅ ।
୩) ରାଜ୍ୟ ଇଲେକ୍ଟ୍ରିସିଟି ବୋର୍ଡ ଅଫିସ୍ ବାହାରେ ରାଜୁ କଦଳି ବିକ୍ରି କରୁଥିଲା, ବିଜୁଳି ବିଭାଗର ଏକ ବଡ୍ ଅଧିକାରୀ ପଚାରିଲେ- କଦଳି କେତେ ନେଉଛ ? ରାଜୁ- କଦଳୀ କଣ ପାଇଁ କିଣୁଛନ୍ତି ସାର୍ ?ଅଧିକାରୀ- ମତଲବ ? ରାଜୁ- ମତଲବ ଏହା କି ସାର୍ ମନ୍ଦିରର ପ୍ରସାଦ ପାଇଁ ନେଉଛନ୍ତି ଯଦି ୧୦ ଟଙ୍କା ଡର୍ଜନ, ବୁଦ୍ଧାଶ୍ରମ ରେ ଦେଲେ ୧୫ ଟଙ୍କା ଡର୍ଜନ୍, ଛୁଆଙ୍କ ଟିଫିନ୍ ପାଈଁ ଦେଲେ ୨୦ ଟଙ୍କା ଡର୍ଜନ୍, ଘରେ ଖାଇବାକୁ ନେଲେ ୨୫ ଟଙ୍କା ଡର୍ଜନ୍, ଓ ପିକନିକ୍ ପାଇଁ ନେଲେ ୩୦ ଟଙ୍କା ଡର୍ଜନ୍, ଅଧିକାରି- କଣ ଏମିତି ଇଆଡୁ ସିଆଡୁ କହୁଛ ? ଆରେ ଭାଇ ଯେବେ ସବୁ କଦଳୀ ଗୋଟେ ପରିକା ଅଟେ ତେବେ ଦାମ୍ ଏତେ ଅଲଗା କଣ ପାଇଁ କହୁଚ? ରାଜୁ- ଏହା ତ ପଇସା ବସୁଲିର ଏକ ଅଲଗା ଷ୍ଟାଇଲ୍ ସାର୍ ।
୪) ଥରେ ଜଣେ ବ୍ୟକ୍ତି ନିଜ ଏକ ସାଙ୍ଗକୁ ନିଜ ଘରକୁ ଖାଇବାକୁ ଡକାଇଲା ସେ ପୁଣି ସଂନ୍ଧ୍ୟା ୭ ଟାରେ ଅଫିସ୍ ଛୁଟି ହେବାପରେ , ସେ ସ୍ତ୍ରୀକୁ ବିନା କହି, ସାଙ୍ଗକୁ ଦେଖି ସ୍ତ୍ରୀ ସାଙ୍ଗର ସାମ୍ନାରେ ଚିଲ୍ଲାଇକରି ମୋର ବାଳ ଦେଖ, ମୁଁ ମେକଅଫ୍ କରିନି, ଘରର ଅବସ୍ଥା ଦେଖ, ମୁଁ ଏବେ ବି ଗାଉନ୍ ରେ ଅଛି, ଓ ଆଜି ଏତେ ଥକିଯାଇଛି କି ରାତିର ଖାଇବା ତିଆରି କରିପାରିବିନି, କଣ ଭାବିକି ତୁମେ ତାଙ୍କୁ ଘରକୁ ଡାକିଆଣିଲ, ମୋତେ ନ କହି, ସ୍ୱାମୀ-ଜାନୁ- ଏଇ ସାଙ୍ଗ ବାହାହେବ ବୋଲି ଭାବୁଥିଲା, ମୁଁ କହିଲି ପାଗଳ, ପ୍ରଥମେ ଗୋଟେ ଡେମୋ ଦେଖିନେ ।
୫) ରେଲୱେ ଷ୍ଟେସନରେ ପପୁର ସ୍ତ୍ରୀ-ଶୋଷ ଲାଗୁଛି, ପାଣି ପିଇବାକୁ ଦିଅ, ପପୁ- କଣ ପାଇଁ ତୁମକୁ ଚିକେନ୍ ବିରିଆନୀ ଖୁଆଇବି, ସ୍ତ୍ରୀ-ଆରେ ବାଃ ମୁହଁରେ ପାଣି ଆସିଗଲା, ପପୁ- ତେବେ ସେଇ ପାଣିରେ ନିଜ ଶୋଷ ମେଣ୍ଟାଇଦେ ।
୬) ଭକ୍ତ- ଭଗବାନକୁ ବାରମ୍ବାର ଫୋନ୍ କରି ଅଭିଯୋଗ କରୁଥିଲା, ହେ ଭଗବାନ ବହୁତ ଥଣ୍ତା ଲାଗୁଛି, ଗରମ୍ କେତେ ଅଛି, ବର୍ଷା ହେଉନି, ବର୍ଷା ଭୟଙ୍କର୍ ଅଛି, ଗ୍ରାହକ ଆସୁନାହାନ୍ତି , ବଜାରରେ ମାନ୍ଦା ଚାଲିଛି, ସହଜ ରୁପରେ ଭଗବାନ କହିଲେ, ଭାଇ ତୋର ଦୁନିଆଁରେ ଜମୁନି ଯଦି ଉପରକୁ ଡାକିଦେଉଛି ଭକ୍ତ- ନା ପ୍ରଭୁ ସବୁ ଠିକ୍ ଅଛି ଓ ଫୋନ୍ କାଟିଦେଲା ।
୭) ଏକ ସତସଙ୍ଗ୍ ସମୟରେ ସନ୍ଥ ପ୍ରବଚନ କରୁଥିବା ବେଲେ- ଏହି ଜନ୍ମରେ ଯିଏ ନର୍ ଅଛି ସେ ଆଗାମୀ ଜନ୍ମରେ ନର୍ ହିଁ ହେବ , ଓ ଯିଏ ଏହି ଜନ୍ମରେ ନାରି ଅଛି ସେ ଆଗାମୀ ଜନ୍ମରେ ନାରୀ ହିଁ ହେବ , ଏତେ ବେଲେ ଏକ ବୂଢି ଉଠିକରି ଯିବାଉ ଲାଗିଲା, ସନ୍ଥ –କୁଆଡେ ଯାଉଛ ? ବୁଢି- ଯେବେ ଆଗାମୀ ଜନ୍ମରେ ରୁଟି ତିଆରି କରିବାର ଅଛି ,ତେବେ ସତସଙ୍ଗ୍ ଶୁଣୀକରି କଣ ଫାଇଦା ?
୮) ଡାକ୍ତର- କଣ ରୋଗ୍ ହୋଇଛି? ରୋଗୀ- ପ୍ରଥମ ଆପଣ କଥା ଦିଅନ୍ତୁ କି ହସିବେନାହିଁ , ଡାକ୍ତର୍- ଠିକ୍ ଅଛି କଥା ଦେଉଛି, ରୋଗୀ ନିଜ ଗୋଡ ଦେଖାଇଲା ଯାହାକି ଆଖୁପରି ପତଳା ଥିଲା, ଡାକ୍ତରକୁ ଏହା ଦେଖି ହସ ଆସିଗଲା, ରୋଗୀ- ଆପଣ ତ ନ ହସିବାକୁ କଥା ଦେଇଥିଲେ, ଡାକ୍ତର୍- ଆରେ ସରି ଏବେ ତୁମର୍ ଅସୁବିଧା କୁହ , ରୋଗୀ- ଡାକ୍ତର୍ ସାର୍- ଏହା ଫୁଲିଯାଈଛି, ଡାକ୍ତର୍- ହା ହା , ପଳା ଏଠୁ ତୁ ଆସିଛୁ ନା ଏଠିକି ହସାଇବା ପାଇଁ